କପ୍ପାନଙ୍କୁ ଭେଟିବା ଲାଗି ଓକିଲଙ୍କୁ ଅନୁମତି

ନୂଆଦିଲ୍ଲୀ, ୨୧।୧୧: ୟୁଏପିଏ ଆଇନ ବଳରେ ଗିରଫ ହୋଇ ଉତ୍ତରପ୍ରଦେଶର ଏକ ଜେଲରେ ଥିବା କେରଳ ଖବରଦାତା ସିଦ୍ଦିକ୍‌ କପ୍ପାନଙ୍କୁ ଭେଟିବା ପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଆଇନଜୀବୀଙ୍କୁ…

ଚାଇନା ଋଣ ଜାଲରେ ମାଳଦ୍ୱୀପ

ନୂଆଦିଲ୍ଲୀ, ୨୧।୧୧: ମାଳଦ୍ୱୀପ ଏବେ ଚାଇନା ଋଣ ଜାଲରେ ଛନ୍ଦି ହୋଇ ପଡ଼ିଛି। ଆମେ ଆମ ଜେଜେମା’ମାନଙ୍କର ଗହଣା ବିକିଲେ ମଧ୍ୟ ତାହାକୁ ପରିଶୋଧ କରିପାରିବା ନାହିଁ…

ସୀମାରେ ବଳ ବଢ଼ାଉଛି ଚାଇନା

ନୂଆଦିଲ୍ଲୀ, ୨୧।୧୧: ଲଦାଖକୁ ବିଶ୍ୱ ନଜରରେ ରଖି ଚାଇନା ଗୋପନରେ କେନ୍ଦ୍ରୀୟ, ସିକିମ୍‌ ଓ ପୂର୍ବ ସେକ୍ଟରରେ ବୃହତ୍‌ ସାମରିକ ଭିତ୍ତିଭୂମିର ବିକାଶ କରିବା ସହିତ ମିସାଇଲ୍‌…

ହଜାରେ ଟଙ୍କାରେ ମିଳିବ ଅକ୍ସଫୋର୍ଡ ଟିକା

ନୂଆଦିଲ୍ଲୀ, ୨୧।୧୧: ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟ ଦ୍ୱାରା ବିକଶିତ କୋଭିଡ୍‌ ଟିକା ଆସନ୍ତାବର୍ଷ ଫେବୃୟାରୀ ସୁଦ୍ଧା ସ୍ବାସ୍ଥ୍ୟକର୍ମୀ ଓ ବୟସ୍କ ବ୍ୟକ୍ତିମାନଙ୍କ ପାଇଁ ଏବଂ ଏପ୍ରିଲ ବେଳକୁ ସର୍ବସାଧାରଣଙ୍କ…

ଡୌଗ୍‌ଲାସ୍‌ଙ୍କୁ ବୁକର

ଲଣ୍ଡନ, ୨୧।୧୧: ନ୍ୟୁୟର୍କରେ ରହୁଥିବା ସ୍କଟଲାଣ୍ଡ ଲେଖକ ଡୌଗ୍‌ଲାସ୍‌ ଷ୍ଟୁଆର୍ଟ ତାଙ୍କର ଆତ୍ମଜୀବନୀ ଆଧାରିତ ଉପନ୍ୟାସ ‘ଶୁଗି ବେନ୍‌’ ପାଇଁ ଚଳିତବର୍ଷର ମର୍ଯ୍ୟାଦାଜନକ ବୁକର୍‌ ପ୍ରାଇଜ୍‌ ମିଳିଛି।…

ଆଶଙ୍କାରେ ଆ-କା-ମା-ବୈ

ଅନୁଗୋଳ ଅଫିସ, ୨୧।୧୧ - କାର୍ତ୍ତିକ ପୂର୍ଣ୍ଣମୀରେ ଡଙ୍ଗା ଭସା ସହ ଦିଅଁ ଦର୍ଶନ କରି ମାସକର ବ୍ରତ ଉଦ୍‌ଯାପନ କରନ୍ତି ବ୍ରତଧାରୀ। କିନ୍ତୁ ମହାମାରୀ କରୋନା…

ସୁପ୍ରିମକୋର୍ଟଙ୍କୁ ଇଡିର ପ୍ରତିଶ୍ରୁତି; ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି କାର୍ଯ୍ୟାନୁଷ୍ଠାନ ହେବନି

ମୁମ୍ବାଇ: ଆଇସିଆଇସିଆଇ ବ୍ୟାଙ୍କର ପୂର୍ବତନ ସିଇଓ ଚନ୍ଦା କୋଚ୍ଚରଙ୍କ ବିରୋଧରେ ଜୋର ଜବରଦସ୍ତି ଭାବେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଶୁକ୍ରବାର ସୁପ୍ରିମକୋର୍ଟଙ୍କୁ ଏଭଳି…

ସୁପ୍ରିମକୋର୍ଟରେ ସେବିର ଅପିଲ; ୬୨ ହଜାର କୋଟି ଜମା ଲାଗି ସାହାରାକୁ ନିର୍ଦ୍ଦେଶ ଦିଆଯାଉ

ମୁମ୍ବାଇ: ଭାରତୀୟ ପ୍ରତିଭୂତି ଏବଂ ବିନିମୟ ବୋର୍ଡ(ସେବି) ଏବଂ ସାହାରା ମାମଲାରେ ଆଉ ଏକ ନୂଆ ମୋଡ ଦେଖିବାକୁ ମିଳିଛି। ନିକଟରେ ସେବି ସାହାରା ବିରୋଧରେ ସୁପ୍ରିମକୋର୍ଟରେ…

୨୮୨ ପଏଣ୍ଟ ବଢିଲା ସେନ୍‌ସେକ୍ସ

ମୁମ୍ବାଇ: ଗୋଟିଏ ଦିନ ଖସିଲା ପରେ ଭାରତୀୟ ପୁଞ୍ଜି ବଜାରରେ ଶୁକ୍ରବାର କାରବାର ପୁଣି ଥରେ ଟ୍ରାକକୁ ଫେରିଛି। ଶୁକ୍ରବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ(ବିଏସ୍‌ଇ)ର ସେନ୍‌ସେକ୍ସ ୨୮୨…

୧୦.୭% ଖସିବ ଜିଡିପି:ଏସ୍‌ବିଆଇ ରିପୋର୍ଟ

ମୁମ୍ବାଇ: ଚଳିତ ଆର୍ଥତ୍କ ବର୍ଷ ଦ୍ୱିତୀୟ ତ୍ରୈମାସରେ ଭାରତର ମୋଟ ଘରୋଇ ଉତ୍ପାଦ(ଜିଡିପି) ୧୦.୭% ଖସିବ ବୋଲି ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ଏସ୍‌ବିଆଇ) ପକ୍ଷରୁ ରିପୋର୍ଟରେ…