ମୁସ୍ତାକ ଅଲୀ ଟ୍ରଫି : ଦିଲ୍ଲୀ ଦଳରେ ଧାଓ୍ବନ, ଈଶାନ୍ତ

ନୂଆଦିଲ୍ଲୀ ୨୬ା୧୨- ମୁସ୍ତାକ ଅଲୀ ଟ୍ରଫି ଟି୨୦ ଟୁର୍ନାମେଣ୍ଟ ପାଇଁ ଘୋଷଣା କରାଯାଇଥିବା ଦିଲ୍ଲୀ ଦଳରେ ସ୍ଥାନ ପାଇଛନ୍ତି ଭାରତୀୟ ପେସର ଈଶାନ୍ତ ଶର୍ମା। କିନ୍ତୁ ସେ…

୩୧ରେ ଘୋଷଣା ହେବ ସିବିଏସ୍‌ଇ ବୋର୍ଡ ପରୀକ୍ଷାର ତାରିଖ

ନୂଆଦିଲ୍ଲୀ,୨୬।୧୨-ସିବିଏସଇ ପରୀକ୍ଷା ତାରିଖକୁ ନେଇ ଶନିବାର ଆସିଛି ଏକ ବଡ ଖବର। ଡିସେମ୍ବର ୩୧ ସନ୍ଧ୍ୟା ୬ଟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ୨୦୧୧ ସିବିଏସଇ…

ଆମେଠି ଭଳି ରାଇବରେଲିରୁ ହଟିବ ଗାନ୍ଧୀ ପରିବାର : ସ୍ମୃତୀ ଇରାନି

ଆମେଠି,୨୬।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ପୂର୍ବତନ ଆମେଠି ଏମ୍‌ପି ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅପଶବ୍ଦ ବ୍ୟବହାର କରିଛନ୍ତି ଅଭିଯୋଗ ଆଣିଛନ୍ତି କେନ୍ଦ୍ରମନ୍ତ୍ରୀ ସ୍ମୃତୀ…

ରାଜ୍ୟରେ ସୁସ୍ଥ ହେଲେ ୩୭୧ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୬।୧୨(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୩୭୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୭ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ ଅନୁଗୋଳରୁ ୩୨, ବଲାଙ୍ଗିରିରୁ ୨୮, କଟକରୁ…

୩୦ରୁ ଶୀତ କମିବ

ଭୁବନେଶ୍ୱର,୨୬ା୧୨(ବ୍ୟୁରୋ)-ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇବାରେ ଲାଗିଛି। ଗତ ଦୁଇ ତିନି ଦିନ ହେବ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲ୍‌ସିୟସ ଉପରେ ରହୁଛି। ଆସନ୍ତା ୩…

ଓ୍ବିଲିୟମସନଙ୍କ ଶତକ ରୋକିଦେଲେ ଫ୍ୟାନ୍‌

ମାଉଣ୍ଟ ମାଉଙ୍ଗାନୁଇ,୨୬।୧୨: ଏଠାରେ ପାକିସ୍ତାନ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ର ପ୍ରଥମ ଦିନ ଦୁଇ ଦଳ ମଧ୍ୟରେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା।…

ଓଡ଼ିଶା: ଆଜିର ଫଟୋ ( ଡିସେମ୍ବର ୨୬ , ୨୦୨୦ )

ମହାପ୍ରଭୁଙ୍କ ଦର୍ଶନ ଅନୁମତି ମିଳିବା ପରେ ଶ୍ରୀମନ୍ଦିରକୁ ଯାଉଛନ୍ତି ପୁରୀ ବାସିନ୍ଦା ଦୀର୍ଘ ୯ମାସ ଧରି ଥିବା କଟକଣା ହଟାଯିବା ପରେ ଲିଙ୍ଗରାଜ ମନ୍ଦିରକୁ ଦର୍ଶନାର୍ଥେ ଯାଉଛନ୍ତି…

ସିନେମା ୨୦୨୦

୨୦୨୦ ତମାମ ବର୍ଷଟି ଆମକୁ କଣ ଦେଲା ଆଉ କଣ ନେଲା ଏସବୁର ତର୍ଜମା କରିବାର ସମୟ । କିଛି ଘଟଣା ମନକୁ ଶାନ୍ତି ଓ ଆନନ୍ଦ…

ରବିବାରଠାରୁ ଖୋଲିବ ଲିଙ୍ଗରାଜ ମନ୍ଦିର

ପୁରୁଣା ଭୁବନେଶ୍ୱର,୨୬ା୧୨(ଡି.ଏନ୍‌.ଏ.)-ରବିବାରଠାରୁ ଶ୍ରୀଲିଙ୍ଗରାଜ ମନ୍ଦିର ଖୋଲିବ। ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଶନିବାର ମନ୍ଦିର ପରିସରକୁ ଅଗ୍ନିଶମ କର୍ମଚାରୀଙ୍କ ଦ୍ୱାରା ସାନିଟାଇଜ୍‌ କରାଯାଇଛି।…

ଗରିବ ଛୁଆଙ୍କ ପାଇଁ ସାଣ୍ଟା ପାଲଟିଲେ ଏହି ଅଭିନେତ୍ରୀ

ବଲିଉଡ୍‌ ଅଭିନେତ୍ରୀ ଜରିନ ଖାନ୍‌ ଚଳିତବର୍ଷ ଖ୍ରୀଷ୍ଟମାସରେ ପୁଣି ଥରେ ନିଜ ଉଦାରତାର ପରିଚୟ ଦେଇଛନ୍ତି। ସାଣ୍ଟା ପୋଷାକ ପରିଧାନ କରି ଜରିନ ଗରିବ ଛୁଆଙ୍କ ମଧ୍ୟରେ…