ବଢ଼ିଲା ରୋଷେଇ ଗ୍ୟାସ ଦର: ଜାଣନ୍ତୁ ସିଲିଣ୍ଡର ପିଛା ଏଣିକି କେତେ ଟଙ୍କା ଦେବାକୁ ହେବ…

ନୂଆଦିଲ୍ଲୀ,୧।୭: ବଢ଼ିଲା ରନ୍ଧନ ଗ୍ୟାସ ଦର। ସିଲିଣ୍ଡର ପିଛା ୨୫ ଟଙ୍କା ୫୦ ପଇସା ଲେଖାଏ ବଢ଼ାଇଛନ୍ତି ସରକାରୀ ତୈଳ କମ୍ପାନୀ। ଏହା ଅଣ ସବ୍‌ସିଡିଯୁକ୍ତ ରୋଷେଇ…

ଆଷ୍ଟ୍ରାଜେନିକର ଗୋଟିଏ ଡୋଜ୍‌ ପାଇଁ ଏକ ଡଲାର ଲାଞ୍ଚ, ବ୍ରାଜିଲରେ ଭାକ୍ସିନ୍‌ ସଙ୍କଟ …

ବ୍ରାସିଲିଆ,୧।୭: ବ୍ରାଜିଲ୍‌ରେ ଭାରତ ବାୟୋଟେକ୍‌ର କୋଭାକ୍ସିନ୍‌ ଦୁର୍ନୀତି ପରେ ଏବେ ଆଷ୍ଟ୍ରାଜେନିକା ଭାକ୍ସିନ୍‌କୁ ସଙ୍କଟ ଦେଖାଦେଇଛି। ଆଷ୍ଟ୍ରାଜେନିକା ଭାକ୍ସିନ୍‌ କିଣାଯିବାରେ ବ୍ୟାପକ ଅର୍ଥ ହେର୍‌ଫେର୍‌ ହୋଇଥିବା ଅଭିଯୋଗ…

କ୍ରିକେଟର୍‌ ସବୁଠୁ ନିଆରା ପ୍ରଶଂସକ: ପାଖରେ ରଖିଛନ୍ତି ଏମିତି ସବୁ ଜିନିଷ

ରାଞ୍ଚି,୧।୭: ଭାରତରେ କ୍ରିକେଟ ପ୍ରଶଂସକଙ୍କ ଅଭାବ ନାହିଁ। କେହି କେହି କ୍ରିକେଟ ମ୍ୟାଚ ଦେଖି ନିଜର ଉତ୍ସାହ ପ୍ରକାଶ କରୁଥିବାବେଳେ କେତେକ କ୍ରିକେଟ ସମ୍ବନ୍ଧୀୟ ଜିନିଷ ସଂଗ୍ରହ…

ପୋଖରୀରେ ବୁଡ଼ି ଶିଶୁ ପୁତ୍ରର ଗଲା ଜୀବନ

ପାଟଣା,୧।୭(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଉପାନ୍ତ ଅଞ୍ଚଳ ପଲାଣି ଘାଟ ପଞ୍ଚାୟତ ସଡ଼ଙ୍ଗବାହାଳୀ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ବୁଧବାର ସନ୍ଧ୍ୟାରେ ଜଣେ…

ଅଧା ବାହାଘର ପରେ ସିନ୍ଦୂର ଲଗାଇବାକୁ ମନା କଲେ କନ୍ୟା, କହିଲେ ଏପରି…

ରାଞ୍ଚି,୧।୭: ବିବାହ ମଣ୍ଡପରେ ବର-କନ୍ୟାଙ୍କ ବାହାଘର ଅଧା ସରିବା ପରେ ହଠାତ୍‌ କନ୍ୟାଙ୍କ ଆଚରଣ ନେଇ ବିବାହ ଅଟକି ଯାଇଛି। ଏବେ ଏହାର ଫଟୋ ଏବଂ ଭିଡ଼ିଓ…

