ପିପିଲି ଉପନିର୍ବାଚନ: ଭାଜପା-ବିଜେଡି କର୍ମୀ ମୁହାଁମୁହିଁ

ପିପିଲି, ୩।୪(ଡି.ଏନ୍‌.ଏ/ସ୍ବ.ପ୍ର.): ଆସନ୍ତା ୧୭ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପାଇଁ ବିଭିନ୍ନ ଦଳ ପକ୍ଷରୁ ପ୍ରଚାର ଚାଲିଥିବାବେଳେ ଶୁକ୍ରବାର ରାଇଗୁରପୁର ଗ୍ରାମରେ ପ୍ରାକ୍‌ ନିର୍ବାଚନୀ ହିଂସା…

ସୁଫରଫାଷ୍ଟ ଏକ୍ସପ୍ରେସ୍‌ର ବଗିରୁ ଇଞ୍ଜିନ୍‌ ହେଲା ଅଲଗା: ଯାତ୍ରୀ ଆତଙ୍କିତ

ଲକ୍ଷ୍ନୌ,୩।୪: ସପ୍ତକ୍ରାନ୍ତି ସୁଫରଫାଷ୍ଟ୍‌ ଏକ୍ସପ୍ରେସ୍‌ରେ ଏକ ଅଭାବନୀୟ ଘଟଣା ଘଟିଛି। ଉତ୍ତରପ୍ରଦେଶର ଆନନ୍ଦବିହାରରୁ ବିହାରର ମୁଜାଫରପୁର ଯାଉଥିବା ଏକ୍ସପ୍ରେସ୍‌ ଶୁକ୍ରବାର ୧୦ଟା ୪୫ରେ ଲକ୍ଷ୍ନୌ ଷ୍ଟେଶନରେ ପହଞ୍ଚିଥିଲା।…

କବର ଦେବାକୁ ସ୍ଥାନର ଅଭାବ: ପୁରୁଣା କବରସ୍ତାନରୁ ବାହାର କରାଯାଉଛି କଙ୍କାଳ

ବ୍ରାସିଲିଆ,୩।୪: କରୋନା ଆତଙ୍କ ଥମିବାର ନା ଧରୁନି। ଦକ୍ଷିଣ ଆମେରିକାର ବ୍ରାଜିଲରେ କରୋନାରେ ଆକ୍ରାନ୍ତ ହୋଇ ମୃତ୍ୟୁ ଘଟୁଥିବା ଲୋକଙ୍କୁ କବର ଦେବାକୁ ସ୍ଥାନର ଅଭାବ ଦେଖାଦେଇଛି।…

ରାଜ୍ୟରେ କରୋନାର ସଙ୍ଗୀନ ସ୍ଥିତି: ଦିନକରେ ୪୫୨ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୩।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୪୫୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ…

ହସ୍ପିଟାଲରେ ଲାଗିଲା ନିଆଁ: ଭୟଭୀତ ନ ହୋଇ ହାର୍ଟ ସର୍ଜରୀ ଶେଷ କଲେ ଡାକ୍ତର

ମସ୍କୋ,୩।୪: ଡାକ୍ତର ଭଗବାନଙ୍କ ସଦୃଶ। ରୋଗୀଙ୍କ ଜୀବନ ବଞ୍ଚାଇବାରେ ସେମାନଙ୍କର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ରୁଷିଆରେ ଏକ ହସ୍ପିଟାଲରେ ନିିଆଁ ଲାଗିଯାଇଥିଲା। ସେହି ସମୟରେ ହସ୍ପିଟାଲରେ ଜଣେ…

କରୋନା ଆତଙ୍କ: ୬୦୦ ବିଲ୍ଡିଂ ସିଲ୍‌

ମୁମ୍ବାଇ,୩।୪: ମହାରାଷ୍ଟ୍ରରେ କରୋନା ସଂକ୍ରମଣ ସ୍ଥିତି ବେକାବୁ ହେବାରେ ଲାଗିଛି। କରୋନାର ଦ୍ୱିତୀୟ ଲହର ଯୋଗୁ ରାଜ୍ୟ ସରକାରଙ୍କ ପକ୍ଷରୁ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ମୁମ୍ବାଇରେ…

ଗରିବଙ୍କୁ ସହାୟତାରେ ଆଦିତ୍ୟନାଥଙ୍କ ରେକର୍ଡ

ଲକ୍ଷ୍ନୌ,୩।୪: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାଜ୍ୟର ଗରିବଙ୍କୁ ଆର୍ଥିକ ସହାୟତା ପ୍ରଦାନ କ୍ଷେତ୍ରରେ ପୂର୍ବର ସମସ୍ତ ରେକର୍ଡ ଭାଙ୍ଗିଛନ୍ତି। ଅନ୍ୟ ମୁଖ୍ୟମନ୍ତ୍ରୀମାନଙ୍କ ତୁଳନାରେ ଆଦିତ୍ୟନାଥ ଅଧିକ…

ସାଢ଼େ ୬ ମାସ ପରେ କରୋନା ସ୍ଥିତି ଅଣାୟତ୍ତ: ଦିନକରେ ୮୯ ହଜାର ଟପିଲା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ,୩।୪: ଦେଶରେ କରୋନାର ସଂକ୍ରମଣର ଦ୍ୱିତୀୟ ଲହର ଜାରି ରହିଛି। ପ୍ରତିଦିନ ନୂଆ ଆକ୍ରାନ୍ତଙ୍କ ବଢ଼ିବାରେ ଲାଗିଛି। ଦେଶରେ ଲଗାତାର ଗତ ୨ ଦିନ ନୂଆ ଆକ୍ରାନ୍ତଙ୍କ…

ଜୀବନରୁ ଦୁଃଖ ଦୂର କରିବାକୁ ଚାହୁଁଛନ୍ତି କି? ଚାଣକ୍ୟନୀତିର ଏହି ଉପାୟକୁ ଅବଲମ୍ବନ କରନ୍ତୁ…

ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତିରେ ସବୁ ସମସ୍ୟାର ସମାଧାନ ମିଳିଥାଏ। ଜୀବନର ପ୍ରତ୍ୟେକଟି ଚ୍ୟାଲେଞ୍ଜ ସହ ଲଢ଼ି ଜିତିବାକୁ ଏହା ପ୍ରେରଣା ଦେଇଥାଏ। ସେଥିରେ ଚାଣକ୍ୟ ଜୀବନରୁ ଦୁଃଖ…

ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜର ୧୩ ଶିକ୍ଷାର୍ଥୀ, ୨ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ,୩।୪: ଦିଲ୍ଲୀ ୟୁନିଭର୍ସିଟିର ସେଣ୍ଟ୍‌ ଷ୍ଟିଫେନ୍ସ୍‌ କଲେଜରେ କରୋନା ସଂକ୍ରମଣ ପହଞ୍ଚିଛି। କଲେଜର ୧୩ ଶିକ୍ଷାର୍ଥୀ ଏବଂ ୨ ଜଣ କର୍ମଚାରୀଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍‌…