ନିମନ୍ତ୍ରଣ ପତ୍ରରେ ରହିବ ବର-କନ୍ୟାଙ୍କ ଜନ୍ମ ତାରିଖ…

ଜୟପୁର,୧୦।୪: ଏଣିକି ବିବାହରେ ନିମନ୍ତ୍ରଣ ପତ୍ରରେ ବର-କନ୍ୟାଙ୍କ ଜନ୍ମ ତାରିଖ ଉଲ୍ଲେଖ କରାଯିବ। ରାଜ୍ୟରେ ବାଳବିବାହ ରୋକିବା ପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏଭଳି କଡ଼ା ପଦକ୍ଷେପ…

୭୩ ବର୍ଷୀୟା ବୃଦ୍ଧା ନିଜ ପାଇଁ ଖୋଜୁଛନ୍ତି ବର: ଦେଲେ ଏମିତି ବିଜ୍ଞାପନ

କଥାରେ ଅଛି ପ୍ରେମ ଏବଂ ବିବାହର କୌଣସି ବୟସ ନ ଥାଏ। ଏହାର ଏକ ଉଦାହରଣ କର୍ନାଟକର ମଇସୁରରେ ଦେଖିବାକୁ ମଳିଛି। ଏଠାରେ ଜଣେ ୭୩ ବର୍ଷୀୟା…

ମାଡ଼ି ଆସୁଛି ପ୍ରଳୟ: ତରଳୁଛି ପୃଥିବୀର ଛାତ…

ଲଦାଖ,୧୦।୪: ଭାରତ ସମେତ ସମ୍ପୂର୍ଣ୍ଣ ଏସିଆ ଉପରେ ଏବେ ବିପଦ ମାଡ଼ି ଆସୁଛି। ପୃଥିବୀର ଛାତ କୁହାଯାଉଥିବା ତିବ୍ବତରେ ବରଫ ପାହାଡ଼ ତରଳିବାରେ ଲାଗିଛି। ଜଳବାୟୁ ପରିବର୍ତ୍ତନ…

ସନ୍ନିଙ୍କ ଭଳି ସ୍ତ୍ରୀ ପାଇବା ମୋ ପାଇଁ ଭାଗ୍ୟର କଥା: ଡେନିଏଲ

ବମ୍ବେ: ପର୍ନଷ୍ଟାରରୁ ବଲିଉଡ୍‌ ଅଭିନେତ୍ରୀ ହେବାର ଯାତ୍ରା ସହଜ ନ ଥିଲା। ହେଲେ ନିଜକୁ ପ୍ରମାଣିତ କରିବାରେ ସଫଳ ହୋଇଛନ୍ତି ସନ୍ନି ଲିଓନ। ସ୍ବାମୀ ଡେନିଏଲ ଓ୍ବେବର…

ପୁଣି ଜଳିଲା ପଶ୍ଚିମବଙ୍ଗ: ନିର୍ବାଚନୀ ହିଂସାରେ ୪ ମୃତ

କୋଲକାତା,୧୦।୪: ପଶ୍ଚିମବଙ୍ଗରେ ନିର୍ବାଚନୀ ହିଂସା ଥମିବାର ନା ଧରୁନି। ସ୍ଥାନୀୟ କୁଚ ବିହାରର ସିତଲକୁଚି ଅଞ୍ଚଳର ଜୋର୍‌ ପାଟକିଠାରେ ବୁଥ୍‌ ନମ୍ବର ୧୨୬ ନିକଟରେ ଦୁଇଗୋଷ୍ଠୀ ମୁହାଁମୁହିଁ…

ଷ୍ଟେଜ୍‌ରେ ସୁନ୍ଦରୀ ମୁକୁଟକୁ ନେଇ ଟଣାଓଟରା: ଆହତ ହେଲେ ମିସେସ୍‌ ଶ୍ରୀଲଙ୍କା, ମିସେସ୍‌ ଓ୍ବାଲର୍‌ଡ ଗିରଫ

ଶ୍ରୀଲଙ୍କାରେ ନିକଟରେ ଅନୁଷ୍ଠିତ ହୋଇଥିବା ସୁନ୍ଦରୀ ପ୍ରତିଯୋଗୀତା ସମୟରେ ବିଜେତାଙ୍କୁ ନେଇ ହୋଇଥିବା ବିବାଦ କାରଣରୁ କଲମ୍ବୋ ପୋଲିସ ମିସେସ ଓ୍ବାଲର୍‌ଡଙ୍କୁ ଗିରଫ କରିଛି। ମିସେସ ଓ୍ବାଲର୍‌ଡ…

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୧୦।୪(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ପରିସ୍ଥିତି ସଙ୍ଗୀନ ହେବାରେ ଲାଗିଛି। ଶନିବାର ରାଜ୍ୟରେ ୧୩୭୪ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ…

କରୋନା ଟିକା ନେଇଛନ୍ତି କି, ନିଶ୍ଚିତ ପଢ଼ନ୍ତୁ…

ନୂଆଦିଲ୍ଳୀ,୧୦।୪: ଦେଶରେ କରୋନା ମହାମାରୀ ସଂକ୍ରମଣର ଦ୍ୱିତୀୟ ଲହର ଅଣାୟତ୍ତ ହେବାରେ ଲାଗିଛି। ସୁରକ୍ଷାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ସାର୍ବଜନୀକ ଟିକାକରଣ ଅଭିଯାନ…

ଡେଲାଙ୍ଗ-ପିପିଲିର ବିକାଶ ପାଇଁ ପ୍ରତିଶ୍ରୁତି

ଡେଲାଙ୍ଗ/ପିପିଲି, ୧୦।୪(ଡି.ଏନ୍‌.ଏ.): ପିପିଲି ଉପନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ମଧ୍ୟରେ ସେତିକି ଉତ୍ସୁକତା ବଢ଼ିବାରେ ଲାଗିଛି। ବିଜେଡି ପକ୍ଷରୁ ଶ୍‌ୁକ୍ରବାର ମୁନିନ୍ଦା, ବେରବୋଇ, ଗୁଆଳିପଡା,…

ଅଜିତଙ୍କ ପାଇଁ ପ୍ରଚାର କଲେ ସୁର

ଡେଲାଙ୍ଗ/ପିପିଲି,୧୦।୪(ଡି.ଏନ୍‌.ଏ.): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ପାଇଁ ବ୍ଲକ ସଭାପତିଙ୍କ ନେତୃତ୍ୱରେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ପ୍ରଚାର କରୁଛନ୍ତି। ସେ ପିପିଲି ନିର୍ବାଚନମଣ୍ଡଳୀର ପ୍ରତି…