ମହାଭାରତର ‘ଭୀମ’ ଚରିତ୍ର ପାଇଁ ବିଏସ୍‌ଏଫ୍‌ ଚାକିରି ଛାଡ଼ିଦେଇଥିଲେ ଏହି ଅଭିନେତା, ଏବେ ଭାଜପାର…

ବମ୍ବେ: ରାମାନନ୍ଦ ସାଗରଙ୍କ ରାମାୟଣ, ବିଆର୍‌ ଚୋପ୍ରାଙ୍କ ମହାଭାରତ ଲୋକପ୍ରିୟ ଧାରାବାହିକ ମଧ୍ୟରୁ ଅନ୍ୟତମ। ପୌରାଣିକ ପୃଷ୍ଠଭୂମିକୁ ନେଇ ଏହା ଦର୍ଶକଙ୍କ ମଧ୍ୟରେ ଲୋକପ୍ରିୟତା ହାସଲ କରିପାରିଥିଲା।…

ଦଳକୁ କାଳ ଜିନ୍‌ପିଙ୍ଗ୍‌ଙ୍କ କାର୍ଯ୍ୟକାଳ

ବେଜିଂ, ୧।୭: ଚାଇନାର ଶାସକ ଦଳ କମ୍ୟୁନିଷ୍ଟ ପାର୍ଟି ଜୁଲାଇ ୧ରେ ଏହାର ଶତବାର୍ଷିକୀ ପାଳନ କରୁଛି। ତେବେ ସିପିସିର ମୁଖ୍ୟ ଭାବେ ରାଷ୍ଟ୍ରପତି ଶି ଜିନ୍‌ପିଙ୍ଗ୍‌…

୧୪୪ ବର୍ଷ ଟେଷ୍ଟ କ୍ରିକେଟ୍‌ ଇତିହାସରେ ଏହି ୨ ଦେଶ ମଧ୍ୟରେ ଖେଳାଯାଇଥିଲା ସବୁଠୁ ଛୋଟ ମ୍ୟାଚ୍‌

ଟେଷ୍ଟ କ୍ରିକେଟର ଇତିହାସ ପ୍ରାୟ ୧୪୪ ବର୍ଷ ପୁରୁଣା। ଟେଷ୍ଟ କ୍ରିକେଟରେ ଉଭୟ ଦଳ ୨-୨ ଇନିଂସ ଖେଳିବାକୁ ପାଆନ୍ତି ଏବଂ ବଲ ଖେଳିବାର କୌଣସି ସୀମା…

ତାଲିବାନ୍‌: ବଦଳୁଛି ଭାରତର ନୀତି

କାବୁଲ,୧ା୭: ଯୁଦ୍ଧ ପ୍ରଭାବିତ ଆଫଗାନିସ୍ତାନକୁ ନେଇ ତାଲିବାନର ପକ୍ଷ ମଜଭୁତ ହେବାରେ ଲାଗିଥିବା ବିଶ୍ୱ ସମୁଦାୟ ମାନିନେଇଛି। ପଡ଼ୋଶୀ ଦେଶର ପରିବର୍ତ୍ତିତ ବାସ୍ତବତାକୁ ସ୍ବୀକାର କରିବା ସହ…

ଦିଲ୍ଲୀରୁ ଖୁସି ଖବର, ଭାରତକୁ ମିଳିବ ନୂଆ ଭାକ୍ସିନ୍‌ ଜାୟକୋଭ୍‌-ଡି…

ନୂଆଦିଲ୍ଲୀ,୧।୭: ଦେଶରେ କରୋନା ମହାମାରୀ ବିରୋଧରେ ଲଢ଼େଇ ଳାଗି ସାର୍ବଜନୀକ ଟିକାକରଣ ଅଭିଯାନ ଜାରି ରହିଛି। ଦେଶରେ ଭାରତ ବାୟୋଟେକ୍‌ ଦ୍ୱାରା ପ୍ରସ୍ତୁତ କୋଭାକ୍ସିନ୍‌, ସିରମ୍‌ ଇନଷ୍ଟିଚ୍ୟୁଟ୍‌ର…