ୟୁକ୍ରେନକୁ ଆକ୍ରମଣ କରିପାରେ ରୁଷିଆ; ଆମେରିକା ଦେଲା ଘାତକ ସହାୟତା

କ୍ୱିଭ୍‌, ୨୩ା୧: ୟୁକ୍ରେନ୍‌ ଉପରେ ରୁଷିଆ ଯେ କୌଣସି ମୁହୂର୍ତ୍ତରେ ଆକ୍ରମଣ କରିପାରେ ବୋଲି ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡ଼ିକର ଗୋଇନ୍ଦା ସଂସ୍ଥା ବାରମ୍ବାର ଚେତାଇ ଆସୁଛନ୍ତି।…

ଆଇପିଏଲ୍‌ ନିଲାମରେ ୫ ଓଡ଼ିଆ

ଭୁବନେଶ୍ୱର, ୨୩ା୧ (ସ୍ପୋଟର୍‌ସ ବ୍ୟୁରୋ)-ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ନିଲାମ ତାଲିକାରେ ଓଡ଼ିଶାର ୫ କ୍ରିକେଟର ସ୍ଥାନ ପାଇଛନ୍ତି। ସେମାନେ ହେଲେ ଶୁଭ୍ରାଂଶୁ ସେନାପତି, ଅଭିଷେକ ରାଉତ,…

୧ କି.ମି. ବୁହାହେଲେ ଗର୍ଭବତୀ

ଖମାର,୨୩ା୧(ଡି.ଏନ.ଏ.) ଅନୁଗୋଳ ଜିଲା ପାଲଲହଡ଼ା ଉପଖଣ୍ଡର ସଇଡା ଗ୍ରାମ କେଲସାହିକୁ ଭଲ ରାସ୍ତା ନ ଥିବାରୁ ଶନିବାର ଜଣେ ଗର୍ଭବତୀଙ୍କୁ ଏକ କିଲୋମିଟର ଷ୍ଟ୍ରେଚରରେ ବୋହି ଆମ୍ବୁଲାନ୍ସ…

ଭାରତ ସମେତ ୪୦ ଦେଶରେ ଓମିକ୍ରନ୍ ସବ ଭାରିଏଣ୍ଟର ବିପଦ

ନୂଆଦିଲ୍ଲୀ,୨୩ ।୧: କୋଭିଡ-୧୯ ଭାଇରସର ଓମିକ୍ରନ୍ ଭାରିଏଣ୍ଟରୁ ନିକଟରେ ମିଳିଥିବା ଉପ-ସଂକ୍ରମଣ ଉପରେ ବିଶେଷଜ୍ଞମାନେ ଦୃଷ୍ଟି ରଖିଛନ୍ତି । କାରଣ ଏହାଦ୍ୱାରା ନିର୍ଦ୍ଧାରିତ କରାଯାଇପାରିବ କି ଏହା…

ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ

ନାକଟିଦେଉଳ,୨୩ା୧(ଡି.ଏନ୍‌.ଏ.)- ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଜଣେ ବିଟେକ୍‌ ଛାତ୍ରୀ ସମିତିସଭ୍ୟା ପ୍ରାର୍ଥୀ ହୋଇଛନ୍ତି। ସେ ହେଲେ ସମ୍ବଲପୁର ଜିଲା ନାକଟିଦେଉଳ ବ୍ଲକ ପାଣିମୁରା ପଞ୍ଚାୟତ ଶଙ୍ଖାଭାଙ୍ଗୁଣୀ…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ଜାଲ୍‌ ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକେଇ

ରୂପ୍‌ସା,୨୩|୧( ଡିଏନଏ )  ନିଜକୁ ତହସିଲ କର୍ମଚାରୀ କହି ନକଲି ଜମି ପଟ୍ଟା ଦେଇ ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି ଜଣେ ଯୁବକ। ଏମିତି ଏକ ଘଟଣା ଦେଖିବାକୁ…

ପରିବାର ନିର୍ବାକ୍‌, ଗେଙ୍ଗୁଟିଆ ନିଃଶବ୍ଦ

ଢେଙ୍କାନାଳ ଅଫିସ, ୨୩|୧: ବାଲିଘାଟ ବିବାଦରୁ ଅକାଳରେ ଝଡ଼ିଗଲା ଜୀବନ। ବାପାଙ୍କ ଆଖି ଆଗରେ ଦୁର୍ବୃତ୍ତମାନେ ଅତି ନିର୍ମମ ଭାବେ ଟ୍ରାକ୍ଟର ଚଢ଼ାଇ ମାରିଦେଲେ ୩୫ ବର୍ଷର ଭେଣ୍ଡିଆ…

ନିର୍ବାଚନ ଲଢ଼ିବେ ଦୁଇ ଯାଆ

ଧାମନଗର, ୨୩|୧ (ଡି.ଏନ.ଏ)  ଭଦ୍ରକ ଜିଲା ଧାମନଗର ବ୍ଲକ ଦୋବଲ ୧୧ ନଂ. ଜିଲା ପରିଷଦ ଜୋନ୍‌ ପାଇଁ ପ୍ରାର୍ଥୀ ହୋଇଛନ୍ତି ଦୁଇ ଯାଆ। ଏହି ଜୋନ୍‌ ଅତୀତରୁ…

ଉତ୍ତରାଖଣ୍ଡ ନିର୍ବାଚନ: ପ୍ରଥମ ପର୍ଯ୍ୟାୟରେ ୫୩ ପ୍ରାର୍ଥୀଙ୍କ ନାମ ଘୋଷଣା କଲା କଂଗ୍ରେସ

ଡେରାଡୁନ,୨୩ ।୧: ଉତ୍ତରାଖଣ୍ଡ ନିର୍ବାଚନ ଲାଗି କଂଗ୍ରେସ ତା’ର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀପତ୍ର ଘୋଷଣା କରିଛି । ପ୍ରଥମ ପର୍ଯ୍ୟାୟ ତାଲିକାରେ ୫୩ ଜଣ ପ୍ରାର୍ଥୀ ରହିଛନ୍ତି…