ଇଣ୍ଡିଆନ ସୁପର ଲିଗ୍‌: ବିଜୟଧାରକୁ ଫେରିଲା ନର୍ଥଇଷ୍ଟ

ଭାସ୍କୋ,୧୮।୧: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ରେ ରବିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ନର୍ଥଇଷ୍ଟ ୟୁନାଇଟେଡ ଏଫ୍‌ସି ୨-୧ ଗୋଲରେ ଜାମସେଦପୁର ଏଫ୍‌ସିକୁ ପରାସ୍ତ କରିଛି। ଏଥିସହିତ ନର୍ଥଇଷ୍ଟ…

ଶାଲୁ ଜିନ୍ଦଲଙ୍କୁ ଇମ୍ପାକ୍ଟ ଲିଡର ପୁରସ୍କାର

ନୂଆଦିଲ୍ଲୀ: ଜେଏସ୍‌ପିଏଲ ଫାଉଣ୍ଡେଶନର ଅଧ୍ୟକ୍ଷା ଶାଲୁ ଜିନ୍ଦଲଙ୍କୁ ‘ଭାରତର ଶ୍ରେଷ୍ଠ ୧୦ ଇମ୍ପାକ୍ଟ ଲିଡର’ ଭାବରେ ସମ୍ମାନିତ କରାଯାଇଛି। ଇଣ୍ଡିଆ ସିଏସଆର ନେଟଓ୍ବର୍କ ପକ୍ଷରୁ ୧୬ ଜାନୁୟାରୀ ୨୦୨୧ରେ…

ପ୍ରଥମ ଟେଷ୍ଟ: ଲିଚ୍‌ଙ୍କୁ ୫ ଉଇକେଟ, ବିଜୟ ଦ୍ୱାରରେ ଇଂଲଣ୍ଡ

ଗାଲେ,୧୮।୧(ଏପି): ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚରେ ଭ୍ରମଣକାରୀ ଇଂଲଣ୍ଡ ବିଜୟ ଦ୍ୱାରରେ ପହଞ୍ଚିଛି। ଶ୍ରୀଲଙ୍କା ପ୍ରଥମ ଇିନିଂସରେ ୪୬.୧ ଓଭରରେ ୧୩୫ ରନ କରି ଅଲଆଉଟ…

ବେଦାନ୍ତ ଆଲୁମିନିୟମକୁ ଜାତୀୟ ଶକ୍ତି ସଂରକ୍ଷଣରେ ୨ ପୁରସ୍କାର

ଭୁବନେଶ୍ୱର: ଆଲୁମିନିୟମ ଓ ମୂଲ୍ୟଯୁକ୍ତ ଉତ୍ପାଦ ଭାବରେ ଭାରତର ବୃହତ୍ତମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ ଲିମିଟେଡ ଶକ୍ତି ସଂରକ୍ଷଣ କ୍ଷେତ୍ରରେ ଉପଯୁକ୍ତ ପ୍ରୟାସ, ଉନ୍ନତ ପ୍ରଯୁକ୍ତିବିଦ୍ୟା ପ୍ରୟୋଗ ଓ…

ପିକ୍‌ନିକ୍‌ କରିବାକୁ ଯାଇଥିଲେ ୩ ସାଙ୍ଗ: ଶହେ ଫୁଟ୍‌ ତଳକୁ ଖସିଲା କାର

ଜୟପୁର,୧୭ା୧: ୩ଜଣ ସାଙ୍ଗ ଏକ କାର ନେଇ କୋରାପୁଟ ଜିଲା ଲମତାପୁଟ ଅଞ୍ଚଳକୁ ପିକ୍‌ନିକ୍‌ କରିବାକୁ ଯାଇଥିଲେ। ଫେରିବା ବେଳେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି। କାରଟି ଭାରସାମ୍ୟ…

ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ଦାନ କଲେ ଅକ୍ଷୟ କୁମାର

ମୁମ୍ବାଇ,୧୭।୧: ପ୍ରଥମ ବଲିଉଡ୍‌ ଷ୍ଟାର ଭାବେ ଅକ୍ଷୟ କୁମାର ଅଯୋଧ୍ୟାରେ ହେବାକୁ ଥିବା ଭବ୍ୟ ରାମ ମନ୍ଦିରର ନିର୍ମାଣ ପାଇଁ ଦାନ କରିଛନ୍ତି । ଏ ନେଇ…

ଇସ୍ରାଇଲ: କରୋନା ଭାକ୍ସିନ ନେବା ପରେ ପାରାଲିସସ୍‌ର ସମ୍ମୁଖୀନ ହେଲେ ୧୩ ବ୍ୟକ୍ତି

ଜେରୁସେଲମ,୧୭।୧: ଇସ୍ରାଏଲରେ କରୋନା ଭାକ୍ସିନ ନେବା ପରେ ଅତିକମ୍‌ରେ ୧୩ ଜଣ ବ୍ୟକ୍ତିଙ୍କ ଠାରେ ପାର୍ଶ୍ୱ ପ୍ରତିକ୍ରିୟା ଦେଖିବାକୁ ମିଳିଛି। କିଛି ଲୋକ ମଧ୍ୟମ ଧରଣର ମୁଖ…

ଓଡ଼ିଶା: ଆଜିର ଫଟୋ (ଜାନୁଆରୀ ୧୭, ୨୦୨୧)

ହାଲୁକା କୁହୁଡ଼ି ମଧ୍ୟରେ କଟକର ମହାନାଦୀ ଉପରେ ଉଡୁଥିବା ପକ୍ଷୀମାଙ୍କ ଦୃଶ୍ୟ ବାଇକ ଆରୋହୀମାନେ ଭୁବନେଶ୍ୱର ସତସଙ୍ଗ ବିହାର ରାସ୍ତାରେ ବିନା ହେଲମେଟରେ ଯାଉଛନ୍ତି  

୪ ଦିନରେ ବ୍ୟାଙ୍କ ଲୁଟ ମାମଲା ପର୍ଦ୍ଦାଫାଶ, ୩ ଗିରଫ

କୁଆଁରମୁଣ୍ଡା,୧୭।୧: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ଥାନା ଅନ୍ତର୍ଗତ ଡୁମେରଯୋର ପଞ୍ଚାୟତ ପରିସରରେ ଥିବା ଏସ୍‌ବିଆଇ ଶାଖାରୁ ସଶସ୍ତ୍ର ଡକାୟତି ଘଟଣାର ୪ ଦିନ ପରେ ପୋଲିସ ୩…

ରାଜ୍ୟରେ ସୁସ୍ଥ ହେଲେ ୨୨୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୧୭।୧: ଓଡ଼ିଶାରେ ରବିବାର ୨୨୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏଥିସହ କରୋନାରୁ ମୁକ୍ତ ହୋଇଥିବା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୩,୨୯,୫୪୬ରେ। ସୁନ୍ଦରଗଡ଼ରୁ ସର୍ବାଧିକ ୩୯, ଅନୁଗୁଳରୁ…