କ୍ଷେତରୁ ମିଳିଲା ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ

ଚଣ୍ଡିଗଡ଼,୧୫ ।୮: ପଞ୍ଜାବ ରୁପନଗରରେ ଏକ କ୍ଷେତରୁ ‘ଆଇ ଲଭ୍ ପାକିସ୍ତାନ’ ଲେଖାଥିବା ବେଲୁନ ମିଳିବା ପରେ ଭୟର ବାତାବରଣ ସୃଷ୍ଟି ହୋଇଛି । ପୋଲିସ ଘଟଣାର…

ରାଶିଫଳ: ସୋମବାର, ଅଗଷ୍ଟ ୧୬ ତାରିଖ – Daily Horoscope

ମେଷ ରବି ଅଶ୍ଳେଷା ନକ୍ଷତ୍ରରେ ରହିଥିବାରୁ ଆଜି ଆପଣଙ୍କୁ ଆଶା, ନିରାଶା ମଧ୍ୟରେ ଦିନଟି କଟଇବାକୁ ପଡିପାରେ। ଘର କଥା ହେଉ କିମ୍ବା କର୍ମକ୍ଷେତ୍ର କଥା ହେଉ…

ଆଫଗାନିସ୍ତାନରେ ମହାସଙ୍କଟ: ଦେଶର ସମସ୍ତ ସୀମାକୁ କବ୍‌ଜା କଲା ତାଲିବାନ

କାବୁଲ,୧୫।୮: ଆଫଗାନିସ୍ତାନରେ ତାଲିବାନ ଆତଙ୍କ ଚରମ ସୀମାରେ ପହଞ୍ଚିଛି। ସର୍ବଶେଷ ସୂଚନା ଅନୁଯାୟୀ ତାଲିବାନ ଆତଙ୍କବାଦୀମାନେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ପ୍ରବେଶ କରି ଦେଶର ସମସ୍ତ ସୀମା…

ଇରାନରେ କରୋନାର ପଞ୍ଚମ ଲହର: ପ୍ରତିଦିନର ମୃତ୍ୟୁସଂଖ୍ୟା ୬୦୦!

ତେହେରାନ,୧୫ ।୮: ଇସଲାମିକ ଦେଶ ଇରାନରେ କରୋନା ସଂକ୍ରମଣର ପଞ୍ଚମ ଲହର ବା ଏପର୍ଯ୍ୟନ୍ତ ଆସିଥିବା ସବୁଠାରୁ ଭୟଙ୍କର ଲହର ଆରମ୍ଭ ହୋଇ ଯାଇଛି ବୋଲି କୁହାଯାଉଛି…

ଘରେ ସୁଖ-ସମୃଦ୍ଧି ଆଣିଦିଏ ଚିମୁଟାଏ ଲୁଣ; ଏପରି କରନ୍ତୁ ବ୍ୟବହାର

ଖାଦ୍ୟ ପ୍ରସ୍ତୁତ ବେଳେ ଯେତେ ମସଲା ପକାଇଲେ ବି ଲୁଣ ପକାଇବା ପରେ ତାର ସ୍ବାଦ ଆସିଥାଏ। ଯଦିଓ ଲୁଣକୁ ଖାଦ୍ୟପେୟର ଅଭିନ୍ନ ଅଙ୍ଗ କୁହାଯାଏ, ଏହାର…

ଧୋନୀଙ୍କ ଏହି ନିଷ୍ପତ୍ତିରେ ସାରା ଦେଶ ହୋଇଥିଲା ଚକିତ

ଅଗଷ୍ଟ ୧୫ ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ବିଶେଷ ଦିନ। ଏହି ଦିନ ଭାରତ ସ୍ବାଧୀନତା ପାଇଥିଲା। ଏହି ବର୍ଷ ଦେଶ ୭୫ ତମ ସ୍ବାଧୀନତା ଦିବସ…

ଦୁର୍ଘଟଣାରେ ପୂର୍ବତନ ସମିତିସଭ୍ୟଙ୍କ ଜୀବନ ଗଲା

ଖଇରା, ୧୫।୮(ଡି.ଏନ.ଏ.)-ବାଲେଶ୍ବର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ପୂର୍ବତନ ସମିତିସଭ୍ୟ, ଭାଜପାର ସୁସଙ୍ଗଠକ, ନେତା ଅଭୟ କୁମାର ମହାନ୍ତି(୫୨)ଙ୍କ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ…

୮୮ ମିନିଟର ଭାଷଣରେ ୨୯ ଥର କୃଷକ ଶବ୍ଦର ବ୍ୟବହାର କଲେ ମୋଦି

ନୂଆଦିଲ୍ଲୀ,୧୫ ।୮: ଦେଶର ୭୫ତମ ସ୍ୱାଧିନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ଲାଲକିଲାରେ ଦେଶକୁ ସମ୍ବୋଧିତ କରିଛନ୍ତି । ଆଉ ଏକ ଲମ୍ବା ୮୮…

ନାଗିନ୍‌ ଡ୍ୟାନ୍ସ କଲେ କୋହଲି

ଲଣ୍ଡନ,୧୫।୮: ଇଂଲଣ୍ଡର ଐତିହାସିକ ଲର୍ଡସ ଗ୍ରାଉଣ୍ଡରେ ଭାରତ ପାଇଁ ଶୁଭ ପ୍ରମାଣିତ ହୋଇଛି। କାରଣ ଏହି ଗ୍ରାଉଣ୍ଡରେ ସୌରଭ ଗାଙ୍ଗୁଲିଙ୍କ ଅଧିନାୟିକତ୍ୱରେ ୨୦୦୨ରେ ଭାରତ ନାଟଓ୍ବେଷ୍ଟ ଟ୍ରଫି…

ରାୟଗଡ଼ାରେ ଉଡ଼ିଲା ତ୍ରିରଙ୍ଗା

ରାୟଗଡ଼ା ଅଫିସ,୧୫।୮ ରାୟଗଡ଼ାର ସ୍ଥାନୀୟ ଗୋବିନ୍ଦ ଚନ୍ଦ୍ର ଦେବ ପଡ଼ିଆଠାରେ ନିରାଡମ୍ବର ଭାବେ ଆଜି ଜିଲାସ୍ତରୀୟ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜିଲାପାଳ ସରୋଜ କୁମାର ମିଶ୍ର…