ଘରେ ପଶି ହାଇତି ରାଷ୍ଟ୍ରପତିଙ୍କୁ ହତ୍ୟା

ପୋର୍ଟ-ଅଉ-ପ୍ରିନ୍ସ (ହାଇତି),୭।୭: ହାଇତି ରାଷ୍ଟ୍ରପତି ଜୋଭେନେଲ ମୋଇସଙ୍କୁ ହତ୍ୟା କରାଯାଇଛି। ବୁଧବାର ସକାଳେ ତାଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଏହି ଘଟଣାରେ ରାଷ୍ଟ୍ରପତିଙ୍କ ସ୍ତ୍ରୀ ଗୁରୁତର…

କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଲେ ଅଶ୍ୱିନୀ ବୈଷ୍ଣବ, ମିଳିପାରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀପଦ

ନୂଆଦିଲ୍ଲୀ,୭।୭: ରାଷ୍ଟ୍ରପତି ଭବନରେ ଶପଥ ନେଉଛନ୍ତି ନୂଆ ମନ୍ତ୍ରୀଗଣ। ଏହି ଅବସରରେ ଓଡ଼ିଶାର ଅଶ୍ୱିନୀ ବୈଷ୍ଣବ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେଇଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ…

‘ମନ କି ବାତ୍‌’ ନୁହେଁ ‘ପେଟ୍ରୋଲ କି ବାତ୍‌’ ଦରକାର

କୋଲକାତା,୭।୭: ଦେଶର ପ୍ରାୟ ସମସ୍ତ ରାଜ୍ୟରେ ପେଟ୍ରୋଲ ଲିଟର ପିଛା ୧୦୦ ଟଙ୍କା ପାର କରିଛି। ଏଥି ନେଇ ବୁଧବାର କେନ୍ଦ୍ର ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣ କରୁଥିବା ପ୍ରଧାନମନ୍ତ୍ରୀ…

ଇସ୍ତଫା ଦେଲେ ଭାଜପାର ୨ ହେଭିଓ୍ବେଟ୍‌ ମନ୍ତ୍ରୀ

ନୂଆଦିଲ୍ଲୀ: କେନ୍ଦ୍ର କ୍ୟାବିନେଟ ସମ୍ପ୍ରସାରଣରେ ସାମିଲ ହେବାକୁ ଥିବା ୪୩ ନେତା ଶପଥ ନେବା ପୂର୍ବରୁ ଇସ୍ତଫା ଦେଇଛନ୍ତି ୧୨ ମନ୍ତ୍ରୀ । ଏମାନଙ୍କ ମଧ୍ୟରେ ରହିଛନ୍ତି…

ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କ ଅନ୍ତିମ ସଂସ୍କାର ସମ୍ପନ୍ନ

ମୁମ୍ବାଇ,୭।୭: ହିନ୍ଦୀ ସିନେମା ଜଗତର ଟ୍ରାଜେଡି କିଙ୍ଗ ଦିଲୀପ କୁମାରଙ୍କୁ ମୁମ୍ବାଇ ଜୁହୁ କବରସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି । ମୁସ୍‌ଲିମ୍‌ ରିତିନୀତି ଅନୁଯାୟୀ ତାଙ୍କୁ ସମାଧି…

ଟପ୍‌-୧୦ ଟି୨୦ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଦୁଇ ଭାରତୀୟ

ଦୁବାଇ,୭।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପୂର୍ବ ଭଳି ଟି୨୦ ବ୍ୟାଟ୍ସମ୍ୟାନଙ୍କ ର଼୍ୟାଙ୍କିଙ୍ଗ୍‌ରେ ପଞ୍ଚମ ସ୍ଥାନ ବଜାୟ ରଖିଛନ୍ତି। ଉଇକେଟକିପର ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲ ଗୋଟିଏ ସୋପାନ…

ତୈଳ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସର ବିକ୍ଷୋଭ

ଆନନ୍ଦପୁର,୭।୭(ସ୍ବ.ପ୍ର.): ତୈଳଦର ବୃଦ୍ଧି ପ୍ରତିବାଦରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଦୋଷ ଲଦି ଆନନ୍ଦପୁର ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବୁଧବାର କଂଗ୍ରେସ ପକ୍ଷରୁ ବିକ୍ଷୋଭ…

ବିବାହରେ ପହଞ୍ଚିଲେ ହଜାରେ ଅତିଥି: ଆଉ ତା’ପରେ

ରାୟପୁର,୭।୭: ଛତିଶଗଡ଼ ଅମ୍ବିକାପୁର ସହରରେ ଆୟୋଜିତ ଏକ ବିବାହ କାର୍ଯ୍ୟକ୍ରମରେ କରୋନା ନିୟମ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଛି। କରୋନା କାଳରେ ବିବାହ କାର୍ଯ୍ୟକ୍ରମରେ କମ୍‌ ସଂଖ୍ୟକ…

ଏକଦା ପ୍ରେମିକାଙ୍କ ପାଇଁ ସୁନିଲ ସେଟ୍ଟୀଙ୍କୁ ହାତ ଯୋଡ଼ି କ୍ଷମା ମାଗିଥିଲେ ସଲମାନ୍‌; ଜାଣନ୍ତୁ ପୁରା ଘଟଣା

ବମ୍ବେ: ବଲିଉଡ୍‌ ଅଭିନେତା ସୁନିଲ ସେଟ୍ଟୀଙ୍କୁ ଇଣ୍ଡଷ୍ଟ୍ରୀର ଅନ୍ନା ବୋଲି କୁହାଯାଏ। ହେଲେ ଯଦି ତାଙ୍କର ବିତୃଷ୍ଣା ଭାବ ଆସେ ତେବେ ସେ କାହା ସହ କଥା…

ରାଶିଫଳ: ଗୁରୁବାର, ଜୁଲାଇ ୦୮ ତାରିଖ – Daily Horoscope

ମେଷ ଆଜି ହଠାତ୍‌ ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ ହୋଇଯିବ। ଯାତ୍ରା ଓ ସାନ୍ଧ୍ୟ ଭ୍ରମଣରେ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରନ୍ତି। ବାଣିଜ୍ୟ, ବ୍ୟବସାୟ…