Categories: Video

Sports Roundup: ଧୋନୀଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା

ସ୍ପୋର୍ଟସ ରାଉଣ୍ଡ ଅପ୍ ର ଆଜିର ଏପିସୋଡରେ ଦେଖିବା –

* ଆଜି ଚେନ୍ନାଇ ସୁପର କିଙ୍ଗସ ବନାମ ରାଜସ୍ଥାନ ରୟାଲ୍ସ

* ବିଶାଳ ଟାର୍ଗେଟକୁ ସହଜରେ ଜିତିନେଲା ଦିଲ୍ଲୀ

* ପଏଣ୍ଟ ଟେବୁଲର ଶୀର୍ଷରେ ଆରସିବି

* ହାର୍ଟ ସର୍ଜରୀ କଲେ ମୁଥିଆ ମୁରଲୀଧରନ

* ଧୋନୀଙ୍କ ରେକର୍ଡ ଭାଙ୍ଗି ୧ନଂରେ ରୋହିତ ଶର୍ମା

* ଏସିଆନ ଭାରୋତ୍ତୋଳନ ଚାମ୍ପିଅନଶିପରେ ଚମକିଛନ୍ତି ଓଡ଼ିଆ ଝିଅ