୩୫ ଲକ୍ଷରୁ ଉର୍ଦ୍ଧ୍ୱ ଚାଷୀଙ୍କୁ ମିଳିଲା କାଳିଆ ଟଙ୍କା

ଭୁବନେଶ୍ୱର,୧୨।୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଭିଡିଓ କନ୍‌ଫରେସିଂ ମାଧ୍ୟମରେ ୩୫ ଲକ୍ଷରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ୨୦୦୦ ଟଙ୍କା ଲେଖାଏ କାଳିଆ ଟଙ୍କା ପ୍ରଦାନ କରିଛନ୍ତି। ମୋଟ…

ଦୁର୍ଘଟଣା ପରେ ପୋଲିସ-ଜନତା ମୁହାଁମୁହିଁ

ସୋର, ୧୨।୨(ଡି.ଏନ.ଏ.): ବାଲେଶ୍ୱର ଜିଲା ସୋର ଥାନା ଅଧୀନ ସୋର-ବାଗୁଡି ରାସ୍ତାର ଆଙ୍ଗୁଳା ଛକଠାରେ ଗୁରୁବାର ରାତିରେ ଟ୍ରକ ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ଆହତ ହେବା…

୭ ମହାପଞ୍ଚାୟତରେ ଯୋଗଦେବେ ରାକେଶ ଟିକାଏତ୍‌

ଗାଜିଆବାଦ୍‌, ୧୨।୨: ଭାରତୀୟ କିଷାନ ୟୁନିୟନ ନେତା ରାକେଶ ଟିକାଏତ୍‌ ହରିୟାଣା, ମହାରାଷ୍ଟ୍ର ଓ ରାଜସ୍ଥାନରେ ଚାଲିଥିବା ୭ଟି କୃଷକଙ୍କ ବୈଠକରେ ଯୋଗଦେବେ।  ଏହି ମହାପଞ୍ଚାୟତ ଆସନ୍ତା…

ପୁରୀରେ ପହଞ୍ଚିଲା ରଥ କାଠ

ନୟାଗଡ଼ ଅଫିସ/ଦଶପଲ୍ଲା,୧୨।୨: ଶୁକ୍ରବାର ନୟାଗଡ଼ ଜିଲା ଦଶପଲ୍ଲା ବନାଞ୍ଚଳରୁ ୪୯ଖଣ୍ଡ ରଥ କାଠ ୨ଟି ଟ୍ରକରେ ପୁରୀ ପହଞ୍ଚିଛି। ଦଶପଲ୍ଲାର ପ୍ରସିଦ୍ଧ ମହାବୀର ମନ୍ଦିର ସମ୍ମୁଖରେ ପାରମ୍ପରିକ…

ଆକାଶରେ ଉଡ଼ିଲା କାର

ଇସ୍ତାନବୁଲ, ୧୨।୨: ତୁର୍କୀର ପୂର୍ବାଞ୍ଚଳର  ଇଜମିରରେ ଟର୍ନାଡୋର କରାଳ ରୂପ ଦେଖିବାକୁ ମିଳିଛି। ମଧ୍ୟରାତ୍ରରେ ଆସିଥିବା ଟର୍ନାଡୋ ଯୋଗୁ ଆଖପାଖ ଅଞ୍ଚଳରେ କାର, ଗଛ ଉଡ଼ୁଥିବାର ଦୃଶ୍ୟ…

ଚେନ୍ନାଇ ପିଚ୍‌ ସମ୍ପର୍କରେ ରାହାନେଙ୍କ ବଡ଼ ବୟାନ

ଚେନ୍ନାଇ, ୧୨।୨: ଇଂଲଣ୍ଡ-ଭାରତ ଟେଷ୍ଟ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ଟେଷ୍ଟ ଭଳି ଦ୍ୱିତୀୟ ମ୍ୟାଚ୍‌ ମଧ୍ୟ ଚେପକ ଷ୍ଟାଡିୟମରେ ଖେଳାଯିବ।…

ଓଡ଼ିଶା: ଆଜିର ଫଟୋ (ଫେବୃୟାରୀ ୧୨, ୨୦୨୧)

ଶ୍ରୀକ୍ଷେତ୍ରରେ ପହଞ୍ଚିଲା ପ୍ରଥମ ରଥ କାଠ   ଭୁବନେଶ୍ୱର ଏଜି ଛକଠାରେ ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଦ୍ୱାରା ଟ୍ରାଫିକ ସୁରକ୍ଷା ସଚେତନତା ଅଭିଯାନ   ବିଡ଼ିଏ ଓ ବିଏମ୍‌ସି…

କର୍ପୋରେଟରଙ୍କ ଉପରେ ବାରମ୍ବାର ଗାଡ଼ି ଚଢ଼ାଇ ହତ୍ୟା କଲେ ଦୁର୍ବୃତ୍ତ, ଭିଡିଓ ଭାଇରାଲ

ଇଷ୍ଟ ଗୋଦାବରୀ, ୧୨।୨- ଆନ୍ଧ୍ର ପ୍ରଦେଶର କାକିନାଡାଠାରେ କର୍ପୋରେଟରଙ୍କୁ ଗୁରୁବାର ରାତିରେ ବିଭତ୍ସ ହତ୍ୟା କରିଛନ୍ତି  ଦୁର୍ବୃତ୍ତ। କର୍ପୋରେଟର ଜଣଙ୍କ ହେଲେ କାମ୍‌ପାରା ରମେଶ। ବିଳମ୍ବିତ ରାତିରେ…

ସମ୍ବଲପୁରରେ ଚିହ୍ନଟ ହୋଇନାହାନ୍ତି ନୂଆ ସଂକ୍ରମିତ

ସମ୍ବଲପୁର,୧୨ା୨(ବ୍ୟୁରୋ): ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ମିଳିଥିବା ରିପୋର୍ଟ ଅନୁସାରେ ଶୁକ୍ରବାର ଜିଲାରେ କରୋନା ସଂକ୍ରମଣ ସଂଖ୍ୟା ଶୂନ ହୋଇଛି। ହେଲେ ପୂର୍ବରୁ ସଂକ୍ରମଣ ହୋଇଥିବା ୪୨…

ପ୍ରଭାସଙ୍କ ପ୍ରଶଂସକଙ୍କୁ ମିଳିବ ଭାଲେଣ୍ଟାଇନ ଡେ’ ଉପହାର

ମୁମ୍ବାଇ: ସାଉଥ୍ ଷ୍ଟାର ପ୍ରଭାସଙ୍କ ଲାଗି ଚଳିତ ବର୍ଷ ଭାଲେଣ୍ଟାଇନ ଡେ’ ସ୍ପେଶାଲ ହେବାକୁ ଯାଉଛି । ତାଙ୍କର ବହୁ ପ୍ରତିକ୍ଷିତ ବହୁଭାଷି ଫିଲ୍ମ ‘ରାଧେଶ୍ୟାମ’ ର…