ଆମେରିକାରେ ପ୍ରଳୟଙ୍କରୀ ବାତ୍ୟା

ଓ୍ବାଶିଂଟନ,୧୧।୧୨: ସାମୁଦ୍ରିକ ବାତ୍ୟା ପ୍ରଭାବରେ ଆମେରିକାର କେଣ୍ଟୁକି ସମେତ କେତେକ ରାଜ୍ୟ କ୍ଷତିିଗ୍ରସ୍ତ ହୋଇଛି। ବାତ୍ୟାରେ ୫୦ରୁ ଊର୍ଦ୍ଧ୍ୱ ଲୋକଙ୍କ ଜୀବନ ଯାଇଥିବା ଆଶଙ୍କା କରାଯାଉଛି। ଶୁକ୍ରବାର…

ଗଙ୍ଗାରେ ସିଡିଏସ୍‌ଙ୍କ ଅସ୍ଥି ବିସର୍ଜନ

ନୂଆଦିଲ୍ଲୀ, ୧୧ା୧୨: ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍‌ ଜେନେରାଲ ବିପିନ ରାଓ୍ବତ୍‌ ଏବଂ ତାଙ୍କ ସ୍ତ୍ରୀ ମଧୁଲିକାଙ୍କ ଶେଷକୃତ୍ୟ ପରେ ଶନିବାର ହରିଦ୍ୱାରଠାରେ…

‘ ମୋ ସ୍ବାମୀଙ୍କୁ ଖୋଜିକି ଆଣନ୍ତୁ’

ଆସିକା,୧୧।୧୨(ଡି.ଏନ.ଏ): ଗଞ୍ଜାମ ଜିଲା ଆସିକା ଚିନିଶିଳ୍ପ ଅତିଥି ଭବନରେ ସ୍ତ୍ରୀ ତପସ୍ବିନୀ ଦାସଙ୍କୁ ଏକାକୀ ଛାଡ଼ି ଡାକ୍ତର ସ୍ବାମୀ ସୁମିତ ସାହୁ କେଉଁଆଡ଼େ ପଳାଇଛନ୍ତି। ବ୍ରହ୍ମପୁର ଏସ୍‌ଡିଜେଏମ୍‌…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୧୧, ୨୦୨୧)

ଭୁବନେଶ୍ୱର ଏୟାରପୋର୍ଟରେ ତାମିଲନାଡୁ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଓଡ଼ିଆ ଯବାନ ରାଣାପ୍ରତାପ ଦାସଙ୍କ ପାର୍ଥିବ ଶରୀରକୁ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଦେଉଛନ୍ତି      ଭୁବନେଶ୍ୱରସ୍ଥିତ ସ୍ବସ୍ତି…

ମୃତ ହେଟାବାଘର ନଖ କାଟିନେଲେ

କୋକସରା:୧୧।୧୨(ଡି.ଏନ.ଏ.): କଳାହାଣ୍ଡି ଜିଲା ୨୬ ନମ୍ବର ଜାତୀୟ ରାଜପଥ ଆମପାଣି ସାଗରପଡ଼ା ନିକଟରେ ଏକ ଗାଡି ଧକ୍କାରେ ଏକ ହେଟାବାଘର ମୃତ୍ୟୁ ଘଟିଛି। ବାଘଟି ରାସ୍ତା ପାରି…

ବିଜେଡିର ହାତ ଧରିଲେ ଧନୁର୍ଜୟ

କେନ୍ଦୁଝର,୧୧।୧୨(ସ୍ବ.ପ୍ର.): ସବୁ କଳ୍ପନା ଜଳ୍ପନା ଅନ୍ତ ଘଟାଇ ଶନିବାର ପୂର୍ବତନ ଚମ୍ପୁଆ ବିଧାୟକ ଧନୁର୍ଜୟ ସିଦ୍ଧୁ ବିଜେଡିର ହାତ ଧରିଛନ୍ତି। ଭୁବନେଶ୍ୱରରେ ଦଳୀୟ ଅଫିସରେ ଏକ କାର୍ଯ୍ୟକ୍ରମରେ…

ମିଳିଲା ମାରାଡୋନାଙ୍କ ୨୦ ଲକ୍ଷ ଟଙ୍କାର ଚୋରି ଘଣ୍ଟା

ଦିଶପୁର,୧୧ା୧୨: ଆର୍ଜେଣ୍ଟିନାର କିମ୍ବଦନ୍ତୀ ଫୁଟବଲର ଡିଏଗୋ ମାରାଡୋନାଙ୍କର ଚୋରି ଘଣ୍ଟା ଆସାମରୁ ମିଳିଛି। ଆସାମ ପୋଲିସ ଦୁବାଇ ପୋଲିସ ସହ ମିଶି ଏହି ଗୁରୁତ୍ୱପୂର୍ଣ୍ଣ ମାମଲାର ସମାଧାନ…

ଏଲିଟ୍‌ କ୍ଲବରେ ସାମିଲ ହେଲେ ଏହି ସ୍ପିନର

ବ୍ରିସ୍‌ବେନ୍‌,୧୧।୧୨: ଅଷ୍ଟ୍ରେଲୀୟ ଅଭିଜ୍ଞ ସ୍ପିନର ନାଥନ ଲିୟନ ଏକ ବିରଳ ସଫଳତା ହାସଲ କରିଛନ୍ତି। ଇଂଲଣ୍ଡ ବିପକ୍ଷ ପ୍ରଥମ ଆଶେସ ଟେଷ୍ଟରେ ସେ ୪୦୦ ଉଇକେଟ ଅକ୍ତିଆର…

ଦଣ୍ଡିତ ହେଲା ଇଂଲଣ୍ଡ

ବ୍ରିସ୍‌ବେନ,୧୧।୧୨: ପ୍ରଥମ ଆଶେଷ ଟେଷ୍ଟରେ ମନ୍ଥର ବୋଲିଂ କରି ଇଂଲଣ୍ଡ ଜରିମାନାର ସମ୍ମୁଖୀନ ହୋଇଛି। ଶତପ୍ରତିଶତ ମ୍ୟାଚ ପାଉଣା ଜରିମାନା ଆକାରରେ ଇଂଲଣ୍ଡ ଦେବ। ଏଥିସହ ଇଂଲଣ୍ଡ…

ଏୟାରଲିଫ୍ଟ ହେଲେ ବିଧାୟକ ବଦ୍ରି ନାରାୟଣ ପାତ୍ର

ଭୁବନେଶ୍ୱର,୧୧ା୧୨(ବ୍ୟୁରୋ): ଘସିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହୋଇପଡ଼ିଛି। ଫଳରେ ତାଙ୍କୁ ଆଜି ଭୁବନେଶ୍ୱରରୁ ହାଇଦ୍ରାବାଦ ଏୟାରଲିଫ୍ଟ କରାଯାଇଛି। ଛାତିରେ ଯନ୍ତ୍ରଣା ଅନୁଭବ…