ନିଜ ପାଇଁ କନ୍ୟା ଖୋଜୁଛନ୍ତି ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି

ତୁର୍କୀର ସୁଲତାନ କୋସେନ ବିଶ୍ୱର ସବୁଠୁ ଡେଙ୍ଗା ବ୍ୟକ୍ତି ଭାବେ ଜଣାଶୁଣା। ଏବେ ସେ ତାଙ୍କ ପାଇଁ କନ୍ୟା ଖୋଜୁଛନ୍ତି। ଏଥିପାଇଁ ସେ ତୁର୍କୀରୁ ରୁଷିଆରେ ଯାଇ…

୨୭ ପ୍ରତିଶତ ଓମିକ୍ରନ୍ ସଂକ୍ରମିତ ନା ବିଦେଶ ଫେରନ୍ତା, ନା କାହା ସଂସ୍ପର୍ଶରେ ଆସିଛନ୍ତି

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ବେଳକୁ ବେଳ ଭୟଙ୍କର ରୂପ ନେଉଛି କରୋନାର ନୂଆ ଭାରିଏଣ୍ଟ ଓମିକ୍ରନ୍ । ତେବେ ଦେଶରେ ଏପର୍ଯ୍ୟନ୍ତ ସଂକ୍ରମିତଙ୍କ ମଧ୍ୟରୁ ୨୭ ପ୍ରତିଶତ…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ: ବିବାହକୁ ନେଇ କଲେ ଏମିତି ଅନୁରୋଧ

ଲଣ୍ଡନ,୨୪।୧୨: ଓମିକ୍ରନ୍‌ର ବୃଦ୍ଧି ହେତୁ ପ୍ରତିବନ୍ଧକ ଅବଧି ପୁଣି ଆରମ୍ଭ ହୋଇଛି । ସଂକ୍ରମଣକୁ ରୋକିବା ପାଇଁ ଅନେକ ଦେଶ କଠୋର ପଦକ୍ଷେପ ନେଇଛନ୍ତି। ବ୍ରିଟିଶ ସରକାର…

୧୪ ହଜାର ଫୁଟ ଉଚ୍ଚରେ ଦେଶଭକ୍ତି ଗୀତ ଗାଇ ଚହଳ ପକାଇଥିଲେ ଏହି ପ୍ରସିଦ୍ଧ ଗାୟକ

ବଲିଉଡ୍‌ର ପ୍ରସିଦ୍ଧ ଗାୟକ ମହମ୍ମଦ ରଫିଙ୍କ ଆଜି ଜନ୍ମଦିନ। ୧୯୨୪ ଡିସେମ୍ବର ୨୪ ତାରିଖରେ ପଞ୍ଜାବର କୋଟଲ ସୁଲତାନ ସିଂହ ଗ୍ରାମରେ ହୋଇଥିଲା। ପିତା ହାଜି ଅଲ୍ଲୀ…

କୋଭିଡ୍‌ ଟିକାକରଣ ବଢ଼ାଅ

ନୂଆଦିଲ୍ଲୀ, ୨୪।୧୨ (ପି.ଟି.):କରୋନା ଭୂତାଣୁର ଓମିକ୍ରନ୍‌ ଭାରିଆଣ୍ଟ ସଂକ୍ରମଣ ଭାରତରେ ବଢ଼ିବାରେ ଲାଗିଛି। ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷା ଦେବା ଲାଗି ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡ଼ିକରେ କୋଭିଡ୍‌…

ଖୁବ୍‌ଶୀଘ୍ର ୧୧,୪୦୩ ଶିକ୍ଷକଙ୍କୁ ନିଯୁକ୍ତି

ଭୁବନେଶ୍ୱର, ୨୪।୧୨(ବ୍ୟୁରୋ): ରାଜ୍ୟର ସରକାରୀ ହାଇସ୍କୁଲଗୁଡ଼ିକରେ ଖୁବ୍‌ଶୀଘ୍ର ୧୧ ହଜାର ୪୦୩ ଶିକ୍ଷକଙ୍କୁ ନିଯୁକ୍ତି ଦିଆଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଏଥିଲାଗି ଆବଶ୍ୟକ ପ୍ରକ୍ରିୟା ଆରମ୍ଭ…

ଆଜି କ୍ୟାବିନେଟ୍‌: ୧୦ରୁ ଅଧିକ ପ୍ରସ୍ତାବକୁ ମିଳିପାରେ ମଞ୍ଜୁରୀ

ଭୁବନେଶ୍ୱର, ୨୪।୧୨:(ବ୍ୟୁରୋ): ରାଜ୍ୟ ସରକାରଙ୍କ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍‌ ବୈଠକ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ହେବ। ବିଭିନ୍ନ ବିଭାଗର ମୋଟ୍‌ ୧୦ରୁ ଅଧିକ ପ୍ରସ୍ତାବକୁ…

୧୬ ରାଜ୍ୟରେ ପହଞ୍ଚିଲା ଓମିକ୍ରନ୍‌: ୩୪୬ ସଂକ୍ରମିତ

ନୂଆଦିଲ୍ଲୀ,୨୪ ।୧୨: ଦେଶରେ ଏବେ ଦ୍ରୁତ ବେଗରେ କାୟା ବିସ୍ତାର କଲାଣି ଓମିକ୍ରନ୍ ଭାରିଏଣ୍ଟ । ଏବେ ଏହା ୧୬ ରାଜ୍ୟକୁ ବ୍ୟାପିଯାଇଥିବା ବେଳେ ସଂକ୍ରମିତଙ୍କ ସଂଖ୍ୟା…

୨୨ ଜିଲାରେ ହେବ ୫୫ ବସ୍‌ଷ୍ଟାଣ୍ଡ

ଭୁବନେଶ୍ୱର,୨୪ା୧୨(ବ୍ୟୁରୋ):ରାଜ୍ୟରେ ଗ୍ରାମାଞ୍ଚଳ ଯୋଗାଯୋଗ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି। ଗୁରୁବାର ଭର୍ଚୁଆଲ ମୋଡ୍‌ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୨ ଜିଲାର ୫୫ଟି…