କହ୍ନେୟା ହୋଇପାରନ୍ତି ପିସିସି ସଭାପତି

ନୂଆଦିଲ୍ଲୀ, ୧୬।୯: ଜବାହରଲାଲ୍‌ ନେହେରୁ ୟୁନିଭର୍ସିଟି (ଜେଏନ୍‌ୟୁ)ର ପୂର୍ବତନ ଛାତ୍ରନେତା କହ୍ନେୟାକୁମାର ନିକଟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଥିଲେ। ସେ କଂଗ୍ରେସ ଦଳରେ ଯୋଗ ଦେଇପାରନ୍ତି…

ଟି୨୦ରେ ଅଧିନାୟକ କୋହଲିଙ୍କ ରେକର୍ଡ

ନୂଆଦିଲ୍ଲୀ, ୧୬।୯: ଟି୨୦ ଅଧିନାୟକ ଭାବେ ଆଗାମୀ ବିଶ୍ୱକପ୍‌ ହେବ ବିରାଟ କୋହଲିଙ୍କ ଶେଷ ପ୍ରତିଯୋଗିତା। ଏହି ଫର୍ମାଟରେ ନେତୃତ୍ୱ ନେବାରେ ତାଙ୍କର ରେକର୍ଡ ଯଥେଷ୍ଟ ଭଲ।…

ଥରିଲା ଚାଇନା

ବେଜିଂ, ୧୬।୯: ଚାଇନାର ସିଚୁଆନ୍‌ ପ୍ରଦେଶରେ ଗୁରୁବାର ମଧ୍ୟମ ଧରଣର ଭୂକମ୍ପ ଅନୁଭୂତ ହୋଇଛି। ଏଥିରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୬୦ରୁ ଊର୍ଦ୍ଧ୍ୱ ଆହତ…

ଖୋଲିଲା ୨ ଗେଟ୍‌: ବରୀରେ ବଢ଼ୁଛି ବନ୍ୟା ଆଶଙ୍କା

ବରୀ,୧୬।୯: ଅନୁଗୋଳ ଜିଲାସ୍ଥିତ ରେଙ୍ଗାଲୀ ଡ୍ୟାମ୍‌ର ଗୁରୁବାର ୨ଟି ଗେଟ ଖୋଲାଯାଇଛି। ନିଷ୍କାସିତ ବନ୍ୟା ୩୬ ଘଣ୍ଚା ମଧ୍ୟରେ ଜଳ ଯାଜପୁର ଜିଲା ବରୀ ବ୍ଲକରେ ପହଞ୍ଚିବ…

ହତ୍ୟାକାରୀଙ୍କୁ ଧରାପକାଇ ଦେଲା ଟାଟୁ

ଥାଣେ,୧୬।୯: ନବି ମୁମ୍ବାଇରେ ଖଣ୍ଡ ବିଖଣ୍ଡିତ ମୃତଦେହ ମିଳିବାର ଦିନକ ପରେ ଟାଟୁ କାରଣରୁ ମୃତକଙ୍କ ପରିଚୟ ମିଳିଛି। କଟା ହାତରେ ଥିବା ଟାଟୁ ସହାୟତାରେ ଅଭିଯୁକ୍ତଙ୍କୁ…

ଏମାର ମଠରେ ଗୁପ୍ତଧନ ସନ୍ଧାନ

ପୁରୀ ଅଫିସ,୧୬।୯: ବହୁଚର୍ଚ୍ଚିତ ଏମାର ମଠରେ ଗୁପ୍ତଧନ (ବିଭିନ୍ନ ମୂଲ୍ୟବାନ ସମ୍ପତ୍ତି) ଓ ରୁପାଇଟା ଥିବା ସନ୍ଧାନରେ ପୁଣି ଯାଞ୍ଚ ଆରମ୍ଭ ହୋଇଛି। ଗୁରୁବାର ଏମାର ମଠର…

ଓଡ଼ିଶା: ଆଜିର ଫଟୋ (ସେପ୍ଟେମ୍ବର ୧୬, ୨୦୨୧)

ପିଲାମାନେ ଭୁବନେଶ୍ୱରର କୋଚିଳାଇ ହାଟରେ ଏକ ଭଙ୍ଗା ଦୁଇ ଚକିଆ ଯାନକୁ ଠେଲି ଠେଲି ନେଉଛନ୍ତି ମତ୍ସ୍ୟଜୀବୀମାନେ କଟକସ୍ଥିତ ନରାଜ ଆନିକଟରେ ମାଛ ଧରୁଥିବାର ଦୃଶ୍ୟ ଗ୍ରାହକମାନେ…

ଯୁକ୍ତ ୩ ଦ୍ୱିତୀୟ ପର୍ଯ୍ୟାୟ ମେରିଟ୍‌ ଲିଷ୍ଟ ତାରିଖ ଘୁଞ୍ଚିଲା

ଭୁବନେଶ୍ୱର, ୧୬।୯ (ବ୍ୟୁରୋ): ବଢିଲା ଯୁକ୍ତ ୩ ପ୍ରଥମ ପର୍ଯ୍ୟାୟ ନାମଲେଖା ପ୍ରକ୍ରିୟା ଅବଧି। ରାଜ୍ୟରେ ଲଗାଣ ବର୍ଷା ଯୋଗୁଁ ନାମଲେଖା ସମୟ ଆହୁରି ଦୁଇ ଦିନ…

ଫୁଟ୍‌ବଲ ଷ୍ଟାଡିୟମରେ ଗୋଡ଼େଇ ଗୋଡ଼େଇ ହାଣିଲେ

ବେଙ୍ଗାଲୁରୁ,୧୬।୯: କର୍ନାଟକ ରାଜ୍ୟ ଫୁଟବଲ ଆସୋସିଏଶନ (କେଏସ୍‌ଏଫ୍‌ଏ) ଷ୍ଟାଡିୟମରେ ଗତ ରବିବାର ସନ୍ଧ୍ୟାରେ ଅରବିନ୍ଦ ଓରଫ ଲିଙ୍କୁ ହତ୍ୟା କରାଯାଇଥିଲା। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତ ୪ ଜଣଙ୍କୁ…

ହୀରାକୁଦ ଡ୍ୟାମ୍‌ ପ୍ରତି ବଢୁଛି ବିପଦ

ସମ୍ବଲପୁର,୧୬ା୯(ବ୍ୟୁରୋ): ଲପୁଚାପ ବର୍ଷାରେ ହୀରାକୁଦ ଜଳଭଣ୍ଡାରରେ ଜଳସ୍ତର ବୃଦ୍ଧି ପାଇ ସର୍ବାଧିକ ଜଳଧାରଣ କ୍ଷମତା ୬୩୦ ଫୁଟ୍‌ ପାଖରେ ପହଞ୍ଚତ୍ୟାଇଛି। ରିପୋର୍ଟ ଅନୁସାରେ ୭ଦିନ ଭିତରେ ଡ୍ୟାମ୍‌ରେ…