ମହାକାଳପଡ଼ାରୁ ନନ୍ଦନକାନନ ଆସିଲା ଥଣ୍ଟିିଆ କୁମ୍ଭୀର

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନକୁ ରବିବାର ରାତିରେ ଏକ ଥଣ୍ଟିଆ କୁମ୍ଭୀର କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରୁ ଉଦ୍ଧାର ହୋଇ ଆସଛି। ସାମଯୋରି ଗ୍ରାମର କେତେଜଣ ଯୁବକ ପାଇକା ନଦୀକୁ ମାଛ…

ନନ୍ଦନକାନନକୁ ଆସିବ କେନ୍ଦ୍ରୀୟ ଚିଡ଼ିିଆଖାନା ଟିମ୍‌

ବାରଙ୍ଗ,୩୦ା୮(ଡି.ଏନ୍‌.ଏ.): ନନ୍ଦନକାନନ ମୂଲ୍ୟାଙ୍କନ ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା କର୍ତ୍ତୃପକ୍ଷଙ୍କ ସଦସ୍ୟ ଶ୍ରୀୟୁ ପ୍ରକାଶମ ଜଣିକିଆ କମିଟି ପରିଦର୍ଶନରେ ଆସିବେ। ପ୍ରାଣୀ ଉଦ୍ୟାନ ଠିକ୍‌ ପରିଚାଳନା ହେଉଛି କି…

ଜଳ ପରିମଳ: ଓଡ଼ିଶା ପାଇବ ୫୨୮୦ କୋଟି

ନୂଆଦିଲ୍ଲୀ/ଭୁବନେଶ୍ୱର,୩୦ା୮(ବ୍ୟୁରୋ): ଆର୍ଥିକ ବର୍ଷ ୨୦୨୧-୨୨ଠାରୁ ୨୦୨୫-୨୬ ଯାଏ ଦେଶର ଗ୍ରାମ ପଞ୍ଚାୟତଗୁଡିକୁ ୧.୪୨ ଲକ୍ଷ କୋଟି ଟଙ୍କାର ଅନୁଦାନ କେନ୍ଦ୍ର ସରକାର ଯୋଗାଇ ଦେବେ। ପାନୀୟ ଜଳ…

ଗୁରୁଜୀଙ୍କ ନାଁରେ ଅଭିଯୋଗ ଲମ୍ବୁଛି

ଖୋର୍ଦ୍ଧା ଅଫିସ,୩୦ା୮: ମାନବବାଦ ସଙ୍ଗଠନ ନାଁରେ ତାଲିବାନୀ ଶାସନ ଚଳାଇଥିବା ତଥାକଥିତ ଗୁରୁଜୀ ମାନସ ଦାସଙ୍କ ବିରୋଧରେ ଅଭିଯୋଗର ଫର୍ଦ୍ଦ ଲମ୍ବିବାରେ ଲାଗିଛି। ମାନସଙ୍କ ବିରୋଧରେ ଜଣକ…

ଆଇନର ଚକ୍ରବ୍ୟୁହ, ୧୯ ବର୍ଷ ଧରି ଥାନାରେ ପ୍ରଭୁ ଶ୍ରୀକୃଷ୍ଣ …

କାନପୁର,୩୦।୮: ପୁରାଣରେ ଉଲ୍ଲେଖ କରାଯାଇଛି ଦ୍ୱାପର ଯୁଗରେ ପ୍ରଭୁ ଶ୍ରୀକୃଷ୍ଣ ବନ୍ଦୀଶାଳରେ ଜନ୍ମଗ୍ରହଣ କରିଥିଲେ। ତେବେ କଳିଯୁଗରେ ଆଇନର ଚକ୍ରବ୍ୟୁହରେ ପଡ଼ି ପ୍ରଭୁ ଶ୍ରୀକୃଷ୍ଣ ଗତ ୧୯…

ତାଲିବାନଙ୍କ ବର୍ବର କାଣ୍ଡ: ଗାୟକଙ୍କୁ ଘରୁ ଡାକି ମୁଣ୍ଡକୁ ମାରିଲେ ଗୁଳି

କାବୁଲ,୩୦।୮: ଆଫଗାନିସ୍ତାନକୁ ତାଲିବାନ କବ୍‌ଜା କରିବା ପରେ ସେଠାରେ ଆତଙ୍କରାଜ ଚାଲିଛି। ଦେଶର ଜଣେ ଲୋକ ଗାୟକଙ୍କୁ ଘରୁ ଡାକି ନେଇ ତାଙ୍କ ମୁଣ୍ଡକୁ ଗୁଳି ମାରି…

ପିଲାଦିନେ ଗୋଟିଏ ହାତ କାମୁଡ଼ି ଛିଣ୍ଡେଇ ଦେଇଥିଲା ଭାଲୁ, ପାରାଅଲିମ୍ପିକ୍ସରେ ରଚିଲେ ଇତିହାସ

ଜାପାନ,୩୦ା୮: କୁହାଯାଏ, ସାହସ ଥିବା ଲୋକ କେବେ ହାରେନାହିଁ। ଏହି ଉକ୍ତିର ସତ୍ୟତା ପ୍ରତିପାଦିତ କରିଛନ୍ତି ଟେବୁଲ ଟେନିସ ଖେଳାଳି ମା ଲିନ୍‌। ତାଙ୍କୁ ଯେତେବେଳେ ୫…

କାବୁଲ ବିମାନ ବନ୍ଦର ନିକଟରେ ପୁଣି ୫ ରକେଟ ମାଡ

କାବୁଲ,୩୦ ।୮: ଆଫଗାନିସ୍ତାନର ରାଜଧାନୀ କାବୁଲରେ ସୋମବାର ସକାଳେ ପୁଣିଥରେ ଆକ୍ରମଣ କରାଯାଇଛି । କାବୁଲ ବିମାନ ବନ୍ଦର ନିକଟରେ ୫ଟି ରକେଟ ମାଡ କରାଯାଇଥିବା ସୂଚନା…

ଶଶି ଥରୁରଙ୍କୁ ଆସିଥିଲା ଫିଲ୍ମ ଅଫର୍‌, ଏହି କାରଣରୁ କରିଥିଲେ ମନା

ବଲିଉଡର ‘ଦବଙ୍ଗ ଖାନ’ ସଲମାନ ଖାନ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଚେହେରା। ସେ ନିଜ କ୍ୟାରିୟରରେ ଏପର୍ଯ୍ୟନ୍ତ ଏକରୁ ଅଧିକ ସୁପରହିଟ ଫିଲ୍ମ କରିଛନ୍ତି। ସେ…

ଲାଲୁଙ୍କ ପରିବାରରେ ଜନ୍ମାଷ୍ଟମୀ ବିବାଦ, ପୋଷ୍ଟରରେ ଅଛନ୍ତି କୃଷ୍ଣ ନାହାନ୍ତି ଅର୍ଜୁନ…

ପାଟନା,୩୦।୮: ବିହାରରେ ଲାଲୁ ପ୍ରସାଦ ଯାଦବଙ୍କ ଘରେ ଜନ୍ମାଷ୍ଟମୀ ବିବାଦ ଦେଖାଦେଇଛି। ଜନ୍ମାଷ୍ଟମୀ ଅବସରେ ପାଟନା ସହରରେ ପୋଷ୍ଟର ଲଗାଯାଇଛି। ପୋଷ୍ଟରରେ ଲାଲୁଙ୍କ ସହିତ ରାବ୍ରି ଦେବୀଙ୍କ…