ରାଶିଫଳ: ରବିବାର, ଫେବୃୟାରୀ ୧୪ ତାରିଖ– Daily Horoscope

ମେଷ ବହୁତ ଦିନରୁ ଚିନ୍ତା କରିପାରି ନ ଥିବା କାମଟିକୁ ଆଜି ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ନିର୍ଦ୍ଦିଷ୍ଟ ସମୟରେ ବନ୍ଧୁଙ୍କ ଉପସ୍ଥିତିର ଅଭାବକୁ ନେଇ…

କାଳିଆ ଟଙ୍କା ପ୍ରଦାନ ନିର୍ବାଚନୀ ଅସ୍ତ୍ର: ବିରୋଧୀ

ଭୁବନେଶ୍ୱର, ୧୩ା୨(ବ୍ୟୁରୋ): ରାଜ୍ୟ ସରକାର ଶୁକ୍ରବାର ରାଜ୍ୟର ୫୩ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ଦେବାପରେ ପୁଣିଥରେ ରାଜନୀତି ଜୋର ଧରିଛି। ପଞ୍ଚାୟତ ଏବଂ ପୌର ନିର୍ବାଚନ…

ଚୂଡ଼ଙ୍ଗଗଡ଼ ଜଙ୍ଗଲରେ ହେବ ବନ୍ୟଜନ୍ତୁ ସଫାରି

ଭୁବନେଶ୍ୱର, ୧୩।୨(ବ୍ୟୁରୋ): ଦେଶର ବୃହତ୍‌ ପ୍ରାକୃତିକ ଚିଡିଆଖାନା ନନ୍ଦନକାନନ ନୂଆ ରୂପ ନେବ। ନନ୍ଦନକାନନ ସହ ନୂତନ ଭାବେ ଯୋଡ଼ି ହୋଇଥିବା ପ୍ରାୟ ୮ବର୍ଗ କିମି ଚୂଡ଼ଙ୍ଗଗଡ଼…

ଲଜ୍ଜାଜନକ ରେକର୍ଡ କଲେ କୋହଲି, ଧୋନୀଙ୍କୁ ବି ବଳିଗଲେ

ଚେନ୍ନାଇ,୧୩।୨: ଭାରତ ଓ ଭ୍ରମଣକାରୀ ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟ ଶନିବାରଠାରୁ ଏମ୍‌.ଏ. ଚିଦାମ୍ବରମ୍‌ ଷ୍ଟାଡିୟମରେ ଖେଳାଯାଉଛି। ଚାରି ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜ୍‌ରେ ୦-୧ରେ…

କନ୍ୟା ସନ୍ତାନ ଜନ୍ମ ହେଲେ ସମସ୍ତ ଖର୍ଚ୍ଚ ବହନ କରିବ ଏହି ହସ୍ପିଟାଲ, ଡେଲିଭରି ନର୍ମାଲ ହେଉ କି ସିଜରିଆନ

ରାୟପୁର,୧୩।୨: ଛତିଶଗଡ଼ର ରାୟପୁରସ୍ଥିତ ବାଲାଜୀ ହସ୍ପିଟାଲକୁ ୧୨ ବର୍ଷ ପୂରିଲା। ଏହି ଅବସରରେ ହସ୍ପିଟାଲ ପ୍ରଥମଥର ପାଇଁ ନିଆରା ପଦକ୍ଷେପ ଗ୍ରହଣ କରିଛି। ଯଦି ହସ୍ପିଟାଲରେ କୌଣସି…

ରାଜକୁମାରୀ ଲୁକରେ ନୋରା

ମୁମ୍ବାଇ: ନୋରା ଫତେହି । ଆଜିକାଲି ଯୁବବର୍ଗଙ୍କ ପାଇଁ ଏହି ନାଁ ହିଁ ବହୁତ କିଛି । ଡ୍ୟାନ୍ସିଂ କୁଇନ୍ ତଥା ବଲିଉଡ୍ ଅଭିନେତ୍ରୀ ନୋରା ଫତେହି…

ମହାଜନଙ୍କ ପରିବାର ଲୋକେ ଆଖି ତାଡ଼ି ଦେଲେ

ନୟାଗଡ ଅଫିସ,୧୩।୨: ସୁଧ ବାବଦରେ ୫ ହଜାର ଟଙ୍କା କମ୍‌ ଦେବାକୁ କହିବାରୁ ମହାନଜଙ୍କ ପରିବାର ଲୋକେ ଜଣେ ବ୍ୟକ୍ତିଙ୍କ ଆଖି ତାଡି ଦେଇଛନ୍ତି। ନୟାଗଡ ସଦର…

ଧାନ ଉଠାଣ ଦାବିରେ ଭାଜପାର ଚକାଜାମ ଆନ୍ଦୋଳନ

ବରଗଡ଼ ଅଫିସ,୧୩।୨: ଖରିଫ ଧାନ ସଂଗ୍ରହ ପ୍ରକ୍ରିୟାକୁ ତିନି ମାସ ବିତିଯାଇଛି। ମାତ୍ର ପଶ୍ଚିମ ଓଡ଼ିଶାର ବରଗଡ଼ ସମେତ ବିଭିନ୍ନ ଜିଲାରେ ଧାନ କିଣାବିକା ନେଇ ସମସ୍ୟା…

ଗଲଓ୍ବାନ ଘାଟି ଯିବେ ୩୦ ଜଣିଆ ସଂସଦୀୟ ପ୍ରତିରକ୍ଷା କମିଟି

ନୂଆଦିଲ୍ଲୀ,୧୩।୨: ପୂର୍ବ ଲଦାଖର ଗଲଓ୍ବାନ ଘାଟି ଏବଂ ପୋଙ୍ଗଙ୍ଗ ହ୍ରଦ ଗସ୍ତରେ ସଂସଦୀୟ ଦଳ ଯିବେ। ଏନେଇ ଶନିବାର ସଂସଦୀୟ ପ୍ରତିରକ୍ଷା କମିଟି ଅଧ୍ୟକ୍ଷ ଜୁଏଲ୍‌ ଓରାମ…

ଅହିରାଜକୁ କାମୁଡ଼ି ଘାଇଲା କଲା ନେଉଳ: ଭିଡିଓ ଦେଖିଲେ…

ସଜନାଗଡ଼,୧୩।୨(ଡି.ଏନ୍‌.ଏ.): ଉତ୍ତର ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ ନୀଳଗିରି ପଞ୍ଚଲିଙ୍ଗେଶ୍ୱର ଠାରେ ଏକ ବିରାଟକାୟ ଅହିରାଜ ସାପ ସହିତ ଏକ ନେଉଳର ଘମାଘୋଟ ଲଢ଼େଇ ହୋଇଥିବା ଦେଖାଯାଇଛି। ସାପଙ୍କ…