ଟିକାକରଣ ପାଇଁ ଓଡ଼ିଶା ପ୍ରସ୍ତୁତ

ଭୁବନେଶ୍ୱର, ୭।୧(ବ୍ୟୁରୋ):ବର୍ତ୍ତମାନ ରାଜ୍ୟରେ ବ୍ୟବସାୟିକ ପ୍ରତିଷ୍ଠାନ ଠାରୁ ଆରମ୍ଭ କରି ଧର୍ମାନୁଷ୍ଠାନ ଆଦି ସମ୍ପୂର୍ଣ୍ଣ ଭାବେ ଖୋଲିଥିବା ବେଳେ ଖୁବ୍‌ଶୀଘ୍ର ଶିକ୍ଷାନୁଷ୍ଠାନ ଖୋଲିବାକୁ ଯାଉଛି। ଆଗାମୀ ୨…

ଦିନେ ତାଙ୍କ ପ୍ରତିଭାକୁ ଚିହ୍ନିଥିଲେ ଗୌତମ ଗମ୍ଭୀର, ଆଜି ଭାରତୀୟ ଦଳରେ ପାଇଲେ ସ୍ଥାନ

ସିଡନୀ,୭।୧: ଭାରତୀୟ ଦ୍ରୁତ ବୋଲର ନବଦୀପ ସଇନି ଅଷ୍ଟ୍ରେଲିଆ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଛନ୍ତି। ଫଳରେ ସେ ଭାରତର ୨୯୯ତମ ଟେଷ୍ଟ କ୍ରିକେଟର ହୋଇଛନ୍ତି। ଆହତ ଉମେଶ…

ଆମେରିକା ହିଂସା: ଟୁଇଟର, ଫେସବୁକ, ଇନଷ୍ଟାଗ୍ରାମ ବନ୍ଦ କଲେ ଟ୍ରମ୍ପଙ୍କ ଆକାଉଣ୍ଟ

ୱାଶିଂଟନ,୭ ।୧: ଗତ ନଭେମ୍ବରରେ ଆମେରିକାରେ ହୋଇଥିବା ରାଷ୍ଟ୍ରପତି ନିର୍ବାଚନରେ ଡୋନାଲ୍ଡ ଟ୍ରମ୍ପଙ୍କୁ ହରାଇଛନ୍ତି ଜୋ ବାଇଡେନ୍ । ହେଲେ ନିଜର ପରାଜୟକୁ ଏପର୍ଯ୍ୟନ୍ତ ସ୍ୱୀକାର କରିବାକୁ…

ଡମ୍ଫର ସହିତ ବାଇକ ମୁହାଁମୁହିଁ ଧକ୍କା

ବାଲେଶର ଅଫିସ ୭/୧- ବାଲେଶ୍ବର ଜିଲାର ୫୭ ତମ ରାଜ୍ୟ ରାଜପଥର ଜଳେଶ୍ୱର - ଚନ୍ଦନେଶର ମୁଖ୍ୟରାସ୍ତାର ବାରମାଇଲ ଛକଠାରେ ଗୁରୁବାର ସକାଳୁ ଡମ୍ଫର ସହିତ ବାଇକ…

ଆମେରିକା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା: କ୍ଷମତା ହସ୍ତାନ୍ତର ଶାନ୍ତିପୂର୍ଣ୍ଣ ଭାବେ ହେବା ଆବଶ୍ୟକ ବୋଲି କହିଲେ ମୋଦି

ନୂଆଦିଲ୍ଲୀ/ଓ୍ବାଶିଂଟନ,୭।୧: ଆମେରିକାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ସମର୍ଥକମାନଙ୍କ ଯୋଗୁ ହୋଇଥିବା ହିଂସାକୁ ବିଶ୍ୱବ୍ୟାପୀ ନିନ୍ଦା କରାଯାଇଛି। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ କଡ଼ା ସ୍ବରରେ ନିନ୍ଦା…

‘ଖାଦ୍ୟରେ ବିଷ ଦେଇଥିଲେ’

ଭୁବନେଶ୍ୱର,୭।୧(ବ୍ୟୁରୋ):ଭାରତୀୟ ମହାକାଶ ଗବେଷଣା ସଂଗଠନ(ଇସ୍ରୋ)ରେ କାର୍ଯ୍ୟରତ ବରିଷ୍ଠ ଓଡ଼ିଆ ବୈଜ୍ଞାନିକ ତଥା ଅହମ୍ମଦାବାଦସ୍ଥିତ ସ୍ପେସ୍‌ ଆପ୍ଲିକେଶନ ସେଣ୍ଟରର ପୂର୍ବତନ ନିର୍ଦ୍ଦେଶକ ତପନ ମିଶ୍ର ଏକ ଗୁରୁତର ଅଭିଯୋଗ…

ଶ୍ରୀଲିଙ୍ଗରାଜ ମନ୍ଦିର: ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ

ଭୁବନେଶ୍ୱର, ୭।୧(ବ୍ୟୁରୋ) :ଶ୍ରୀଲିଙ୍ଗରାଜ ମନ୍ଦିରକୁ ପ୍ରବେଶ ପାଇଁ କରୋନା ନେଗେଟିଭ ରିପୋର୍ଟ ଜରୁରୀ ନୁହେଁ। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ବୁଧବାର ସୂଚନା…

ଅନ୍‌ଲାଇନରେ ମାଟ୍ରିକ ଫର୍ମ ପୂରଣ

ଭୁବନେଶ୍ୱର, ୭।୧(ବ୍ୟୁରୋ) :ଆସନ୍ତା ୮ ତାରିଖରୁ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଇଁ ସ୍କୁଲ ଖୋଲିବ। ମେ’ ୩ରୁ ମାଟ୍ରିକ ପରୀକ୍ଷା ଆରମ୍ଭ ହେବ। ତେବେ…

ଟ୍ରମ୍ପ୍‌ ସମର୍ଥକଙ୍କ ସିନେଟ୍‌ ଦଖଲ ଉଦ୍ୟମ : ଓ୍ବାଶିଂଟନରେ କର୍ଫ୍ୟୁ

ଓ୍ବାଶିଂଟନ,୭।୧: ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ବିଦାୟ ନେବାକୁ ଯାଉଛନ୍ତି। ତେବେ ଅନ୍ତିମ ଦିନ ପାଖେଇ ଆସୁଥିବାବେଳେ ମଧ୍ୟ ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ବିଜୟକୁ ବିରୋଧ କରି…

ନକଲି ପନିର ପରେ ଚା’

କଟକ ଅଫିସ/କଟକ ସଦର, ୭।୧: ବର୍ଷବର୍ଷ ଧରି ସହରରେ ନକଲି ସାମଗ୍ରୀର ଚାଲିଥିବା କାରବାର ଏବେ ଧୀରେ ଧୀରେ ପଦାକୁ ଆସୁଛି। ନକଲି ମସଲା, ଘିଅ, ସସ୍‌,…