ଦିନିକିଆ,ଟି-୨୦ ମ୍ୟାଚ୍‌ରେ ଗୋଟିଏ ବି ଛକା ଲଗାଇନାହାନ୍ତି ଏହି ୩ କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳରେ ଏବେ ଏକରୁ ଅଧିକ ମହାନ ଖେଳାଳି ଅଛନ୍ତି। ଏହି ଦଳରେ ୩ ଜଣ ଖେଳାଳି ଅଛନ୍ତି ଯେଉଁମାନେ ଏ ପର୍ଯ୍ୟନ୍ତ ଦିନିକିଆ ଏବଂ…

୪ ଗର୍ଲଫ୍ରେଣ୍ଡଙ୍କୁ ଘର ଆଗରେ ଏକାଠି ଦେଖି ଯୁବକ ନେଲେ ଏମିତି ନିଷ୍ପତ୍ତି

ଜଲପାଇଗୁଡି,୧୨।୧୧:ପଶ୍ଚିମବଙ୍ଗର କୁଚ ବେହାରରେ ଏକ ରୋଚକ ଘଟଣା ଘଟିଛି। ଜଣେ ଯୁବକ ୪ ଯୁବତୀଙ୍କୁ ପ୍ରେମ କରି ଧରାପଡିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହା ପରେ…

ବିଶ୍ୱକପ୍‌ରେ ପାକିସ୍ତାନର ପରାଜୟ ଧାରା ଜାରି

ଦୁବାଇ,୧୨।୧୧: ଗ୍ରୁପ ପର୍ଯ୍ୟାୟରେ ଭାରତକୁ ହରାଇଥିବା ପାକିସ୍ତାନର ବିଜୟ ରଥ ଚଳିତ ଟି୨୦ ବିଶ୍ୱକପ୍‌ର ସେମିଫାଇନାଲଟରେ ଅଟକିଛି। ଦ୍ୱିତୀୟ ସେମିଫାଇନାଲକୁ ୫ ଉଇକେଟରେ ଜିତି ଫାଇନାଲରେ ପ୍ରବେଶ…

ଭାଜପାକୁ ୟୁପିରୁ ତଡ଼ିଦେବେ ଚାଷୀ, ଆଞ୍ଚଳିକ ଦଳ

ମୁଜାଫରନଗର,୧୨।୧୧: ଆଗାମୀ ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଚାଷୀଙ୍କ ଆନ୍ଦୋଳନ ଓ ଆଞ୍ଚଳିକ ଦଳ ଉତ୍ତରପ୍ରଦେଶରୁ ଭାଜପାକୁ ଓପାଡ଼ି ଫିଙ୍ଗିବେ। ଗୁରୁବାର ଏଭଳି ଦୃଢ଼ୋକ୍ତି ଦେଇଛନ୍ତି…

ବିଶ୍ୱକୁ ନୂଆ ଚାମ୍ପିୟନ ଦେବେ ଦୁଇ ପଡ଼ୋଶୀ

ଦୁବାଇ,୧୨।୧୧: ଏଥର ବିଶ୍ୱକୁ ମିଳିବ ନୂଆ ଚାମ୍ପିୟନ। ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ପରସ୍ପରକୁ ଭେଟିବାକୁ ଯାଉଛନ୍ତି ଦୁଇ ପଡ଼ୋଶୀ ଦେଶ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆ। ଗୁରୁବାର…

ବର୍ଜ୍ୟବସ୍ତୁ ପାଇଁ ଜଙ୍ଗଲରେ ଲାଗିଲା ନିଆଁ

କେନ୍ଦୁଝର,୧୧।୧୧(ସ୍ବ.ପ୍ର.): କେନ୍ଦୁଝର ସହର ଉପକଣ୍ଠ ଜୁଡିଆଘାଟି ଜଙ୍ଗଲରେ ଗୁରୁବାର ନିଆଁ ଲାଗି ଯାଇଛି। ଫଳରେ ଶତାଧିକ ଗଛ ପୋଡି ନଷ୍ଟ ହୋଇଛି। ଉକ୍ତ ଅଞ୍ଚଳରେ ବେଆଇନ ଭାବେ…

ବଳାତ୍କାରୀଙ୍କୁ ୨୦ ବର୍ଷ ଜେଲ ଦଣ୍ଡ

ଜୟପୁର,୧୧ା୧୧(ନି.ପ୍ର.): ନାବାଳିକା ବଳାତ୍କାର ମାମଲାର ବିଚାର କରି ବିଚାରପତି ପ୍ରଦୀପ କୁମାର ସାସମଲ ଗୁରୁବାର ଅଭିଯୁକ୍ତ ବଦଳିଗୁଡ଼ାର ବିପିନ ସୁନା(୨୩)ଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ…

କୋଚ୍‌ ହେଡେନଙ୍କ ରେକର୍ଡ ଭାଙ୍ଗିଲେ ବାବର

ଦୁବାଇ,୧୧।୧୧: ପାକିସ୍ତାନ ଅଧିନାୟକ ତଥା ବ୍ୟାଟର ବାବର ଆଜାମ ପଦାର୍ପଣ ଟି୨୦ ବିଶ୍ୱକପ୍‌ ସଂସ୍କରଣରେ ସର୍ବାଧିକ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏହି ଧାରାରେ…

ଦୈନିକ ଦେଶରେ ଆତ୍ମହତ୍ୟା କରୁଛନ୍ତି ୩୪ ଛାତ୍ରୀଛାତ୍ର

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ ଅଧିକ।…

ଟି୨୦ ଇତିହାସରେ ରିଜଓ୍ବାନ ପ୍ରଥମ ବ୍ୟାଟର

ଦୁବାଇ,୧୧।୧୧: ଫୁଲ ଫର୍ମରେ ଥିବା ପାକିସ୍ତାନ ଉଇକେଟକିପର ବ୍ୟାଟର ମହମ୍ମଦ ରିଜଓ୍ବାନ ଟି୨୦ କ୍ରିକେଟ ଇତିହାସର ପ୍ରଥମ ଖେଳାଳି ଭାବେ ଗୋଟିଏ ବର୍ଷରେ ହଜାରେରୁ ଅଧିକ ରନ୍‌…