Categories: Video

କାହିଁକି ପାଳନ ହୁଏ ମକର ସଂକ୍ରାନ୍ତି?

ଆମ ଦେଶ ଭାରତ ହେଉଛି ସଂସ୍କୃତି ଓ ପରମ୍ପରାର ଦେଶ। ଏଠି ପ୍ରତ୍ୟକ ପୂଜା ଓ ରିତିନୀତି ପଛରେ ରହିଥାଏ ମହତ ଉଦ୍ଦେଶ୍ୟ ଓ ବିଶେଷତ୍ୱ । ସେଥିପାଇଁ ବିଭିନ୍ନତା ଭିତରେ ଏକତାର ସର୍ବଶ୍ରେଷ୍ଠ ଉଦାହରଣ ହେଉଛି ଭାରତ। ଆଜି ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଧରିତ୍ରୀ ପରିବାର ତରଫରୁ ଆପଣମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଶୁଭ କାମନା।