ଘୁଞ୍ଚିଲା ଭାରତ-ଶ୍ରୀଲଙ୍କା ସିରିଜ୍‌

ନୂଆଦିଲ୍ଲୀ,୧୦।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌ ୫ ଦିନ ବିଳମ୍ବରେ ଅର୍ଥାତ୍‌ ୧୮ ତାରିଖରୁ ଆରମ୍ଭ ହେବ। ପୂର୍ବ…

ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା

ଅନନ୍ତନାଗ,୧୦ ।୭: ଜମ୍ମୁ-କଶ୍ମୀର ଅନନ୍ତନାଗ ଜିଲାର କବାରିଗାମ ଅଞ୍ଚଳରେ ଶନିବାର ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ସେଠାରେ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ମୁହାଁମୁହିଁ ହୋଇଥିବା…

ନକଲି ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲି କରୁଥିଲେ ଅପବ୍ୟବହାର: ଯୁବକ ଗିରଫ

ବଡ଼ବିଲ,୧୦ା୭(ସ୍ବ.ପ୍ର): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅଞ୍ଚଳର ଜଣେ ଯୁବକ ଓ ଜଣେ ଯୁବତୀଙ୍କ ନାମରେ ନକଲି ଫେସ୍‌ବୁକ ଆକାଉଣ୍ଟ ଖୋଲି ଅପବ୍ୟବହାର କରିଥିବା ଅଭିଯୋଗରେ ପୋଲିସ…

ଆର୍ଥିକ ଅସୁବିଧା ଦେଇ ଗତି କରୁଛନ୍ତି କି? ଆପଣାନ୍ତୁ ଚାଣକ୍ୟଙ୍କ ଏସବୁ ଉପାୟ

ଜୀବନର ଛୋଟବଡ଼ ଆବଶ୍ୟକତାକୁ ପୂରଣ କରିବାକୁ ଧନର ଆବଶ୍ୟକତା ପଡ଼ିଥାଏ। ଏଥିନେଇ ସମସ୍ତେ ଅଧିକରୁ ଅଧିକ ଧନ ରୋଜଗାର କରିବାକୁ ଚାହିଁଥାନ୍ତି। ଆର୍ଥିକ ସ୍ଥିତି ସ୍ବଚ୍ଛଳ ନ…

ପ୍ରଥମଥର ପାଇଁ ଶ୍ରୀମନ୍ଦିରରେ ହେବ ଲେଜର ସ୍କାନିଂ

ପୁରୀ ଅଫିସ,୧୦ା୭: ରଥଯାତ୍ରା ସମୟରେ ଶ୍ରୀମନ୍ଦିର ଗର୍ଭଗୃହର ମରାମତି ହେବା ନେଇ ପୂର୍ବରୁ ନିଷ୍ପତ୍ତି ହୋଇଥିବା ବେଳେ ବର୍ତ୍ତମାନ ଲେଜର ସ୍କାନିଂ ଜରିଆରେ ଶ୍ରୀମନ୍ଦିରର ସ୍ଥିତି ପରଖାଯାଇ…

ପାକିସ୍ତାନ ମନ୍ତ୍ରୀଙ୍କ ଦାବି ଆରମ୍ଭ ହୋଇ ସାରିଛି କରୋନାର ଚତୁର୍ଥ ଲହର

ଇସ୍‌ଲାମାବାଦ,୧୦ ।୭: ସାରା ବିଶ୍ୱ ଏବେ କରୋନା ଯୁଦ୍ଧ ଲଢି ଚାଲିଥିବା ବେଳେ ପାକିସ୍ତାନର ପ୍ଲାନିଙ୍ଗ ଡେଭଲପମେଣ୍ଟ ଆଣ୍ଡ ସ୍ପେଶାଲ ଇନିସିଏଟିଭ ମନ୍ତ୍ରୀ ଅସଦ ଉମର କହିଛନ୍ତି…

ହସ୍ପିଟାଲରୁ ଶିଶୁପୁତ୍ରକୁ ଚୋରି କରି ନେଇଥିଲେ ଚୋର, ମା’ଙ୍କ ଅବସ୍ଥା ଦେଖି ରାସ୍ତାରେ ଶୁଆଇ ଚାଲିଗଲେ

ଜୟପୁର,୧୦ା୭: ରାଜସ୍ଥାନର ବାଡମେର ଜିଲା ହସ୍ପିଟାଲରୁ ଏକ ଶିଶୁପୁତ୍ର ଚୋରି ହୋଇଥିଲା। ତେବେ ତିନିଦିନ ପରେ ଏହି ଶିଶୁପୁତ୍ର ମିଳିଛି। ହସ୍ପିଟାଲରୁ ପୁଅକୁ କେହି ଚୋରି କରିନେବା…

ରାଶିଫଳ: ରବିବାର, ଜୁଲାଇ ୧୧ ତାରିଖ – Daily Horoscope

ମେଷ ଆଜିର ଅପୂର୍ବ ଗ୍ରହଯୋଗ ପାରିବାରିକ, ସାମାଜିକ, ଆନୁଷ୍ଠାନିକ କାମରେ ଉତ୍ସାହିତ କରିବ। ଚତୁର୍ଥଭାବସ୍ଥ ଗ୍ରହ ପ୍ରଭାବରୁ ବନ୍ଧୁ ଗହଣରେ ସମୟ କଟାଇବେ। କେତେକ କ୍ଷେତ୍ରରେ ଦ୍ୱନ୍ଦ୍ୱରେ…

ଜୁଲାଇ ୧୯ ପର୍ଯ୍ୟନ୍ତ ବଢିଲା ଲକଡାଉନ୍‌

ଚେନ୍ନାଇ,୧୦ ।୭: ତାମିଳନାଡୁରେ କରୋନା ଗ୍ରାଫ୍ ତଳମୁହାଁ ହୋଇଥିଲେ ବି ରାଜ୍ୟ ସରକାର ଏତେଶୀଘ୍ର ନିୟମ କୋହଳ କରିବା ମୁଡରେ ନାହାଁନ୍ତି । ଏମ୍ କେ ଷ୍ଟାଲିନଙ୍କ…

ନିଜଠୁ ଦୁଇବର୍ଷ ସାନ ଅଭିନେତାଙ୍କ ସହ ରୋମାନ୍ସ କରିବେ ଏହି ଅଭିନେତ୍ରୀ

ମୁମ୍ବାଇ: ଏକତା କପୁରଙ୍କ ଶୋ’ ‘ବଡ଼େ ଅଚ୍ଛେ ଲଗତେ ହୈ-୨’କୁ ନେଇ ପ୍ରଶଂସକମାନେ ବେଶ୍‌ ଉତ୍ସାହିତ ଅଛନ୍ତି। ଏହାର ପ୍ରଥମ ସିଜନରେ ସାକ୍ଷୀ ତଓ୍ବର ଏବଂ ରାମ…