ମାତ୍ର ୧୫ ମିନିଟ୍‌ ବସନ୍ତୁ କଅଁଳ ଖରାରେ, ମିଳିବ ଏସବୁ ଫାଇଦା

ସୂର୍ଯ୍ୟଙ୍କ କଅଁଳ ଖରାରେ ପର୍ଯାପ୍ତ ପରିମାଣ ଭିଟାମିନ ଡି’ ରହିଛି। ମାତ୍ର ପ୍ରଦୂଷଣ କାରଣ ଯୋଗୁ ଲୋକଙ୍କୁ ଆଉ ସୂର୍ଯ୍ୟଙ୍କ କଅଁଳ କିରଣ ମିଳୁନି। ଏହା ଉପରେ…

ବର୍ଷକରେ ୨୫ କୋଟିର ବ୍ରାଉନ୍‌ସୁଗାର ଜବତ

ଭୁବନେଶ୍ୱର,୧।୧(ବ୍ୟୁରୋ):କ୍ରାଇମବ୍ରାଞ୍ଚର ସ୍ପେଶାଲ ଟାସ୍କ ଫୋର୍ସ(ଏସ୍‌ଟିଏଫ)କୁ ୨୦୨୦ରେ ଅନେକ ସଫଳତା ମିଳିଛି। ବାଘଛାଲଠାରୁ ଆରମ୍ଭ କରି ବଜ୍ରକାପ୍ତା ଚାଲାଣ ଓ ବନ୍ଧୁକ ବେପାରୀଙ୍କୁ ଧରିବାରେ ସଫଳ ହୋଇଛି ଏସ୍‌ଟିଏଫ୍‌।…

କୋଭିଡ୍‌ ନିୟମ ଉଲ୍ଲଂଘନ: ୬ ମାସ ନଜରରେ ରହିବେ ସାମ୍‌ କ୍ୱେରୀ

ଲଣ୍ଡନ, ୧ା୧ (ଏପି)-ଗତ ଅକ୍ଟୋବରରେ ସେଣ୍ଟ ପିଟର୍ସବର୍ଗ ଓପନ୍‌ରେ କରୋନା ଭାଇରସ୍‌ ପ୍ରୋଟୋକଲ୍‌ ଉଲ୍ଲଂଘନ କରିଥିବାରୁ ଆମେରିକାର ଟେନିସ ଖେଳାଳି ସାମ୍‌ କ୍ୱେରୀଙ୍କୁ ସସ୍‌ପେଣ୍ଡେଡ୍‌ ୨୦,୦୦୦ ଆମେରିକୀୟ…

ଲିଓନ ମେଣ୍ଡୋଙ୍କା ଦେଶର ୬୭ତମ ଗ୍ରାଣ୍ଡମାଷ୍ଟର

ଚେନ୍ନାଇ, ୧ା୧ (ପି.ଟି.)-ଇଟାଲୀରେ ଏକ ଟୁର୍ନାମେଣ୍ଟରେ ତୃତୀୟ ଓ ଫାଇନାଲ ନର୍ମ ହାସଲ କରିବାପରେ ଗୋଆର ୧୪ ବର୍ଷୀୟ ଲିଓନ ମେଣ୍ଡୋଙ୍କା ଭାରତର ୬୭ତମ ଚେସ୍‌ ଗ୍ରାଣ୍ଡମାଷ୍ଟର…

କର୍ଫ୍ୟୁ ଭିତରେ ନୂଆବର୍ଷକୁ ସ୍ୱାଗତ

ଭୁବନେଶ୍ୱର,୧।୧(ବ୍ୟୁରୋ):ନା ଥିଲା ଚିକ୍‌ମିକ୍‌ ଲାଇଟ୍‌ ନା ଶୁଭୁଥିଲା କୋଳାହାଳ। ମଧ୍ୟରାତିର ସବୁ ଉତ୍କଣ୍ଠା, ଉତ୍ସାହରେ ରୋକ ଲଗାଇଥିଲା କରୋନା କଟକଣା। ରଙ୍ଗହୀନ ହୋଇଯାଇଥିଲା ଜିରୋନାଇଟ୍‌। କଟକ ଓ…

ଏମିତି ଏକ ଦେଶ, ଯେଉଁଠି ଏବେ ବି ଚାଲିଛି ୨୦୧୪ ବର୍ଷ

ଗୋଟିଏ ପଟେ, ସମଗ୍ର ବିଶ୍ୱ ୨୦୨୧ ବର୍ଷକୁ ସ୍ବାଗତ କରୁଛି ଅନ୍ୟ ପଟେ, ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ୨୦୧୪ ବର୍ଷ ଏବେ ମଧ୍ୟ…

ଜଷ୍ଟିସ୍‌ ମୁରଲୀଧର ଓଡ଼ିଶା ହାଇକୋର୍ଟ ମୁଖ୍ୟ ବିଚାରପତି

ନୂଆଦିଲ୍ଲୀ/ କଟକ ଅଫିସ୍‌: ୧।୧:ଜଷ୍ଟିସ ଏସ୍‌. ମୁରଲୀଧର ଓଡ଼ିଶା ହାଇକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି। ପଞ୍ଜାବ ଓ ହରିୟାଣା ହାଇକୋର୍ଟର ବିଚାରପତି ଥିବା…

୧,୪୨୯ କୋଟି ଟଙ୍କା ଋଣ କରିବ ଓଡ଼ିଶା

ନୂଆଦିଲ୍ଲୀ,୧।୧:ଦେଶ ମଧ୍ୟରେ ଇଜ୍‌ ଅଫ୍‌ ଡୁଇଁ ବିଜ୍‌ନେସ ସଂସ୍କାର ପ୍ରକ୍ରିୟାକୁ ଏବେ ଅଗ୍ରାଧିକାର ଦିଆଯାଉଛି। ଓଡ଼ିଶା ଏଭଳି ପ୍ରକ୍ରିୟା ହାତକୁ ନେବାରେ ସକ୍ଷମ ହୋଇଛି। ଏହି ଧାରା…

ଫେବୃୟାରୀ ୧୫କୁ ଘୁଞ୍ଚିଲା ଫାସ୍‌ଟାଗ୍‌

ନୂଆଦିଲ୍ଲୀ, ୧।୧:ଜାତୀୟ ରାଜପଥଗୁଡ଼ିକରୁ ଫାସ୍‌ଟାଗ୍‌ ମାଧ୍ୟମରେ ଶତପ୍ରତିଶତ ଟୋଲ୍‌ ସଂଗ୍ରହ ଲାଗି ଧାର୍ଯ୍ୟ ସମୟସୀମାକୁ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଫେବୃୟାରୀ ୧୫ ଯାଏ…

ଆଜିଠାରୁ ଡବଲ ହେଲ୍‌ମେଟ ଚେକିଂ

ଭୁବନେଶ୍ୱର,୧ା୧(ବ୍ୟୁରୋ): ଜାନୁୟାରୀ ପହିଲାରୁ ବାଇକ ପଛ ସିଟ୍‌ରେ ବସୁଥିବା ବ୍ୟକ୍ତିଙ୍କ ପାଇଁ ହେଲ୍‌ମେଟ ବାଧ୍ୟତାମୂଳକ କରାଯିବ। ଏ ନେଇ ଯାଞ୍ଚ କଡ଼ାକଡ଼ି କରାଯିବ। ଯେଉଁମାନେ ହେଲ୍‌ମେଟ ପିନ୍ଧି…