କୋହଲିଙ୍କ ଟୁଇଟ୍‌କୁ ମିଳିଛି ବର୍ଷର ସର୍ବାଧିକ ଲାଇକ୍‌

ନୂଆଦିଲ୍ଲୀ,୯।୧୨: ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ତାଙ୍କ ଝିଅ ‘ଭାମିକା’ର ଜନ୍ମକୁ ନେଇ କରିଥିବା ଟୁଇଟ୍‌କୁ ୨୦୨୧ରେ ସର୍ବାଧିକ ଲାଇକ୍‌ ମିଳିଛି। ଏ ନେଇ…

ବିବାହ ପୂର୍ବରୁ ସାଢେ ୪ଲକ୍ଷ ଟଙ୍କାର କେକ୍ କାଟିଲେ କ୍ୟାଟ୍ରିନା କୈଫ!

ମୁମ୍ବାଇ: ବଲିଉଡ୍ ନାୟିକା କ୍ୟାଟ୍ରିନା କୈଫ ଓ ଅଭିନେତା ଭିକ୍କି କୌଶଲ ଗୁରୁବାର ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । କିଛି ସମୟ ପୂର୍ବରୁ ଏମାନଙ୍କର ବିବାହ…

ଅତୀତର ଭୁଲ୍‌ ପାଇଁ ବର୍ତ୍ତମାନର ଶାନ୍ତି ଭଙ୍ଗ ହେବା ଉଚିତ ନୁହେଁ…

ନୂଆଦିଲ୍ଲୀ,୯।୧୨: ଦିଲ୍ଲୀର ମେହରୁଲି ଅଞ୍ଚଳରେ ଥିବା କୁତବ୍‌ ମିନାର ପରିସରରେ ୨୭ ମନ୍ଦିରର ପୁନରୁର୍ଦ୍ଧାର ନେଇ ଏକ ମାମଲା କୋର୍ଟରେ ଦାଖଲ ହୋଇଛି। ଏହାର ଶୁଣାଣି କରି…

ସୁନା ମୁଦି ବାଣ୍ଟିଲେ ଅଲ୍ଲୁ ଅର୍ଜୁନ

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କର ରହିଛନ୍ତି ହଜାର ହଜାର ପ୍ରଶଂସକ । ଆଉ ସେ ବି କେବେ ତାଙ୍କ ପ୍ରଶଂସକଙ୍କୁ ନିରାଶ ହେବାକୁ ଦିଅନ୍ତିନି ବୋଲି…

ଏସ୍‌ଡିଜେଏମଙ୍କ କୋର୍ଟରେ ରିପୋର୍ଟ ଦାଖଲ କଲା ପୋଲିସ: ମିଶିଲା କି ତପସ୍ବିନୀ ସୁମିତଙ୍କ ମନ?

ବ୍ରହ୍ମପୁର ଅଫିସ,୯।୧୨(ଡି.ଏନ୍‌.ଏ.): ଶ୍ୱଶୁର ଘର ଆଗରେ ଧାରଣାରେ ବସି ଚର୍ଚ୍ଚାକୁ ଆସିଥିଲେ ତପସ୍ବିନୀ ଓରଫ ଡିମ୍ପଲ। ବହୁ ବାଦ ବିବାଦ ପରେ ସ୍ବାମୀ ଓ ସ୍ତ୍ରୀଙ୍କୁ ଏକାଠି…

କିଏ ହେବ ପରବର୍ତ୍ତି ସିଡିଏସ୍‌, ଏବେ ଏହାକୁ ନେଇ ଆରମ୍ଭ ହୋଇଗଲାଣି ମନ୍ଥନ

ନୂଆଦିଲ୍ଲୀ,୯ ।୧୨: ବୁଧବାର ବାୟୁସେନାର ଏକ ହେଲିକପ୍ଟର ଦୁର୍ଘଟଣାରେ ଦେଶର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ(ସିଡିଏସ୍‌) ଜେନରାଲ ବିପିନ ରାୱତ ଓ ତାଙ୍କ ପତ୍ନୀ ମଧୁଲିକା…

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜିର କାମଗୁଡ଼ିକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ କିନ୍ତୁ ସମ୍ପୂର୍ଣ୍ଣ ନୁହେଁ। ଜଳ, ତୈଳ, ବିଦ୍ୟୁତ ବ୍ୟବସାୟରୁ ଲାଭବାନ ହେବେ।…

ବିଧାନସଭା ପରେ ସମସ୍ତଙ୍କ ହେବ ଆର୍‌ଟିପିସିଆର ଟେଷ୍ଟ

ଭୁବନେଶ୍ୱର,୯।୧୨(ବୂ୍ୟରୋ): ବିଧାନସଭାରେ କୋଭିଡ ସଂକ୍ରମଣ ନେଇ ପ୍ରତିକ୍ରିୟା ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର । ସେ କହିଛନ୍ତି, ବିଧାନସଭା ସଚିବଙ୍କ ସହ ଅନ୍ୟ ଦୁଇ ଜଣ ପଜିଟିଭ୍‌…

ମା’ ହେବେ କମେଡି କୁଇନ୍‌ !

ମୁମ୍ବାଇ: ପ୍ରସିଦ୍ଧ ହାସ୍ୟ ଅଭିନେତ୍ରୀ ଭାରତୀ ସିଂ ଏବଂ ହର୍ଷ ଲାମ୍ବାଚିଆ ଖୁବ୍‌ଶୀଘ୍ର ପ୍ରଶଂସକଙ୍କୁ ଏକ ଖୁସି ଖବର ଦେବାକୁ ଯାଉଛନ୍ତି। ପ୍ରାୟତଃ ତାଙ୍କ ପ୍ରଶଂସକମାନେ ଭାରତୀଙ୍କୁ…

ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବେଜିଂ ଅଲିମ୍ପିକ୍ସକୁ କଲେ ବହିଷ୍କାର…

ଓ୍ବାଶିଂଟନ,୯।୧୨: ଚାଇନାରେ ୨୦୨୨ରେ ହେବାକୁଥିବା ଶୀତକାଳୀନ ଅଲିମ୍ପିକ୍ସ ଖେଳକୁ କୂଟନୈତିକ ଭାବରେ ଆମେରିକା-ଅଷ୍ଟ୍ରେଲିଆ-ବ୍ରିଟେନ୍‌-କାନାଡ଼ା ବହିଷ୍କାର କରିଛନ୍ତି। ଏନେି ସମ୍ପୃକ୍ତ ଦେଶ ପକ୍ଷରୁ ଘୋଷଣା କରାଯାଇଛି। ଏଭଳି ଘୋଷଣା…