‘ଖୋର୍ଦ୍ଧାକୁ ଐତିହ୍ୟ ସହର ଘୋଷଣା କରାଯାଉ’

ଖୋର୍ଦ୍ଧା ଅଫିସ,୨୪।୧୧: ପାଇକ ସଂଗ୍ରାମ ଓଡ଼ିଆ ଜାତିର ଅସ୍ମିତା। ଇତିହାସକୁ ଭୁଲିଲେ ଐତିହ୍ୟ ନଷ୍ଟ ହୋଇଯିବ। ବ୍ରିଟିଶ୍‌ ସରକାରଙ୍କ ବିରୋଧରେ ୧୮୦୪ ରେ ଜୟୀ ରାଜଗୁରୁଙ୍କ ଦ୍ୱାରା…

ଦିଲ୍ଲୀର କରୋନା ସ୍ଥିତି ଅସମ୍ଭାଳ: ପ୍ରତି ଘଣ୍ଟାରେ ୫ ଜଣଙ୍କର ହେଉଛି ମୃତ୍ୟୁ

ନୂଆଦିଲ୍ଲୀ,୨୪।୧୧: ରାଜଧାନୀ ଦିଲ୍ଲୀରେ କରୋନା ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଏଠାରେ ପ୍ରତି ଘଣ୍ଟାଏରେ ୫ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟୁଛି। ଲଗାତାର ୪ ଦିନ…

ଆଞ୍ଜେଲ ଏଗ୍ରିଟେକ୍‌ ନିର୍ଦ୍ଦେଶକଙ୍କୁ ଗିରଫ କଲା ସିବିଆଇ

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ଚିଟ୍‌ଫଣ୍ଡ୍‌ ଠକେଇ ମାମଲାରେ ଆଞ୍ଜେଲ ଏଗ୍ରିଟେକ କମ୍ପାନୀର ଡାଇରେକ୍ଟର ଏସ୍‌.କେ. ନାଜିବୁଲ୍ଲାଙ୍କୁ ସିବିଆଇ ପଶ୍ଚିମବଙ୍ଗରୁ ଗିରଫ କରିଛି। ଏହି କମ୍ପାନୀ ଓଡିଶା, ପଶ୍ଚିମବଙ୍ଗ ଓ ଝାଡ଼ଖଣ୍ଡରେ…

ରୁଦ୍ରପ୍ରସନ୍ନ, ଅଖଣ୍ଡଙ୍କୁ ଲାଡ୍‌ଲି ମିଡିଆ ଆୱାର୍ଡ

ଭୁବନେଶ୍ୱର/ପିପିଲି,୨୪।୧୧(ବ୍ୟୁରୋ/ଡି.ଏନ୍‌.ଏ.): ସ୍ତମ୍ଭକାର ତଥା ଯୁବ ସାମାଜିକ କର୍ମୀ ରୁଦ୍ରପ୍ରସନ୍ନ ରଥଙ୍କୁ ଚଳିତବର୍ଷର ଲାଡ୍‌ଲୀ ମିଡିଆ ଆୱାର୍ଡ ୨୦୨୦ ପ୍ରଦାନ କରାଯାଇଛି। ୨୦୧୯ ଡିସେମ୍ବରରେ ‘ଧରିତ୍ରୀ’ରେ ପ୍ରକାଶିତ ସଂପାଦକୀୟ…

କେରଳ ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶ ସ୍ଥଗିତ

ଥିରୁଭାନନ୍ତପୁରମ୍‌, ୨୪।୧୧: ବିରୋଧୀ ଦଳ, ଗଣମାଧ୍ୟମ ଓ ସିଭିଲ୍‌ ସୋସାଇଟିର ତୀବ୍ର ପ୍ରତିବାଦ ଫଳରେ କେରଳ ସରକାର ପୋଲିସ ଆଇନ ସଂଶୋଧନ ଅଧ୍ୟାଦେଶର କାର୍ଯ୍ୟକାରିତାକୁ ସ୍ଥଗିତ ରଖିଛନ୍ତି।…

