କେହି ସୀମା ଲଂଘିବା ଅନୁଚିତ

ନୂଆଦିଲ୍ଲୀ,୧୧ା୮: ଇସ୍ରାଏଲର ଏନ୍‌ଏସ୍‌ଓ ଗ୍ରୁପ୍‌ ପକ୍ଷରୁ ପ୍ରସ୍ତୁତ ପେଗାସସ୍‌ ସ୍ପାଏଓ୍ବେରର ସରକାରୀ ବ୍ୟବହାର ନେଇ ତଦନ୍ତ କରାଇବା ଲାଗି ଦାଏର ଏକାଧିକ ଜନସ୍ବାର୍ଥ ମାମଲା (ପିଆଇଏଲ୍‌)ର ଶୁଣାଣିକୁ…

ଆମକୁ ମରିବାକୁ ଛାଡି ଦିଅନ୍ତୁ ନାହିଁ; ନିଜ ଦେଶକୁ ରକ୍ଷା କରିବାକୁ ବିଶ୍ୱ ନେତାଙ୍କୁ ଅପିଲ କଲେ ଏହି କ୍ରିକେଟର୍‌

କାବୁଲ,୧୧।୮:ଆଫଗାନିସ୍ତାନରେ ଏବେ ଅବସ୍ଥା ଆହୁରି ବିଗିଡି ଯାଇଛି। ତାଲିବାନ ଏବଂ ସରକାରୀ ସାମରିକ ବାହିନୀ ମଧ୍ୟରେ ପ୍ରବଳ ଯୁଦ୍ଧ ଯୋଗୁ ଦେଶର ସ୍ଥିତି ଖରାପ ହେବାରେ ଲାଗିଛି।…

ରାଜ୍ୟ ପ୍ରସ୍ତୁତ କରିବେ ଓବିସି ତାଲିକା

ନୂଆଦିଲ୍ଲୀ,୧୧ା୮: ପାର୍ଲାମେଣ୍ଟର ମୌସୁମୀ ଅଧିବେଶନରେ ପେଗାସସ୍‌ ସ୍ପାଏଓ୍ବେର, କୃଷି ଆଇନ ଓ ଦରଦାମ୍‌ ବୃଦ୍ଧିକୁ ନେଇ ଅଚଳାବସ୍ଥା ଲାଗି ରହିଥିବାବେଳେ ମଙ୍ଗଳବାର ଏକ ବିରଳ ଦୃଶ୍ୟ ଦେଖିବାକୁ…

ସିବଲଙ୍କ ଘରେ ବିରୋଧୀ ମେଳି

ନୂଆଦିଲ୍ଲୀ,୧୧ା୮: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା କପିଲ ସିବଲଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସୋମବାର ରାତିରେ ଆୟୋଜିତ ନୈଶଭୋଜିରେ ଅନେକ ବିରୋଧୀ ଦଳ ନେତା ସାମିଲ…

ନୁଆଁଣିଆ ଚାଳ ଘରେ ଚାଲିଛି ସଂଘର୍ଷ: ପ୍ରୋତ୍ସାହନ ଅପେକ୍ଷାରେ ଆନ୍ତର୍ଜାତିକ ଖୋଖୋ ଖେଳାଳି

ବାଲେଶ୍ୱର ଅଫିସ, ୧୧।୮- ଟୋକିଓ ଅଲିମ୍ପିକ୍ସ ସଫଳତା ପରେ ସମଗ୍ର ଦେଶରେ କ୍ରୀଡ଼ାକୁ ନେଇ ବେଶ ଆଲୋଚନା ଚାଲିଛି। ରାଜ୍ୟ ସରକାର ମଧ୍ୟ କ୍ରୀଡ଼ାର ଭିତ୍ତିଭୂମିର ବିକାଶ…

ଜଳୁନି ୫ହଜାର ଷ୍ଟ୍ରିଟ୍‌ ଲାଇଟ: ଅନ୍ଧାରରେ ବାରିପଦା ପୌର ପରିଷଦ

ବାରିପଦା ଅଫିସ,୧୧ା୮-ମୟୂରଭଞ୍ଜ ଜିଲାର ପୌର ଓ ବିଜ୍ଞାପିତ ପରିଷଦ ଅଞ୍ଚଳରେ ଆଲୋକୀକରଣ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇଛି। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ୫ ହଜାର…

୨୩୩ ବର୍ଷର ଇତିହାସରେ ପ୍ରଥମ: ହୋଚୁଲ୍‌ ନ୍ୟୁୟର୍କର ପ୍ରଥମ ମହିଳା ଗଭର୍ନର…

ନ୍ୟୁୟର୍କ,୧୧।୮: ନ୍ୟୁୟର୍କର ୨୩୩ ବର୍ଷର ଇତିହାସରେ ପ୍ରଥମ ଘଟଣା ଘଟିଛି। ଏଠାରେ ଶାସନ ଡୋର ପ୍ରଥମ ଥର ପାଇଁ ଜଣେ ମହିଳା ଗଭର୍ନରଙ୍କ ହାତକୁ ଯାଇଛି। ଯୌନ…

ଜମି ଫାଟି ଆଁ : ଚିନ୍ତାରେ ଚାଷୀ

ତେଲକୋଇ, ୧୧।୮(ଡି.ଏନ.ଏ.): ଚାଷୀ ବହୁଳ ତେଲକୋଇ ଅଞ୍ଚଳରେ ବର୍ଷାର ଅଭାବ ଯୋଗୁ ଅଧିକାଂଶ ଜମି ଶୁଖିଲା ପଡିଛି । ଧାନ, ରୁଆ ବିହୁଡା ଅଧାରେ ରହିଛି। ଚାଷୀ…

ରୋଗୀ କଲବଲ, ଲୁଟୁଛନ୍ତି ଦଲାଲ

ଭୁବନ, ୧୧।୮(ଡି.ଏନ୍‌.ଏ.) - କରୋନା ମହାମାରୀ ସମୟରେ ବଢ଼ିଛି ସ୍ବାସ୍ଥ୍ୟସେବାର ଗୁରୁତ୍ୱ। କେବଳ କୋଭିଡ୍‌ ନୁହେଁ, ଅନ୍ୟ ରୋଗୀମାନଙ୍କ ଚିକିତ୍ସାରେ ଯେପରି କୌଣସି ଅବହେଳା ନ ହୁଏ;…

ପରଦା ପଛରେ ପୂଜା

ଅନୁଗୋଳ ଅଫିସ, ୧୧ା୮ - ଉତ୍ସବ ନୁହେଁ ଜୀବନ ବଡ଼। ଏହି ବାର୍ତ୍ତା ଦେବାକୁ ଯାଇ ରାଜ୍ୟ ସରକାର ପାର୍ବଣ ଋତୁରେ କୋଭିଡ୍‌ କଟକଣାକୁ ଆଦୌ କୋହଳ…