ନିଜ ବିବାହରେ ଷ୍ଟେଜ୍‌ ଛାଡି ଚାଲିଯାଇଥିଲେ କପିଲ ଶର୍ମା: କାରଣ…

ଛୋଟ ପରଦାର ଚର୍ଚ୍ଚିତ ରିଆଲିଟି କମେଡି ଶୋ ‘ଦ କପିଲ ଶର୍ମା’କୁ ସମଗ୍ର ବିଶ୍ୱର ଲୋକ ପସନ୍ଦ କରନ୍ତି। ଶୋ’ରେ ପ୍ରତି ସପ୍ତାହ ଶେଷରେ ନୂଆ ନୂଆ…

ନିଦ୍ରା ହେଲା ମହାନିଦ୍ରା: ଶୋଇଥିବା ୧୫ ପ୍ରବାସୀ ଶ୍ରମିକଙ୍କ ଉପରେ ମାଡ଼ିଗଲା ଡମ୍ପର୍‌, ଶୋକ ପ୍ରକାଶ କଲେ ମୋଦି

ସୁରଟ,୧୯।୧: ଗୁଜରାଟର ସୁରଟରେ ମଙ୍ଗଳବାର ଭୋର ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଶୋଇଥିବା ୧୫ ଜଣ ପ୍ରବାସୀ ଶ୍ରମିକଙ୍କ ଉପରେ ଏକ ଡମ୍ପର୍‌ ମାଡ଼ି ଯାଇଛି।…

୬୦ ଲକ୍ଷ ବ୍ୟୟରେ ହେବ କୁଶଭଦ୍ରା ନଦୀ ଖନନ

ନିମାପଡ଼ା,୧୯।୧(ଡି.ଏନ୍‌.ଏ.): କୁଶଭଦ୍ରା ନଦୀରେ ବନ୍ୟାଜଳ ସୁଚାରୁରୂପେ ନିଷ୍କାସନ ହେବା ନିମନ୍ତେ ୬୦ଲକ୍ଷ ଟଙ୍କା ବ୍ୟୟ ଅଟକଳରେ କୁଶଭଦ୍ରା ନଦୀ ଗର୍ତ୍ତ ଖୁବଶୀଘ୍ର ଖନନ କରାଯିବ ବୋଲି ସୋମବାର…

ଲିଜ୍‌, ଶ୍ରୀଜଗନ୍ନାଥ ଜମିର ସ୍ଥାୟୀ ସମାଧାନ ହେଉ

ପୁରୀ ଅଫିସ,୧୯।୧: ପୁରୀ ସହରରେ ଥିବା ପୌରାଞ୍ଚଳ ଲିଜ୍‌ ଜମି, ଶ୍ରୀଜଗନ୍ନାଥଙ୍କ ସମ୍ପତ୍ତି, ଇକୋ-ସେନ୍ସିଟିଭ୍‌ ଜମି ଭଳି ଅନେକ ମାମଲାର ସ୍ଥାୟୀ ସମାଧାନ ପାଇଁ ପୁରୀ ଜିଲା…

ଗଦ୍‌ଗଦା ଜଳପ୍ରପାତ

ପାହାଡ଼ ପର୍ବତ ଘେରା ରାୟଗଡ଼ା ଜିଲାରେ ପ୍ରାକୃତିକ ସୌନ୍ଦର୍ଯ୍ୟ ତଥା ଝରଣା ଓ ଜଳପ୍ରପାତର ଅଭାବ ନାହିଁ। ହେଲେ ଏଥିମଧ୍ୟରୁ କେତୋଟି ଜିଲା ତଥା ରାଜ୍ୟ ପର୍ଯ୍ୟଟନ…

ବାପା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

ପିତାଙ୍କୁ ହରାଇବାର ୩ମାସ ପରେ ନିଜେ ପିତା ହୋଇଛନ୍ତି କ୍ରିକେଟର୍‌ ମନଦୀପ ସିଂ। ତାଙ୍କ ସ୍ତ୍ରୀ ଜଗଦୀପ ଜଶଓ୍ବାଲ ଏକ ପୁତ୍ର ସନ୍ତାନ ଜନ୍ମଦେଇଛନ୍ତି। ସୋସିଆଲ ମିଡିଆରେ…

ଏସ୍‌ପିଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଲେ ହାଇକୋର୍ଟ

କୋଣାର୍କ,୧୯।୧(ଡି.ଏନ୍‌.ଏ.): କୋଣାର୍କ ସୂର୍ଯ୍ୟମନ୍ଦିର ପରିସରରୁ ବାଲି ଚୋରି ଘଟଣାରେ ୪ ସପ୍ତାହ ମଧ୍ୟରେ ତଦନ୍ତ ସାରିବାକୁ ଏସ୍‌ପିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏହି ଘଟଣା ସମ୍ପର୍କରେ କୋଣାର୍କ…

ବାଂଲାଦେଶକୁ ୨୦ ଲକ୍ଷ କରୋନା ଟିକା ଉପହାର ଦେବ ଭାରତ

ନୂଆଦିଲ୍ଲୀ,୧୯।୧: ଭାରତରେ ସାର୍ବଜନୀକ କରୋନା ଟିକା ଅଭିଯାନ ଜାରି ରହିଛି। ଏପରିସ୍ଥଳେ ଭାରତ ପକ୍ଷରୁ ବାଂଲାଦେଶକୁ ୨୦ଲକ୍ଷ କରୋନା ଟିକା ଉପହାର ପ୍ରଦାନ କରାଯିବ ବୋଲି ଘୋଷଣା…

ଶାଶୁଙ୍କୁ ଦେବୀ ମାନି ମନ୍ଦିର ନିର୍ମାଣ କଲେ ୧୧ ବୋହୂ

ରାୟପୁର, ୧୯।୧: ଶାଶୁ-ବୋହୂଙ୍କ ମଧ୍ୟରେ ପାଟିତୁଣ୍ଡ ହେବାର ଖବର ଅନେକ ସମୟରେ ଆମେ ଶୁଣିବାକୁ ପାଇଥାଉ। କିନ୍ତୁ ଆପଣମାନେ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ବୋହୂମାନେ ଶାଶୁଙ୍କ…

ଭାରତ ବାୟୋଟେକ୍‌ର ଚେତାବନୀ: ଏମାନେ ନିଅନ୍ତୁ ନାହିଁ ଟିକା

ନୂଆଦିଲ୍ଲୀ,୧୯ ।୧:କରୋନା ଭାଇରସଠାରୁ ଦୂରେଇ ରହିବାକୁ ଟିକା ପ୍ରସ୍ତୁତକାରୀ କମ୍ପାନୀ ଭାରତ ବାୟୋଟେକ୍ କୋଭିଡ ଟିକାକୁ ନେଇ ଲୋକଙ୍କୁ ଚେତାବନୀ ଦେଉଛି । କମ୍ପାନୀ କହିଛି ଯେଉଁମାନଙ୍କର…