ଜୀବସତ୍ତା ପାଇଁ ମଙ୍ଗଳ ସମର୍ଥ ଥିଲା

ନ୍ୟୁୟର୍କ, ୨୪।୧୧(ପି.ଟି.): ମଙ୍ଗଳ ଗ୍ରହରେ ପାଖାପାଖି ୪୦୦ କୋଟି ବର୍ଷ ପୂର୍ବେ ବଡ଼ ଧରଣର ବନ୍ୟା ଆସିଥିଲା। ଏହି ବନ୍ୟା ଗାଲେ କ୍ରାଟର (ଶୁଷ୍କ ହ୍ରଦ)ରେ ମାଡ଼ିଯାଇଥିଲା…

ଦୁର୍ବଳ ରାଷ୍ଟ୍ରପତି ଯୁଦ୍ଧ କରିପାରନ୍ତି

ବେଜିଂ, ୨୪ା୧୧: ଆମେରିକା ରାଷ୍ଟ୍ରପତି ନିର୍ବାଚନରେ ଜୋ ବାଇଡେନ୍‌ ବାଜିମାରିବା ପରେ ଚାଇନା ଅଧିକ ଚିନ୍ତିତ ହୋଇପଡ଼ିଛି। ବାଇଡେନ୍‌ ବିଜୟୀ ହେବା ପରେ ବେଜିଂ ସହ ଆମେରିକାର…

ଓଏଏସ୍‌ ଅଫିସରଙ୍କ ଶ୍ୱଶୁର ଜେଲ ଗଲେ

ବାଲିଚନ୍ଦ୍ରପୁର,୨୪।୧୧(ସ୍ବ.ପ୍ର.): ଭୁବନେଶ୍ୱରରେ ଆଦିବାସୀ ନାବାଳିକାଙ୍କୁ ବଳାତ୍କାର ଘଟଣାରେ ଓଏଏସ୍‌ ଅଫିସର ପ୍ରମୋଦ ପୃଷ୍ଟିଙ୍କ ଶ୍ୱଶୁର ପ୍ରଫୁଲ୍ଲ ମହାପାତ୍ର (୮୪)ଙ୍କୁ ସୋମବାର ଯାଜପୁର ପୋଲିସ୍‌ ଗିରଫ କରି ଜିଲା…

କୋଭିଡ୍‌ ନେଗେଟିିଭ୍‌ ସାର୍ଟିଫିକେଟ୍‌ ବିନା ମହାରାଷ୍ଟ୍ର ମନା

ମୁମ୍ବାଇ, ୨୪ା୧୧: ମହାରାଷ୍ଟ୍ର ସରକାର ଦିଲ୍ଲୀ, ରାଜସ୍ଥାନ, ଗୁଜରାଟ ଓ ଗୋଆବାସୀଙ୍କ ଯାତ୍ରା ଉପରେ ସୋମବାର କଟକଣା ଲଗାଇଛନ୍ତି। କରୋନା ଆର୍‌ଟିପିସିଆର୍‌ ନେଗେଟିଭ୍‌ ସାର୍ଟିଫିକେଟ ବିନା ଏହି…

ଏଥର ସକାଳ-ସନ୍ଧ୍ୟା ନୁହେଁ ଠିକ୍ ସମୟରେ ହେବ ଶପଥ ଗ୍ରହଣ: ଫଡନବିଶ

ମୁମ୍ବାଇ,୨୪ ।୧୧: ମହାରାଷ୍ଟ୍ର ରାଜନୀତି ପୁଣି ହୋଇଛି ସରଗରମ । କେନ୍ଦ୍ରମନ୍ତ୍ରୀ ରାଓସାହେବ ଦାନୱେ ପାଟିଲ ଦାବି କରିଛନ୍ତି ଯେ ମହାରାଷ୍ଟ୍ରରେ ଖୁବ୍‌ଶୀଘ୍ର ଭାରତୀୟ ଜନତା ପାର୍ଟି(ଭାଜପା)…