ଏହି ଖେଳାଳିଙ୍କ ଯୋଗୁ ତୃତୀୟ ଥର ତ୍ରିଶତକ ମାରିବାରୁ ବଞ୍ଚିତ ହୋଇଥିଲେ ସେହ୍ବାଗ: ମାତ୍ର ୭ ରନ୍‌ ଯୋଗୁ…

ନୂଆଦିଲ୍ଲୀ,୨୧।୮: ଭାରତର ପୂର୍ବତନ ଓପନର୍‌ ବିରେନ୍ଦ୍ର ସେହ୍ବାଗ ନିଜର ବିସ୍ଫୋରକ ବ୍ୟାଟିଂକୁ ନେଇ ଜଣାଶୁଣା। ଦୁନିଆର କିମ୍ବଦନ୍ତୀ ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଡରୁଥିଲେ। ସେ ଯେକୌଣସି…

ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ତାଲିବାନରେ ସାମିଲ!

କାବୁଲ,୨୧ ।୮: ଆଫଗାନିସ୍ତାନରେ ତାଲିବାନ ଶାସନ ଆସିବା ମାତ୍ରେ ଦେଶ ଛାଡି ଚାଲି ଚାଲିଯାଇଥିବା ପୂର୍ବତନ ରାଷ୍ଟ୍ରପତି ଅଶରଫ ଘନିଙ୍କ ଭାଇ ହଶମତ ଘନ ତାଲିବାନରେ ସାମିଲ…

ହଟିଲା ତାଲିବାନର ଅଫିସିଆଲ ଓ୍ବେବ୍‌ସାଇଟ୍‌

ନୂଆଦିଲ୍ଲୀ,୨୧ା୮: ଆଫଗାନିସ୍ତାନରେ ତାଲିବାନ କ୍ଷମତା ହାସଲ କରିବା ପରେ ତା’ର ଅଫିସିଆଲ ଓ୍ବେବ୍‌ସାଇଟ୍‌ ଶୁକ୍ରବାର ବିଳମ୍ବିତ ରାତିରେ ଇଣ୍ଟରନେଟ୍‌ରୁ କେଉଁଆଡ଼େ ଗାଏବ ହୋଇଯାଇଛି। ଏହା କୌଣସି ଯାନ୍ତ୍ରିକ…

ସୁରକ୍ଷିତ ହାତରେ ରହିଛି ଏନ୍‌ସିଏର ଦାୟିତ୍ୱ: ଇରଫାନ୍‌

ବାଙ୍ଗାଲୋର,୨୧।୮: ୨୦ ବର୍ଷ ପୂର୍ବେ ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାବିଡ୍‌ଙ୍କ ସମୟରେ ଭାରତୀୟ ଦଳରେ ପ୍ରତିନିଧିତ୍ୱ କରିଥିବା ଖେଳାଳିମାନେ ଏବେ କୋଚିଂ କ୍ଷେତ୍ରକୁ ଆସିବାକୁ ଚେଷ୍ଟା…

ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ ପରିଚୟ…

ଗରିବଙ୍କୁ ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଏଣିକି ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବ। ରାଶନକାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଚିକିତ୍ସା ଯୋଗାଇ…

ଫୁଲ ତୋଳିବାକୁ ଯାଇ ଫେରିଲେନି ମହିଳା

ନିରାକାରପୁର,୨୧ା୮(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ଟାଙ୍ଗୀ ବନାଞ୍ଚଳ ଭୂଷଣ୍ଡପୁର ଫରେଷ୍ଟର ଅଧୀନରେ ଥିବା ଗୋଳବାଇ ପଞ୍ଚାୟତ କାୟା ଗ୍ରାମରେ ହାତୀ ଆକ୍ରମଣରେ ଜଣଙ୍କର ମୃତ୍ୟୁ ଘଟିଛି। ସେ ହେଲେ…

ଶୁଣ୍ଢରେ ଟାଣି ନେଇ ମହିଳାଙ୍କୁ କଚାଡ଼ିଦେଲା ହାତୀ

ହିନ୍ଦୋଳ,୨୧ା୮(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ହିନ୍ଦୋଳ ଏନ୍‌ଏସି ଅନ୍ତର୍ଗତ ୧୩ନଂ. ୱାର୍ଡ ତଣ୍ଟିଚିରା ଗ୍ରାମରେ ଶନିବାର ଭୋର ସମୟରେ ଏକ ହାତୀ ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି।…

ସ୍କୁଟିକୁ ପିଟିଲା ମାଲ ବୋଝେଇ କଣ୍ଟେନର: ରାସ୍ତା ମଝିରେ ଲାଗିଲା ନିଆଁ

ବାଲେଶ୍ୱର ଅଫିସ,୨୧ା୮: ବାଲେଶ୍ୱର ଜିଲା ଜଳେଶ୍ବର ଥାନା ୬୦ ନଂ. ଜାତୀୟ ରାଜପଥ ମଧୁବନ ଢାବା ସମ୍ମୁଖରେ ଶୁକ୍ରବାର ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ…

ଏସିଏଫ୍‌ ସୌମ୍ୟରଞ୍ଜନ ମୃତ୍ୟୁ ମାମଲା: ଗେଷ୍ଟ ହାଉସ୍‌ରେ ଡିଏଫ୍‌ଓଙ୍କୁ କ୍ରାଇମବ୍ରାଞ୍ଚର ଜେରା

ପାରଳାଖେମୁଣ୍ଡି,୨୧ା୮: ଏସିଏଫ୍‌ ସୌମ୍ୟରଞ୍ଜନ ମହାପାତ୍ର ମୃତ୍ୟୁ ମାମଲାରେ ଶନିବାର ଗଜପତି ଡିଏଫ୍‌ଓ ସଂଗ୍ରାମ କେଶରୀ ବେହେରାଙ୍କୁ କ୍ରାଇମବ୍ରାଞ୍ଚ ପଚରାଉଚରା କରିଛି। ପାରଳାଖେମୁଣ୍ଡି ପୋଲିସ ଗେଷ୍ଟ ହାଉସ୍‌ରେ ୪…