ଦିଲ୍ଲୀ ପରେ ଏବେ ନଏଡ଼ାରେ ବି ବିବାହ ଭୋଜିରେ ସାମିଲ ହେବେ  କେବଳ ଶହେ ଲୋକ

ନଏଡା,୨୧ ।୧୧: କରୋନା ସଂକ୍ରମଣ ବୃଦ୍ଧିକୁ ଦେଖି ଏବେ ଗୌତମ ବୁଦ୍ଧ ନଗର ଜିଲା ପ୍ରଶାସନ ସତର୍କ ହୋଇ ଯାଇଛି । ଗୋଟିଏ ପଟେ ଦିଲ୍ଲୀ-ନଏଡ଼ା ସୀମାରେ…

ରାସ୍ତା ନ ଛାଡିବାରୁ ମେଣ୍ଢାପଲଙ୍କ ଉପରେ ଚଢ଼ି ଚାଲିଗଲା କୁକୁର

ବର୍ତ୍ତମାନ ସମୟରେ ଲୋକେ ସୋସିଆଲ ମିଡିଆରେ ଅଧିକ ସକ୍ରିୟ ରହୁଛନ୍ତି। ଏହି ସମୟରେ ମଧ୍ୟ ସୋସିଆଲ ମିଡିଆର ଚାହିଦା ବଢ଼ିଥିବା ବେଳେ ଭାଇରାଲ ହେଉଥିବା ଫଟୋ ଓ…

ମିଥ୍ୟା ବଳାତ୍କାର ଅଭିଯୋଗ: ଯୁବକଙ୍କୁ ୧୫ ଲକ୍ଷ କ୍ଷତିପୂରଣ ଦେବେ ଯୁବତୀ

ଚେନ୍ନାଇ,୨୧।୧୧: ଜଣେ ଯୁବକଙ୍କ ବିରୋଧରେ ମିଥ୍ୟା ବଳାତ୍କାର ଅଭିଯୋଗ ଆଣିଥିବା ଅପରାଧରେ ଦୋଷୀ ସାବ୍ୟସ୍ତ୍ୟ ହୋଇଥିବା ଯୁବତୀଙ୍କୁ ଚେନ୍ନାଇର ଏକ କୋର୍ଟ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।…

ଆବଶ୍ୟକ ନ ଥିଲେ ଚେନ୍‌ ପୁଲିଂ ନ କରିବାକୁ ପରାମର୍ଶ

ଛତ୍ରପୁର,୨୧ା୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଆର୍‌ପିଏଫ୍‌ ଆଉଟ୍‌ପୋଷ୍ଟ ପକ୍ଷରୁ ଲୋକଙ୍କୁ ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଛି। ଲେଭଲ କ୍ରସିଂ ନିକଟରେ ଥିବା ବୁରୁଡ଼ି ଓ କନକା ଗ୍ରାମରେ…

ଏକଦା ଅନ୍ୟ ଧର୍ମରେ ବିବାହକୁ ନେଇ ଚର୍ଚ୍ଚାରେ ଥିଲେ ଆଇଏଏସ୍‌ ଟିନା ଡାବି; ୨ ବର୍ଷ ପରେ ଛାଡ଼ପତ୍ର ପାଇଁ ହେଲେ କୋର୍ଟର ଦ୍ୱାରସ୍ଥ

୨୦୧୫ ମସିହାରେ ୟୁପିଏସ୍‌ସି ଟପ୍ପର ହୋଇଥିଲେ ଆଇଏଏସ୍‌ ଟିନା ଡାବି। ଏହାପରେ ସେ ନିଜର ବିବାହକୁ ନେଇ ଚର୍ଚ୍ଚାରେ ରହିଥିଲେ। କାରଣ ସେ ଅନ୍ୟଧର୍ମର ଅତହର ଆମିର…

ଅଟୋ ଚଳାଇ ପୁଅକୁ କ୍ରିକେଟର କରିଥିଲେ ମୋହମ୍ମଦ ଗୌସ: ଟେଷ୍ଟରେ ଡେବ୍ୟୁ ଦେଖିବା ପୂର୍ବରୁ ନିଧନ

ନୂଆଦିଲ୍ଲୀ,୨୧।୧୧: ଭାରତୀୟ ଦ୍ରୁତ ବୋଲର ମୋହମ୍ମଦ ସିରାଜଙ୍କ ବାପା ମୋହମ୍ମଦ ଗୌସଙ୍କ ଶୁକ୍ରବାର ନିଧନ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୩ ବର୍ଷ ହୋଇଥିଲା। ସେ ଦୀର୍ଘଦିନ…

ଏହିସବୁ ସାମାନ୍ୟ ଅଭ୍ୟାସ କରିଦିଏ ଦରିଦ୍ର

ଚାଣକ୍ୟ ତାଙ୍କ ନୀତି ଶାସ୍ତ୍ରରେ ଏପରି କିଛି ବିଷୟରେ ବର୍ଣ୍ଣନା କରିଛନ୍ତି, ଯାହାକୁ ଗ୍ରହଣ କରି ଜଣେ ଖୁସିରେ ରହିପାରିବ। ସେ ବ୍ୟକ୍ତିର ଏପରି କିଛି ଅଭ୍ୟାସ…

ଡ୍ରଗ୍ସ ମାମଲା: କମେଡିଆନ ଭାରତି ସିଂଙ୍କ ଫ୍ଲାଟରୁ ମିଳିଲା ଗଞ୍ଜେଇ!

ମୁମ୍ବାଇ,୨୧ ।୧୧: ବଲିଉଡ୍ ଡ୍ରଗ୍ସ ମାମଲାରେ ନର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନ୍‌ସିବି) ଯାଞ୍ଚ ଜାରି ରଖିଛି । ଏଥିରେ ଜଣକ ପରେ ଜଣେ ବଲିଉଡ୍ ସେଲିବ୍ରିଟିଙ୍କ ନାଁ ଆସୁଥିବା…

ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି ବିଲେଇ: ଲୋକେ ଆତଙ୍କିତ

ଜବଲପୁର,୨୧।୧୧: ମଧ୍ୟପ୍ରଦେଶ ଜବଲପୁରର ସମ୍ଭାଗସ୍ଥିତ ଲେଡ଼ି ଏଲଗିନ୍‌ ହସ୍ପିଟାଲରେ ଏବେ ଆତଙ୍କ ଦେଖାଦେଇଛି। ଏଠାରେ ଗୋଟିଏ ବିଲେଇ ନବଜାତକଙ୍କୁ ମା’ କୋଳରୁ ଉଠାଇ ନେଉଛି। ଗତ ଏକ…

ଦୁବଇ ଶାସକଙ୍କ ରାଜକୁମାରୀ ପତ୍ନୀଙ୍କର ରହିଛି ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ!

ଦୁବଇ,୨୧ ।୧୧: ଦୁବଇର ଶାସକ ଶେଖ ମହମ୍ମଦ ବିନ ରଶିଦ ଅଲ ମକତୁମଙ୍କ ରାଜକୁମାରୀ ପତ୍ନୀଙ୍କର ନିଜର ସୁରକ୍ଷାକର୍ମୀଙ୍କ ସହ ସମ୍ପର୍କ ରହିଥିବା କୁହାଯାଉଛି । ଏହାକୁ…