୨ ହୋମଗାର୍ଡ ବହିଷ୍କୃତ, ଜଣେ ଓଏପିଏଫ୍‌ ନିଲମ୍ବିତ

ଭୁବନେଶ୍ୱର,୮।୭(ବ୍ୟୁରୋ): ରାଜଧାନୀରେ ଜଣେ ନାବାଳକ ଚା’ ଦୋକାନୀଙ୍କୁ ପୋଲିସର ଗୋଇଠା ମାଡ଼ ଓ ଜିନିଷପତ୍ର ଲୁଟିନେବା ଘଟଣାରେ ଡିସିପି ଉମାଶଙ୍କର ଦାଶ ପିସିଆର୍‌ରେ ଥିବା ସମ୍ପୃକ୍ତ ୪…

ଟୋକିଓରେ କରୋନା ସଂକ୍ରମଣ ଶୀର୍ଷରେ

ଟୋକିଓ,୮।୭(ଏପି): ଅଲିମ୍ପିକ୍ସ ଆରମ୍ଭ ହେବାକୁ ଆଉ ମାତ୍ର ୨ ସପ୍ତାହ ବାକିଥିବା ବେଳେ ରାଜଧାନୀ ଟୋକିଓରେ କିନ୍ତୁ କରୋନା ସଂକ୍ରମଣ ବଢିବାରେ ଲାଗିଛି। ମେ’ ମାସ ମଧ୍ୟଭାଗଠାରୁ…

୭ବର୍ଷର କନ୍ୟାକୁ ନିର୍ଯାତନା

ଭୁବନେଶ୍ୱର,(ବ୍ୟୁରୋ)/ ପିପିଲି,(ସ୍ବ.ପ୍ର.) ୮।୭: ମାତ୍ର ୭ବର୍ଷର ଶିଶୁଟିଏ। କିଏ ପର କିଏ ଆପଣାର ଜାଣେନାହିଁ। ହେଲେ ତା’ ପ୍ରତି ବାପା ଓ ସାବତ ମା’ ପାତରଅନ୍ତର ମନୋଭାବ…

ମଝି ଆକାଶରେ ସରିଗଲା ଇନ୍ଧନ: ଶ୍ରୀଲଙ୍କା କ୍ରିକେଟ୍‌ ଦଳର ଉଡିଲା ହୋସ୍‌

କଲମ୍ବୋ,୮।୭: ଶ୍ରୀଲଙ୍କା କ୍ରିକେଟ ଦଳର ଅସୁବିଧା ଥମିବାର ନାମ ନେଉନାହିଁ। ପଡ଼ିଆ ଭିତରେ ଶ୍ରୀଲଙ୍କା ଦଳ ପରାଜୟର ସ୍ବାଦ ଚାଖୁଥିବାବେଳେ, ପଡ଼ିଆ ବାହାରେ ସେମାନଙ୍କ ସହ ଏମିତି…

ଘରୋଇ କ୍ରିକେଟ ସେସନ ଆରମ୍ଭ ପାଇଁ ଓସିଏର ପ୍ରସ୍ତୁତି

ଭୁବନେଶ୍ୱର,୮।୭: ଘରୋଇ କ୍ରିକେଟ ସେସନ ଆରମ୍ଭ କରିବା ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତା’ର ପ୍ରସ୍ତୁତି ଓ ଯୋଜନା ଚୂଡାନ୍ତ କରିବା ପରେ ଓଡ଼ିଶା…

ଅଭିବୃଦ୍ଧି ଆକଳନ କମାଇଲା ଫିଚ୍‌

ନୂଆଦିଲ୍ଲୀ, ୮।୭: ଚଳିତ ଆର୍ଥତ୍କ ବର୍ଷ ଲାଗି ଭାରତର ଅଭିବୃଦ୍ଧି ଆକଳନକୁ ଫିଚ୍‌ ରେଟିଂ ପକ୍ଷରୁ ୧୦%କୁ ହ୍ରାସ କରାଯାଇଛି। ଭାରତ ବଜାର ୧୨.୮% ଅଭିବୃଦ୍ଧି କରିବ…

ଭାଜପା ନେତ୍ରୀଙ୍କୁ ଅପମାନିତ କରୁଛି ବିଜେଡି: ଭାଜପା

ଭୁବନେଶ୍ୱର, ୮।୭(ବ୍ୟୁରୋ): ବିଜେଡି ଶାସନରେ ରାଜ୍ୟର ମହିଳାମାନେ ଆଦୌ ସୁରକ୍ଷିତ ନୁହନ୍ତି। ସୋସିଆଲ ମିଡିଆର ଅପବ୍ୟବହାର କରି ବର୍ତ୍ତମାନ ନୂତନ କୌଶଳ ଆପଣାଇ ନାରୀମାନଙ୍କୁ ଅସମ୍ମାନ କରାଯାଉଛି।…

ଜୀବନରେ ବାରମ୍ବାର ବିଫଳ ହେଉଛନ୍ତି କି? ଚାଣକ୍ୟ କହିଥିବା ଏହି ୧୦ଟି କଥାର ପାଳନ କରନ୍ତୁ, କେବେ ହାରିବେ ନାହିଁ…

ଜୀବନର କଠିନ ପରିସ୍ଥିତିରୁ ମୁକୁଳିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ଅନେକ ଉପାୟ କହିଛନ୍ତି। ଏହାକୁ ଆପଣାଇ ପ୍ରତ୍ୟେକ ମନୁଷ୍ୟ ସବୁ ପରିସ୍ଥିତିରେ ନ ହାରି…

କେନ୍ଦ୍ରକୁ ରାହୁଲଙ୍କ ଟାର୍ଗେଟ

ନୂଆଦିଲ୍ଲୀ, ୮।୭: ନୂଆଦିଲ୍ଲୀରେ ତେଲ ଦର ୧୦୦ ଛୁଇଁବାକୁ ନେଇ କଂଗ୍ରେସ ନେତା ରାହୁଲ ଗାନ୍ଧୀ ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଜୋର ଜବରଦସ୍ତ ଲୋକଙ୍କଠାରୁ ଟିକସ ଆଦାୟକରି…

ଏହି ୪ ରାଶିର ଯୁବତୀ ହୋଇଥାନ୍ତି ବେଶ୍‌ ରୋମାଣ୍ଟିକ୍‌; ଜୀବନସାଥୀଙ୍କୁ ରଖିଥାନ୍ତି ଖୁସିରେ…

କିଛି ଲୋକଙ୍କ ପାଇଁ ପ୍ରେମର ସମ୍ପର୍କ ବହୁତ ଗୁରୁତ୍ୱ ରଖିଥାଏ। ଏମାନେ ନିଜ ପାର୍ଟନରଙ୍କୁ ବେଶ ଭଲପାଇଥାନ୍ତି। ତାଙ୍କର ଛୋଟବଡ଼ କଥା ପ୍ରତି ଯତ୍ନବାନ ହୋଇଥାନ୍ତି। ଜ୍ୟୋତିଷ…