ପନ୍ତଙ୍କୁ ନେଇ ଚମକାଇବା ଭଳି ବୟାନ ଦେଲେ ଏହି ପୂର୍ବ ଭାରତୀୟ ଅଧିନାୟକ, କହିଲେ…

ନୂଆଦିଲ୍ଲୀ,୧।୪: ବିଗତ ଦିନର ପ୍ରଦର୍ଶନକୁ ନେଇ ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ଭାଗ୍ୟ ଶିଖର ଛୁଉଁଛି। ନିକଟରେ ଦିଲ୍ଲୀ କ୍ୟାପିଟାଲ୍ସର ଅଧିନାୟକ ଭାବେ ଚୟନ କରାଯିବର…

ବାହୁବଳୀ ‘ପ୍ରଭାସ’ଙ୍କ କ୍ରେଜ୍‌: ଗୋଟିଏ ଫିଲ୍ମ ପାଇଁ ୧୦୦ କୋଟି ନେଇ…

ବମ୍ବେ: ଫିଲ୍ମଟିଏ ୧୦୦ କୋଟି କ୍ଲବରେ ସାମିଲ ହେବା କଥା ସମସ୍ତେ ଶୁଣିଥିବେ। ହେଲେ ବାହୁବଳୀ ଷ୍ଟାର ପ୍ରଭାସ ଗୋଟିଏ ଫିଲ୍ମ ପାଇଁ ସମାନ ପାଉଣା ନେଇ…

ରାଜ୍ୟ ଶ୍ରେଷ୍ଠ କନଷ୍ଟେବଳ ସମ୍ମାନ ପାଇଲେ ସନ୍ତୋଷ ନାୟକ

ପାପଡ଼ାହାଣ୍ଡି,୧।୪(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡିର ସନ୍ତୋଷ ନାୟକ (ବୁଲୁ ) ରାଜ୍ୟର ଶ୍ରେଷ୍ଠ କନଷ୍ଟେବଳ ସମ୍ମାନରେ ସମ୍ମାନିତ ହୋଇ ଜିଲା ପାଇଁ ଗୌରବ ଆଣିଛନ୍ତି। ଗୁରୁବାର କଟକସ୍ଥିତ…

ସନ୍ୟାସକୁ ନେଇ ଏଭଳି କହିଲେ ଶାମି: ଚର୍ଚ୍ଚାରେ ଏବେ ବୟାନ

ନୂଆଦିଲ୍ଲୀ,୧।୪: ଅଭିଜ୍ଞ ଖେଳାଳି ସନ୍ୟାସ ନେବା ପରେ ଦଳରେ ଏକ ଶୂନ୍ୟସ୍ଥାନ ସୃଷ୍ଟି ହୋଇଥାଏ। ହେଲେ ବର୍ତ୍ତମାନର ଭାରତୀୟ ଟିମ୍‌କୁ ଦେଖିଲେ ଭବିଷ୍ୟତରେ ସେଭଳି ଅସୁବିଧା ହେବ…

ଶିବ-ପାର୍ବତୀ ଭୂମିକାରେ କରୁଥିଲେ ଅଭିନୟ, ଏହି ବେଶରେ ହିଁ ବିବାହ ବନ୍ଧନରେ ବାନ୍ଧିହେଲେ

ଲକ୍ଷ୍ନୌ,୧।୪: କାନପୁର ଅଞ୍ଚଳରେ ଏକ ବିବାହ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି। ବରକନ୍ୟା ଶିବ-ପାର୍ବତୀ ବେଶ ଧାରଣ କରି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଦୁହିଁଙ୍କ ବିବାହକୁ…

ଟିକା ନେବା ପରେ ବି ୧୪ ଡାକ୍ତର କରୋନା ପଜିଟିଭ୍‌

ରୋହତକ,୧।୪: କରୋନାର ଦୋହରା ମାଡ଼ରେ ଦେଶରେ କୋକୁଆ ଭୟ ସୃଷ୍ଟି ହୋଇଛି। ଏପରିସ୍ଥଳେ ହରିୟାଣାରେ ଲୋକେ ଅଧିକ ଆତଙ୍କିତ ହୋଇପଡ଼ିଛନ୍ତି। ରୋହତକ ପିଜିଆଇଏମ୍‌ଏସ୍‌ ହସ୍ପିଟାଲରେ ୨୨ ଜଣ…

ପ୍ରତିଦିନ କରୋନା ଟିକା

ନୂଆଦିଲ୍ଲୀ,୧।୪: ଗୁରୁବାରଠାରୁ ୪୫ ବର୍ଷ ଅବା ଏହାଠାରୁ ଅଧିକ ବୟସ୍କଙ୍କୁ କରୋନା ଟିକାଦାନ ଆରମ୍ଭ ହୋଇଛି। ଏପ୍ରିଲ୍‌ରେ ମାସ ସାରା ସବୁଦିନ ଟିକାକରଣ କରାଯିବ। ଏନେଇ ପ୍ରଧାନମନ୍ତ୍ରୀ…

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ସ୍କୁଲ-କଲେଜ ବନ୍ଦ

ଶିମଲା,୧।୪: କରୋନା ସଂକ୍ରମଣ ଯୋଗୁ ଦେଶର ମହାରାଷ୍ଟ୍ର, ଛତିଶଗଡ଼, କର୍ନାଟକ, କେରଳ, ତାମିଲନାଡୁ, ଗୁଜରାଟ, ମଧ୍ୟପ୍ରଦେଶ, ପଞ୍ଜାବ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହେବାରେ ଲାଗିଛି। ହିମାଚଳ…

କିରଣ ଜଣେ ଯୋଦ୍ଧା, ଖୁବ୍‌ଶୀଘ୍ର ଭଲ ହୋଇଯିବେ: ଅନୁପମ ଖେର

ବଲିଉଡ ଅଭିନେତ୍ରୀ ତଥା ଭାଜପା ଏମ୍‌ପି କିରଣ ଖେର ବ୍ଲଡ କ୍ୟାନ୍‌ସରରେ ପୀଡିତ ହୋଇ ମୁମ୍ବାଇରେ ଚିକିତ୍ସିତ ହେଉଛନ୍ତି। ୬୮ ବର୍ଷିୟ କିରଣ ଖେର ଗତ ବର୍ଷ…

ଷ୍ଟକ୍‌ ମାର୍କେଟରେ ବୁଡ଼ିଗଲା ଅର୍ଥ, ପରେ ଏମିତି ପଦକ୍ଷେପ ନେଲେ ଫ୍ୟାକ୍ଟ୍ରି କର୍ମଚାରୀ

ବେଜିଂ,୧।୪: ଚାଇନାର ଜଣେ ଫ୍ୟାକ୍ଟ୍ରି କର୍ମଚାରୀ ଆତ୍ମହତ୍ୟା କରିଛନ୍ତି। କାରଣ ଏହି କର୍ମଚାରୀ ଜଣକ ଷ୍ଟକ୍‌ ମାର୍କେଟରେ ୬ ଲକ୍ଷ ଟଙ୍କା ହରାଇଥିଲେ। ଏହା ପରେ ତାଙ୍କର…