ଖରା ପୂର୍ବରୁ ଘାରିଲାଣି ପାଣି ଚିନ୍ତା

ଢେଙ୍କାନାଳ ଅଫିସ, ୪।୨-ସରିନି ଶୀତ କି ଆରମ୍ଭ ହୋଇନି ଖରା। ହେଲେ ଏବେଠାରୁ ଢେଙ୍କାନାଳ ଜିଲାର ଶିଳ୍ପସମୃଦ୍ଧ ଓଡ଼ାପଡ଼ା ବ୍ଲକ କୁସୁପଙ୍ଗା ଗ୍ରାମ ୪ନଂ. ୱାର୍ଡ ଭଞ୍ଜସାହି…

ପୁଣି ଥରେ ଖୋଳା ହେବ ଏମାର ମଠ

ପୁରୀ ଅଫିସ,୪।୨: ପୁରୀର ଏମାର ମଠକୁ ଆଜି ପୁଣି ଥରେ ଖୋଳା ଯିବ। ମଠ ପରିସରରେ ପୂର୍ବ ଚିହ୍ନିତ ୩ଟି ସ୍ଥାନକୁ ଖୋଳାଯିବ। ମେଟାଲ ଡିଟେକ୍ଟର ଦ୍ୱାରା…

ନିