ପୂର୍ବତନ ସରପଞ୍ଚଙ୍କ ହତ୍ୟା ପଛରେ ପ୍ରତିଶୋଧ

ବ୍ରହ୍ମପୁର ଅଫିସ,୧୭ା୧୧: କୁକୁଡ଼ାଖଣ୍ଡି ବ୍ଲକ ଅନନ୍ତେଇ ଗ୍ରାମର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ ହତ୍ୟା ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଦୁଇ ଭାଇଙ୍କୁ ବଡବଜାର ପୋଲିସ ଗିରଫ କରିଛି।…

ଅଷ୍ଟ୍ରେଲିଆରେ ଇତିହାସ ରଚିଲେ ମନ୍ଧାନା

କୁଇନ୍ସଲାଣ୍ଡ,୧୭।୧୧: ମହିଳା ବିଗ୍‌ ବାଶ ଲିଗ୍‌ (ଡବ୍ଲ୍ୟୁବିବିଏଲ୍‌)ରେ ପ୍ରଥମ ଭାରତୀୟ ଖେଳାଳି ଭାବେ ଶତକ ହାସଲ କରିଛନ୍ତି ସ୍ମ୍ରିତି ମନ୍ଧାନା। କୁଇନ୍ସଲାଣ୍ଡର ହାରପ ପାର୍କଠାରେ ବୁଧବାର ସିଡ୍‌ନୀ…

ସ୍କୁଲ ଯାଉଥିବା ବେଳେ ଛାତ୍ରୀଛାତ୍ରଙ୍କୁ ଧକ୍କାଦେଲା ବସ୍‌

ବାସୁଦେବପୁର,୧୭ା୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର-ଧାମରା ରାସ୍ତା କଣ୍ଟିଆନାଳୀ ଘୋଷରାଠାରେ ବୁଧବାର ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ୨ ସ୍କୁଲ ଛାତ୍ରୀଛାତ୍ର ଗୁରୁତର ଆହତ ହୋଇଛନ୍ତି। ସେମାନେ ହେଲେ…

ତଳକୁ ଖସିଲା ରାହୁଲଙ୍କ ମାନ୍ୟତା

ଦୁବାଇ,୧୭।୧୧: ଅନ୍ତର୍ଜାତୀୟ ଟି୨୦ ବ୍ୟାଟରଙ୍କ ତାଲିକାରେ ଭାରତୀୟ ଓପନର ଲୋକେଶ ରାହୁଲ ଗୋଟିଏ ସ୍ଥାନ ତଳକୁ ଖସିଛନ୍ତି। ପୂର୍ବରୁ ୫ମରେ ଥିବା ରାହୁଲ ଏବେ ୬ଷ୍ଠ ସ୍ଥାନକୁ…

ଏଭଳି ଭୁଲ ମଣିଷକୁ କରିଦିଏ ବରବାଦ, ଆପଣ କରୁନାହାନ୍ତି ତ…

ମହାନ ଅର୍ଥନୀତିଜ୍ଞ ଆଚାର୍ଯ୍ୟ ଚାଣକ୍ୟଙ୍କ ନୀତି ଆଜି ବି ସମୟରେ ବେଶ ପ୍ରାସଙ୍ଗିକ। ନିଜର ନୀତି ଯୋଗୁ ସେ ଜଣେ ସାଧାରଣ ବାଳକଙ୍କୁ ସମ୍ରାଟ କରିପାରିଥିଲେ। ଚାଣକ୍ୟ…

ଦେଶର ଅପମାନ କରିନାହିଁ, ଭାରତୀୟ ବୋଲି ମୁଁ ଗର୍ବ କରେ: ବୀର୍‌ ଦାସ

ବମ୍ବେ: ବିବାଦରେ ଅଭିନେତା ତଥା ଷ୍ଟାଣ୍ଡ ଅପ୍‌ କମେଡିଆନ୍‌ ବୀର ଦାସ। ଓ୍ବାଶିଂଟନ ଡିସିରେ ‘ଜନ୍‌ ଏଫ୍‌ କୈନେଡି ସେଣ୍ଟର ଫର୍‌ ଦ ପରଫର୍ମିଂ ଆଟ୍ସ’ରେ ନିଜର…

ସବୁଠୁ କମ୍‌ ପାରିଶ୍ରମିକ ନିଅନ୍ତି ଏହି ଅଭିନେତ୍ରୀ !

ମୁମ୍ବାଇ: ବଲିଉଡ୍‌ର ଅନେକ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ଗୋଟିଏ ଗୋଟିଏ ଫିଲ୍ମ ପାଇଁ କୋଟି କୋଟି ଟଙ୍କା ପାରିଶ୍ରମିକ ଦାବି କରିଥାନ୍ତି। ମାତ୍ର ବଲିଉଡ୍‌ ଇଣ୍ଡଷ୍ଟ୍ରିରେ ଏମିତି…

ଭାଜପା ନେତ୍ରୀଙ୍କ କାର୍‌ ଉପରକୁ ବୋମାମାଡ଼

ଭୁବନେଶ୍ୱର,୧୭ା୧୧(ବ୍ୟୁରୋ): ଜଣେ ଭାଜପା ନେତ୍ରୀଙ୍କ କାର୍‌କୁ ଦୁର୍ବୃତ୍ତ ବୋମାମାଡ଼ କରିଥିବା ଅଭିଯୋଗ ହୋଇଛି। ଜିଲା ଭାଜପା କୋଷାଧ୍ୟକ୍ଷ ମିନତୀ ବାରିକଙ୍କ ଗାଡ଼ି ଉପରେ ପେଟ୍ରୋଲ ବୋମା ପକାଇ…

୭୦୦୦ ଗ୍ରାମକୁ ହେବ ମୋବାଇଲ ସୁବିଧା: କେନ୍ଦ୍ର ମନ୍ତ୍ରୀ

ନୂଆଦିଲ୍ଲୀ,୧୭।୧୧: ବୁଧବାର ଅନୁଷ୍ଠିତ ମୋଦି କ୍ୟାବିନେଟ ବୈଠକରେ ଦେଶର ଗ୍ରାମଗୁଡ଼ିକୁ ମୋବାଇଲ ସଂଯୋଗ ସହ ଯୋଡିବା ପାଇଁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର…

ବଲିଉଡ୍‌ ଅଭିନେତାଙ୍କଠାରୁ କମ୍‌ ନୁହନ୍ତି କଟ୍ରିନାଙ୍କ ବଡିଗାର୍ଡ; ଏକାଧିକ ଫିଲ୍ମ ଅଫର୍‌କୁ…

ବମ୍ବେ: ବଲିଉଡ୍‌ ଅଭିନେତ୍ରୀ କଟ୍ରିନା କୈଫଙ୍କ ପ୍ରଶଂସକ କାହିଁରେ କେତେ। ସେ ଯେତେବେଳେ ବାହାରକୁ ଯାଆନ୍ତି ପ୍ରଶଂସକ ଘେରି ଯାଆନ୍ତି। ଏଣୁ ତାଙ୍କ ସୁରକ୍ଷା ଲାଗି ପାଖେ…