ଚାଳକ ବିହୀନ ଟେସ୍‌ଲା କାର୍‌ ଦୁର୍ଘଟଣାରେ ୨ ମୃତ

ନ୍ୟୁୟର୍କ,୧୯।୪ : ଟେକ୍ସାସଠାରେ ଚାଳକ ବିହୀନ ଟେସଲା କାର୍‌ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଥିବା ପୋଲିସ ପକ୍ଷରୁ କୁହାଯାଇଛି। ଶନିବାର ବିଳମ୍ବିତ ରାତିରେ କାର୍‌ଟି ଖୁବ୍‌…

ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନଙ୍କ ଚିଠିର ଉତ୍ତର ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ୧୯।୪: କରୋନା ମୁକାବିଳା ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଟିକାକରଣ ଅଭିଯାନକୁ ଜୋରଦାର କରିବା ସହିତ…

ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା

ମୁମ୍ବାଇ,୧୯।୪: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ମୁଣ୍ଡ ଉପରେ ଝୁଲୁଛି ବ୍ୟାନ ହେବାର ଆଶଙ୍କା। ନିକଟରେ ସିଏସ୍‌କେ ପାଇଁ ୨୦୦ ମ୍ୟାଚ୍‌…

ପୁଣି କରୋନା ଆକ୍ରାନ୍ତ ହେଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ

ଭୁବନେଶ୍ୱର,୧୯।୪(ବୁ୍ୟୁରୋ): ବିରୋଧୀ ଦଳ ନେତା ତଥା ଭାଜପାର ବରିଷ୍ଠ ନେତା ପ୍ରଦୀପ୍ତ ନାୟକ ପୁଣି କରୋନା ଆକ୍ରାନ୍ତ ହୋଇଛନ୍ତି। ସେ ପୂର୍ବରୁ ମଧ୍ୟ କରୋନା ପଜିଟିଭ୍‌ ହୋଇଥିଲେ।…

ଲୁହାପଥର ଚୋରା ଚାଲାଣ: ୨ ଗିରଫ

କେନ୍ଦୁଝର,୧୯।୪(ସ୍ବ.ପ୍ର.): କେନ୍ଦୁଝର ଜିଲା ଚମ୍ପୁଆ ବନ ବିଭାଗ ରବିବାର ରାତିରେ ୨ ଜଣଙ୍କୁ ଗିରଫ କରିଛି। ଏହା ସହ ଗୋଟିଏ ଟିପ୍ପର ଜବତ ହୋଇଛି । ଲୁହାପଥର…

Sports Roundup: ଧୋନୀଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା

ସ୍ପୋର୍ଟସ ରାଉଣ୍ଡ ଅପ୍ ର ଆଜିର ଏପିସୋଡରେ ଦେଖିବା - * ଆଜି ଚେନ୍ନାଇ ସୁପର କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ * ବିଶାଳ ଟାର୍ଗେଟକୁ ସହଜରେ…

କ୍ରସରରେ ବିସ୍ଫୋରଣ: ୨ମୃତ, ୩ ଗୁରୁତର

ବ୍ରହ୍ମପୁର ଅଫିସ,୧୯।୪: ଗଞ୍ଜାମ ଜିଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଫାଦ୍ରୀପଲ୍ଲୀ ନିକଟରେ ଥିବା ଏକ କ୍ରସରରେ ସୋମବାର ପୂର୍ବାହ୍ନରେ ବିସ୍ଫୋରଣ ଘଟିଛି। ଏଥିରେ ୨ ଜଣଙ୍କର ମୃତ୍ୟୁ…

ରାଶିଫଳ: ମଙ୍ଗଳବାର, ଏପ୍ରିଲ୍‌ ୨୦ ତାରିଖ – Daily Horoscope

ମେଷ ଆଜି ଦ୍ୱିଜାନକ୍ଷତ୍ର ସକାଶେ ବ୍ୟବସାୟ ଓ ପରିବହନ ବାଧାପ୍ରାପ୍ତ ହୋଇପାରେ। ରବିଙ୍କ କାରଣରୁ କେତେକ କ୍ଷେତ୍ରରେ କୌଣସି ବ୍ୟକ୍ତିଙ୍କ ସହ ପ୍ରତିଯୋଗିତା ମନୋଭାବ ସୃଷ୍ଟି ହୋଇପାରେ।…

ବୋରିସ୍‌ଙ୍କ ଭାରତ ଗସ୍ତ ବାତିଲ…

ନୂଆଦିଲ୍ଲୀ,୧୯।୪: ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ କାର୍ଯ୍ୟକ୍ରମକୁ ବାତିଲ କରାଯାଇଛି। ଭାରତରେ ବୃଦ୍ଧି ପାଉଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ଗ୍ରହଣ…

ରୋଗ ଚିହ୍ନଟର ନୂଆ ଉପାୟ

ଆମକୁ କୌଣସି ରୋଗ ହେଲେ ଡାକ୍ତର ଉକ୍ତ ରୋଗର ଲକ୍ଷଣ ବିଷୟରେ ପ୍ରଥମେ ଭଲ ଭାବରେ ଅବଗତ ହୋଇଥାଆନ୍ତି ଏବଂ ତାହାକୁ ତର୍ଜମା କରି ଚିକିତ୍ସା କରନ୍ତି।…