କିମ୍ବଦନ୍ତୀ ଖେଳାଳିଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହେଲେ ଜୋକୋଭିଚ୍‌

ପ୍ୟାରିସ,୧।୩ : ଏଟିପି ର଼୍ୟାଙ୍କିଙ୍ଗ୍‌ର ଶୀର୍ଷରେ ରହିବାରେ କିମ୍ବଦନ୍ତୀ ରୋଜର ଫେଡରରଙ୍କ ସର୍ବକାଳୀନ ରେକର୍ଡର ସମକକ୍ଷ ହୋଇଛନ୍ତି ନୋଭାକ ଜୋକୋଭିଚ୍‌। ଟେନିସ ଇତିହାସର ଏହି ଦୁଇ ମହାନ…

ଭୋଗରାଇ କଲେଜରେ ଛାତ୍ର ଅଶାନ୍ତି: ୩ ଘଣ୍ଟା ଯାଏ ମୁଖ୍ୟ ଫାଟକରେ ତାଲା ପକାଇ ବିକ୍ଷୋଭ

ଭୋଗରାଇ,୧।୩(ଡି.ଏନ୍‌.ଏ.): ବାଲେଶ୍ୱର ଜିଲାର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭୋଗରାଇ ଗ୍ରାମ ଉଚ୍ଚ ଶିକ୍ଷା ପ୍ରତିଷ୍ଠାନ(ଆର୍‌ଆଇଏଚ୍‌ଏସ୍‌) ମହାବିଦ୍ୟାଳୟରେ ସୋମବାର ଛାତ୍ର ଅଶାନ୍ତି ଦେଖାଦେଇଛି। ମହାବିଦ୍ୟାଳୟର ଯୁକ୍ତ ୩ ଶେଷବର୍ଷ ବାଣିଜ୍ୟ…

ଓଡ଼ିଶା: ଆଜିର ଫଟୋ (୧ ମାର୍ଚ୍ଚ, ୨୦୨୧)

ପଡୋଶୀ ରାଜ୍ୟ ରୁ ଆସିଥିବା ବ୍ୟକ୍ତିମାନେ ସ୍ନାନକରିବା ପାଇଁ ଗଡଗଡିଆ ଘାଟ ମହାନଦୀ ତଟ କୁ ମେଳି ବାନ୍ଧି ଯାଉଛନ୍ତି ରାଜଧାନୀ ରେ ପ୍ରବଳଖରା ରେ ୨…

ଦ୍ୱନ୍ଦ୍ୱକୁ ଦୂର କରିବା ପାଇଁ ବିରୋଧୀଦଳ ନେତା ଟିକାନେବା ଉଚିତ

ନୂଆଦିଲ୍ଲୀ,୧।୩: କୋଭିଡ୍‌-୧୯କୁ ହରାଇବା ପାଇଁ ମାର୍ଚ୍ଚ ୧ତାରିଖରୁ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଅଭିଯାନ। ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟିକା…

ଏହି ଖେଳାଳିଙ୍କୁ ଭାରତୀୟ ଦିନିକିଆ ଦଳକୁ ଫେରାଇ ଆଣିବା ପାଇଁ କହିଲେ ପ୍ରାକ୍ତନ କ୍ରିକେଟର

ନୂଆଦିଲ୍ଲୀ,୧।୩ : ଆଗାମୀ ଇଂଲଣ୍ଡ ବିପକ୍ଷ ଦିନିକିଆ ସିରିଜ୍‌ ଲାଗି ଭାରତୀୟ ଦଳରେ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଚୟନ କରିବା ଉଚିତ। କାରଣ ଉଇକେଟ ନେବାର ଦକ୍ଷତା ସହ…

ମାତ୍ର ୨୩ ଟେଷ୍ଟ ମ୍ୟାଚ୍‌ ଖେଳି ‘ମହାନ୍‌’ ଖେଳାଳି ପାଲଟିଥିଲେ ଏହି କ୍ରିକେଟର, ହେଲେ…

ନୂଆଦିଲ୍ଲୀ,୧।୩: କ୍ରିକେଟଜଗତ ସହ ଜଡ଼ିତ ଅନେକ ଖେଳାଳି ମଇଦାନରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେଇ ‘ମହାନ’ କ୍ରିକେଟର ତାଲିକାରେ ନିଜ ନାମକୁ ସାମିଲ କରିଛନ୍ତି। ହେଲେ ଜଣେ…

୯ ସେକେଣ୍ଡରେ ନନ୍‌ଷ୍ଟପ୍ ୧୩ ପୁସ୍‌ଅପ୍ ମାରିଲେ ରାହୁଲ

ଚେନ୍ନାଇ,୧ ।୩: କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଏବେ ତାମିଲନାଡୁ ଗସ୍ତରେ ଅଛନ୍ତି । ସୋମବାର ସେ କନ୍ୟାକୁମାରୀରେ ଏକ ରୋଡ ଶୋ’ରେ ଯୋଗ ଦେଇଥିଲେ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱିଜା ନକ୍ଷତ୍ର ସରଳ ଭାବରେ ଅନ୍ୟକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆନୁଷ୍ଠାନିକ କ୍ଷେତ୍ରରେ ସଫଳତା ମିଳିବ ଏବଂ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ…

ପରିଣିତିଙ୍କ ପ୍ରେମ କାହାଣୀ

ମୁମ୍ବାଇ: ବଲିଉଡ୍ ନାୟିକା ପରିଣିତି ଚୋପ୍ରା ଏବେ ଚର୍ଚ୍ଚାରେ । ସେ ତାଙ୍କର ଫିଲ୍ମ ‘ଦ ଗର୍ଲ ଅନ୍ ଦ ଟ୍ରେନ’କୁ ନେଇ ଅଛନ୍ତି ଚର୍ଚ୍ଚାରେ ।…

ପାଠକ ବାପା ପୁଅଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର, ୧।୩(ବ୍ୟୁରୋ): ଠକେଇ ମାମଲାରେ ଗିରଫ ହୋଇଥିବା ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଶେଷରେ ଜାମିନ ମିଳିଛି। ପାଠକ ବାପ ଓ…