ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ…

ଚଳିତ ବର୍ଷ ଚାକିରି ସଂଖ୍ୟା ୫.୨ କୋଟି କମିବ, ୨.୧ କୋଟିରୁ ଅଧିକ ହେବେ ବେରୋଜଗାର …

ନୂଆଦିଲ୍ଲୀ, ୧୯।୧ : ଦେଶରେ କରୋନା ସଂକ୍ରମଣ ଯୋଗୁ ଦିନ କୁ ଦିନ ସ୍ଥିତି ସଙ୍କଟ ଜନକ ହେବାରେ ଲାଗିଛି। ଚଳିତ ୨୦୨୨ରେ କରୋନା ମହାମାରୀ ଯୋଗୁ…

କୋଟିକୋଟି ଟଙ୍କାର ମାଲିକ ଧନୁଷ: ଗୋଟିଏ ଫିଲ୍ମ ପାଇଁ ଚାର୍ଜ କରନ୍ତି…

ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଧନୁଷ ବର୍ତ୍ତମାନ ସ୍ତ୍ରୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ବିବାହ ବିଚ୍ଛେଦ ପରେ ଚର୍ଚ୍ଚାକୁ ଆସିଛନ୍ତି। ଦୁହେଁ ଅଲଗା ହେବାପରେ ମଧ୍ୟ ଉଭୟଙ୍କର ନେଟୱର୍ଥ…

ମୁଲାୟମଙ୍କ ସାନ ବୋହୂ ଧରିଲେ ପଦ୍ମ …

ଲକ୍ଷ୍ନୌ, ୧୯।୧ : ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ପୂର୍ବରୁ ଦଳ ବଦଳ ଆରମ୍ଭ ହୋଇଛି। ଅସନ୍ତୁଷ୍ଟ ନେତା ନିଜ ଦଳର ବାଡ଼ ଡ଼େଇଁ ଅନ୍ୟ ଶିବିରରେ ଯୋଗଦେବାରେ…

କ୍ଲବ୍‌ ହାଉସ୍‌ ଆପ୍‌ ମାଧ୍ୟମରେ ପୁଣି ମୁସଲମାନ୍‌ ମହିଳାଙ୍କୁ ଟାର୍ଗେଟ …

ନୂଆଦିଲ୍ଲୀ, ୧୯।୧ : ଦିଲ୍ଲୀ ପୋଲିସର ସାଇବର ୟୁନିଟ କ୍ଲବ୍‌ ହାଉସ୍‌ ନାମକ ସେଶନ୍‌ ଚାଟ୍‌୍‌ରେ ମୁସଲମାନ ମହିଳାଙ୍କ ପ୍ରତି ଅଶ୍ଳୀଳ ତଥା ଆପତ୍ତିଜନକ ମନ୍ତବ୍ୟ ଦିଆଯାଉଥିବା…

ଆଜି ନାମାଙ୍କନ ଦାଖଲର ତୃତୀୟ ଦିନ

ଭୁବନେଶ୍ୱର,୧୯।୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ଦାଖଲର ଆଜି ତୃତୀୟ ଦିନ। ମଙ୍ଗଳବାର ନୋମିନେସନର ଦ୍ବିତୀୟ ଦିନରେ ମୋଟ ୧୩ ହଜାର ୩ ଶହ ୫୬…

ଉଜୁଡୁଛି କୁସୁମୀ କାଜୁ ବଗିଚା

ଖଣ୍ଡପଡ଼ା,୧୯।୧(ସ୍ବ.ପ୍ର.) - ସ୍ଥାନୀୟ କୁସୁମୀ ନଦୀ ପଠାରୁ ବନ୍ୟା ସମୟରେ ମାଟି କ୍ଷୟ ରୋକିବାକୁ ଖଣ୍ଡପଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦ ପକ୍ଷରୁ ହଜାରରୁ ଊର୍ଦ୍ଧ୍ୱ କାଜୁ ଚାରା…

ରାଜ୍ୟରୁ ପୁଣି ୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନା ଆଉ ୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୮,୪୯୪କୁ ବୃଦ୍ଧି ପାଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ…

ମିଲର ଫେରାଉଛି ଧାନ,ଚିନ୍ତାରେ ଚାଷୀ

ନୟାଗଡ଼ ଅଫିସ,୧୯।୧ - ନୟାଗଡ଼ ଜିଲାରେ ୧୫୩ ଧାନମଣ୍ଡି ଓ ୧୪ ସଂଲଗ୍ନ ମଣ୍ଡି ଖୋଲିବାକୁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଗତ ୭ ତାରିଖରେ ନୟାଗଡ଼…

ଆମେରିକାର ଚେତାବନୀ, ୟୁକ୍ରେନ୍‌ ଉପରେ ଆକ୍ରମଣ ପାଇଁ ପ୍ରସ୍ତୁତ ହେଉଛି ରୁଷିଆ…

ଓ୍ବାଶିଂଟନ, ୧୯।୧ : ରୁଷିଆ ୟୁକ୍ରେନ ମଧ୍ୟରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ଆମେରିକା ଚେତାବନୀ ଦେଇଛି । ଆମେରିକା କହିଛି ରୁଷିଆ ଯେ କୌଣସି ସମୟରେ ୟୁକ୍ରେନ…