ସିସିଟିଭିରେ ବିନା ହେଲମେଟ ଧରପଗଡ଼, ଦେଢ଼ ଲକ୍ଷ ଟଙ୍କାର ଫାଇନ ଗଣିଲେ ଖିଲାପକାରୀ

କେନ୍ଦୁଝର,୨।୧(ସ୍ବ.ପ୍ର.) : ନୂଆବର୍ଷ ଠାରୁ କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦୁଝର ଜିଲାରେ ଆରମ୍ଭ ହୋଇଛି ମୋଟରଯାନ ନିୟମ। ବିଶେଷ କରି ହେଲମେଟ ଓ ବେପରୁଆ ଗାଡ଼ିଚାଳନା…

ରବିବାର ବି ପାଠପଢ଼ା, ଜାଣନ୍ତୁ ଆଉ କ’ଣ ନିୟମ ରହିଛି ଗାଇଡ୍‌ଲାଇନ୍‌ରେ

ଭୁବନେଶ୍ୱର,୨।୧(ବ୍ୟୁରୋ) : କରୋନା କଟକଣା ଯୋଗୁ ରାଜ୍ୟରେ ବନ୍ଦ ହୋଇଥିବା ସ୍କୁଲ ଖୋଲିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆସନ୍ତା ୮ ତାରିଖରୁ ରାଜ୍ୟରେ ସ୍କୁଲ ଖୋଲିବ। ତେବେ…

ଓଡ଼ିଶା: ଆଜିର ଫଟୋ ( ଜାନୁଆରୀ ୦୨, ୨୦୨୧ )

କଟକ ସିଟି ହସ୍ପିଟାଲ ପ୍ରାଚୀରକୁ ରଙ୍ଗତୂଳୀରେ ଚିତ୍ରିତ କରୁଛନ୍ତି ଶିଳ୍ପୀ   ଭୁବନେଶ୍ୱର କଳ୍ପନା ଛକରେ ଡବଲ ହେଲମେଟ୍‍ ଚେକିଂ କଟକ ଯୋବ୍ରା ଆନିକଟସ୍ଥିତ ମହାନଦୀ ଜଳରାଶିରେ…

କିନ୍ନର ଚଳାଇବେ ଏନ୍‌ଏସି ଗାଡ଼ି

ବାଲିଗୁଡ଼ା,୨।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡ଼ା ଏନ୍‌ଏସି ପ୍ରଶାସନ ପକ୍ଷରୁ ବର୍ତ୍ତମାନ କିନ୍ନରମାନଙ୍କୁ ଆମତ୍ନିର୍ଭରଶୀଳ କରିବାକୁ ଏକ ପ୍ରୟାସ ଆରମ୍ଭ କରାଯାଇଛି। ସ୍ବଚ୍ଛ ଭାରତ ଅଭିଯାନ ଓ ବର୍ଜ୍ୟବସ୍ତୁ…

ମେ’ ୩ରୁ ମାଟ୍ରିକ, ୧୫ରୁ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର,୨।୧(ବ୍ୟୁରୋ) : କୋଭିଡ୍‌ କଟକଣା ଯୋଗୁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବା ବେଳେ ଚଳିତମାସ ୮ ତାରିଖରୁ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବ। ତେବେ…

ଆକ୍ରମଣ ପରେ ପ୍ରଥମ ଥର ପଶ୍ଚିମବଙ୍ଗ ଯିବେ ନଡ୍ଡା

ନୂଆଦିଲ୍ଲୀ,୨।୧: ଭାଜପା ରାଷ୍ଟ୍ରୀୟ ସଭାପତି ଜେ.ପି ନଡ୍ଡା ଆକ୍ରମଣ ପରେ ପ୍ରଥମ ଥର ପାଇଁ ପଶ୍ଚିମବଙ୍ଗ ଗସ୍ତ କରିବେ। ଆସନ୍ତା ୯ତାରିଖରେ ବୀରଭୂମ ଜିଲାରେ ହେବାକୁ ଥିବା…

ଯୁବକଙ୍କୁ ଠେଙ୍ଗାରେ ପିଟିପିଟି ମାରିଦେଲେ ଦୁର୍ବୃତ୍ତ, ଗଣ୍ଡଗୋଳ ଛଡ଼ାଇବାକୁ ଯାଇ ମହିଳା ଗୁରୁତର

ପାଟଣା,୨।୧(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଏରେଣ୍ଡେଇ ପଞ୍ଚାୟତ ରାଜାଭାଡ଼ି ସାପ୍ତାହିକ ହାଟରେ ଜଣେ ୨୦ ବର୍ଷୀୟ ଯୁବକଙ୍କୁ ସଂଘ ବଦ୍ଧ ଭାବେ ଠେଙ୍ଗାରେ ପିଟି ଦୁର୍ବୃତ୍ତମାନେ…

୮ରୁ ଖୋଲିବ ସ୍କୁଲ, କଲେଜ

ଭୁବନେଶ୍ୱର,୨ା୧- କୋଭିଡ୍‌ କଟକଣାରେ ରାଜ୍ୟରେ ଖୋଲିବାକୁ ଯାଉଛି ସ୍କୁଲ ଓ କଲେଜ। ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ପାଇଁ ଶିକ୍ଷାନୁଷ୍ଠାନ…

ଅଷ୍ଟ୍ରେଲିଆରେ ଆଇସୋଲେଶନ ନିୟମ ଭାଙ୍ଗିଲେ ୫ ଖେଳାଳି: ତଦନ୍ତ ନିର୍ଦ୍ଦେଶ ରିପୋର୍ଟକୁ ଖଣ୍ଡନ କଲା ବିସିସିଆଇ

ନୂଆଦିଲ୍ଲୀ,୨ା୧- ଅଷ୍ଟ୍ରେଲିଆରେ ଥିବା ଟିମ୍‌ ଇଣ୍ଡିଆର ୫ ଖେଳାଳି ଆେଇସୋଲେଶନ ନିୟମ ଭଙ୍ଗ କରିଛନ୍ତି। କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଏହି ଅଭିଯୋଗ କରିବା ପରେ ଭାରତୀୟ କ୍ରିକେଟ…

୫୧ ଲକ୍ଷ ଟଙ୍କାରେ ମଇଁଷି ବିକି କୃଷକ ଆନ୍ଦୋଳନରେ ଦେଲେ ମାଗଣା ଭୋଜନ

ଚଣ୍ଡିଗଡ଼,୨।୧: କେନ୍ଦ୍ର ସରକାରଙ୍କ ଦ୍ୱାରା ପାସ୍‌ କରାଯାଇଥିବା କୃଷି ବିଲ୍‌ ବିରୋଧରେ ଦିଲ୍ଲୀରେ ଚାଲିଥିବା କୃଷକ ଆନ୍ଦୋଳନରେ ହରିୟାଣାର ଜଣେ କୃଷକଙ୍କ ଦ୍ୱାରା ୫୧ ଲକ୍ଷ ଟଙ୍କାର…