ଘରୁ ମିଳିଲା ପରିବାରର ୫ ମୃତଦେହ

ଚଣ୍ଡିଗଡ଼,୨୦।୧୨: ହରିୟାଣାର ହିସାର ଜିଲାରେ ଏକ ଘରୁ ଗୋଟିଏ ପରିବାରର ୫ଜଣଙ୍କ ମୃତଦେହକୁ ପୋଲିସ ସୋମବାର ଜବତ କରିଛି। ମୃତକମାନେ ହେଲେ ରମେଶ କୁମାର(୪୩), ତାଙ୍କର ସ୍ତ୍ରୀ…

୨ ଯୁବକଙ୍କ ମଧ୍ୟରେ ବାହାଘର

ହାଇଦ୍ରାବାଦ,୨୦।୧୨: ହାଇଦ୍ରାବାଦର ଦୁଇ ସମଲିଙ୍ଗୀ ଯୁବକ ଶନିବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ତେଲଙ୍ଗାନାରେ ଏହା ପ୍ରଥମ ସମଲିଙ୍ଗୀ ବିବାହ। ଅଭୟ ଡାଙ୍ଗେ(୩୪) ଏବଂ ସୁପ୍ରିୟୋ ଚକ୍ରବର୍ତ୍ତୀ…

କୋହଲିଙ୍କ ବ୍ୟାଟିଂ ଉପରେ କାମ କରୁଛନ୍ତି ଡ୍ରାଭିଡ୍‌

ସେଞ୍ଚୁରିଆନ,୨୦।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ସେଞ୍ଚୁରିଆନଠାରେ ପୂର୍ବ ଦୁଇ ଦିନ ଭଳି ସୋମବାର ମଧ୍ୟ ନେଟ୍ସରେ ଝାଳ ବୁହାଇଛନ୍ତି…

ଶିଶୁ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍‌

କେନ୍ଦୁଝର,୨୦।୧୨(ସ୍ବ.ପ୍ର.): ଜିଲା ଓ ଦୌରାଜଜ ଚିତ୍ତରଞ୍ଜନ ମହାପାତ୍ର ଏକ ଶିଶୁ ହତ୍ୟା ମାମଲାର ବିଚାର କରି ସୋମବାର ରାୟ ପ୍ରକାଶ କରିଛନ୍ତି। ହତ୍ୟାକାରୀ ମନୋଜ ସାହୁଙ୍କୁ ଆଜୀବନ…

ଡାକ୍ତର ସୁମିତଙ୍କ ଘର ଗ୍ରୀଲ ଭାଙ୍ଗିଲେ ମହିଳା

ବ୍ରହ୍ମପୁର ଅଫିସ,୨୦ା୧୨: ଡାକ୍ତର ସୁମିତ ଏବଂ ତପସ୍ବିନୀଙ୍କ ପାରିବାରକ କଳହ ନୂଆଁ ମୋଡ଼ ନେଉଛି। ଗୋଟିଏ ପଟେ ନ୍ୟାୟ ଓ ନିଜ ଅଧିକାର ପାଇଁ ବ୍ରହ୍ମପୁର ବ୍ରହ୍ମାନଗରସ୍ଥିତ…

ଓଡ଼ିଶା: ଆଜିର ଫଟୋ (ଡ଼ିସେମ୍ବର ୨୦, ୨୦୨୧)

ବାଲିଯାତ୍ରା ଉପର ପଡିଆରେ ଅନୁଷ୍ଠିତ ମହାନଦୀ ଉତ୍ସବରେ ଗୁଞ୍ଜନ ଡ୍ୟାନ୍ସ ଏକାଡେମୀ ପକ୍ଷ୍ରୁ ଓଡିଶୀ ନୃତ୍ୟ ପରିବେଷଣ  କଟକ ଚୌଧୁରୀବଜ଼ାରର  ଦୋକାନରୁ ଖ୍ରୀଷ୍ଟମାସ ସାମଗ୍ରୀ କିଣୁଛନ୍ତି ବାଳକ…

କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଶିଶୁକନ୍ୟାକୁ ଜନ୍ମଦେଲେ

ନୂଆଦିଲ୍ଲୀ,୨୦।୧୨: ଆମେରିକାରେ ଜଣେ ମହିଳା ଟେସଲା ଇଲେକ୍ଟ୍ରିକ୍‌ କାରକୁ ଅଟୋ ପାଇଲଟ୍‌ରେ ଛାଡ଼ି ଆଗ ସିଟ୍‌ରେ ଶିଶୁକନ୍ୟାଙ୍କୁ ଜନ୍ମ ଦେଇଛନ୍ତି। ଏଭଳି ଘଟଣା ସେପ୍ଟେମ୍ବର ୯ ତାରିଖରେ…

ଅଫିସରେ ମହିଳା ଆର୍‌ଆଇଙ୍କୁ ଆକ୍ରମଣ

ଆନନ୍ଦପୁର,୨୦।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲା ଆନନ୍ଦପୁର ମହିଳା ରାଜସ୍ବ ନିରୀକ୍ଷକ ସୀମା ସିମନ୍ତିନୀ ସାହୁ ସୋମବାର ସକାଳେ କାର୍ଯ୍ୟାଳୟରେ କାର୍ଯ୍ୟରତ ଥିବାବେଳେ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି। ଗୁରୁତର…

କୋରାପୁଟରେ ହାଡ଼ଭଙ୍ଗା ଶୀତ

ସୁନାବେଡା,୨୦ା୧୨(ସ୍ବ.ପ୍ର.): କୋରାପୁଟ ଜିଲାର ସୁନାବେଡା ଓ ସେମିଳିଗୁଡା ଅଞ୍ଚଳରେ ଶୀତ ଲହର ବଢ଼ିବାରେ ଲାଗିଛି। ଗତ କିଛି ଦିନ ଧରି ହାଡ଼ଭଙ୍ଗା ଶୀତ ଅନୁଭୂତ ହେଉଛି। ସନ୍ଧ୍ୟା…

ଗୁଜରାଟ ଉପକୂଳରୁ ଜବତ ହେଲା ପାକିସ୍ତାନୀ ବୋଟ୍‌

ଅହମ୍ମଦାବାଦ,୨୦।୧୨: ଗୁଜରାଟର ଉପକୂଳରେ ପାକିସ୍ତାନର ଏକ ମାଛଧରା ବୋଟ ଧରାପଡ଼ିଛି। ବୋଟରୁ ତଟରକ୍ଷ ବାହିନୀ ଓ ଗୁଜରାଟ ଏଟିଏସ୍‌ ୭୭ କେଜି ହିରୋଇନ ଜବତ କରିଛନ୍ତି। ଏହାର…