ଜାରି ହେଲା ନୂଆବର୍ଷ କଟକଣା: ରାତି ୧୦ରୁ ସକାଳ ୫ ପର୍ଯ୍ୟନ୍ତ ଘରୁ ବାହାରିପାରିବେ ନାହିଁ ଲୋକେ

ଭୁବନେଶ୍ୱର,୩୧।୧୨: ଆଜି ୨୦୨୦ ବର୍ଷର ଶେଷ ଦିନ। ନୂଆବର୍ଷକୁ ସ୍ବାଗତ କରିବା ପାଇଁ ଲୋକଙ୍କ ମଧ୍ୟରେ ଉତ୍ସାହ ଏବଂ ଉଦ୍ଦୀପନା ଦେଖାଦେଇଛି। ତେବେ ଏହା ଭିତରେ କରୋନାକୁ…

ପଞ୍ଚାୟତ ଜିପିଇଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ବଲାଙ୍ଗୀର ଅଫିସ,୩୧ା୧୨: ଆୟବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗୁରୁବାର ବଲାଙ୍ଗୀର ଜିଲା ପୁଇଁତଲା ବ୍ଲକ ପୁଇଁତଲା ପଞ୍ଚାୟତର ଜିପିଇଓ ବିହାରୀଲାଲ ବାରିକଙ୍କ ଘରେ ଭିଜିଲାନ୍ସ ବିଭାଗ ଚଢ଼ାଉ…

ପଡ଼ୋଶୀ ମହିଳାଙ୍କ ସହ ପ୍ରେମସମ୍ପର୍କ ରଖିବାକୁ ବେଡ୍‌ରୁମ୍‌ ତଳେ ତିଆରି କରିଥିଲେ ଗୁପ୍ତ ସୁଡ଼ଙ୍ଗ, ଜଣାପଡ଼ିବା ପରେ…

ଜଣେ ବିବାହିତ ବ୍ୟକ୍ତି ପଡ଼ୋଶୀ ମହିଳାଙ୍କ ସହିତ ପ୍ରେମସମ୍ପର୍କ ରଖିବା ପାଇଁ ବେଡ୍‌ରୁମ୍‌ ତଳେ ଏକ ସୁଡ଼ଙ୍ଗ ତିଆରି କରିଥିଲେ। ମହିଳା ଜଣଙ୍କ ତାଙ୍କ ସ୍ବାମୀଙ୍କ ସହ…

ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟାନ୍‌ ହେଲେ କେନ୍‌ ଓ୍ବିଲିୟମସନ, କୋହଲି ଏହି ସ୍ଥାନରେ

ଦୁବାଇ,୩୧।୧୨: ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ ତାଲିକା ପ୍ରକାଶ ପାଇଛି। ଏହି ତାଲିକାର ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛନ୍ତି ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନ୍‌। ସେ ଭାରତୀୟ ଅଧିନାୟକ…

ଭିଆଇପିଙ୍କୁ ପୋଲିସ ସୁରକ୍ଷା: ପଶ୍ଚିମବଙ୍ଗ-ପଞ୍ଜାବ-ବିହାର ଶୀର୍ଷରେ

ନୂଆଦିଲ୍ଲୀ,୩୧।୧୨: ଦେଶରେ ଭିଆଇପିଙ୍କ ସୁରକ୍ଷା କାର୍ଯ୍ୟରେ ନିଯୁକ୍ତ ହୋଇଥିବା ପୋଲିସଙ୍କ ସମ୍ପର୍କିତ ଏକ ରିପୋର୍ଟ ପ୍ରକାଶ ପାଇଛି। ବ୍ୟୁରୋ ଅଫ୍‌ ପୋଲିସ ରିସର୍ଚ୍ଚ ଆଣ୍ଡ ଡେଭଲପ୍‌ମେଣ୍ଟ ପକ୍ଷରୁ…

ରାଜଧାନୀର ୪ ବ୍ୟକ୍ତି କରୋନାର ନୂଆ ଷ୍ଟ୍ରେନରେ ପୀଡ଼ିତ

ନୂଆଦିଲ୍ଲୀ,୩୧ ।୧୨: କରୋନା ଭାଇରସ ସଂକ୍ରମଣ କମି କମି ଆସୁଥିବା ବେଳେ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି କରୋନାର ନୂଆ ଷ୍ଟ୍ରେନ୍ । ପ୍ରଥମେ…

ବରଗଛରେ ଝୁଲୁଛି ପ୍ରେମୀଯୁଗଳଙ୍କ ମୃତଦେହ

ମାଲକାନଗିରି,୩୧ା୧୨(ଡି.ଏନ୍‌.ଏ.): ମାଲକାନଗିରି ଜିଲା ସଦରମହକୁମା ଜବରଦସ୍ତ କଲୋନୀର ମନ୍ଦିର ନିକଟରେ ଥିବା ଏକ ବରଗଛରୁ ଯୁବକ ଓ ଯୁବତୀଙ୍କ ଝୁଲନ୍ତା ମୃତଦେହ ଜବତ କରାଯାଇଛି। ଉଭୟଙ୍କ ମୃତଦେହ…

ଦେଶରେ କାମ କରୁଛି ୫୯୭ ଫାଷ୍ଟ୍‌ ଟ୍ରାକ୍‌ କୋର୍ଟ

ନୂଆଦିଲ୍ଲୀ,୩୧।୧୨: ଦେଶରେ ସମ୍ପ୍ରତି ୫୯୭ ଫାଷ୍ଟ ଟ୍ରାକ୍‌ କୋର୍ଟ କାମ କରୁଛି। ସେଥିମଧ୍ୟରୁ ୩୨୧ କୋର୍ଟରେ ମୁଖ୍ୟତଃ ପୋକ୍ସୋ ମାମଲାର ବିଚାର କରାଯାଉଛି। ଦେଶର ୨୪ ରାଜ୍ୟ…

ଗୁଜରାଟ ଏମ୍ସର ଶିଳାନ୍ୟାସ କଲେ ମୋଦି

ନୂଆଦିଲ୍ଲୀ,୩୧ ।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ରାଜକୋଟରେ ହେବାକୁ ଥିବା ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ୍ ମେଡିକାଲ ସାଇନସେସ୍‌(ଏମ୍ସ)ର ଶିଳାନ୍ୟାସ କରିଛନ୍ତି । ଭିଡିଓ କନଫରେନସିଂ…

ଭାରତୀୟ ଦଳ ପାଇଁ ଖରାପ ଖବର: ଭାରତ ଫେରିଲେ ଏହି କ୍ରିକେଟର୍‌

ମେଲବୋର୍ନ,୩୧।୧୨:ବକ୍ସିଂ ଡେ’ ଟେଷ୍ଟରେ ଭାରତୀୟ ଦଳର ବିଜୟ ହାସଲ କରିଛି। ଏହି ସମୟରେ ବର୍ଡର-ଗାଭାସ୍କର ଟ୍ରଫି ୧-୧ରେ ବରାବର ହୋଇଛି। ଜାନୁଆରୀ ୭ରେ ତୃତୀୟ ଟେଷ୍ଟ ଖେଳାଯିବାକୁ…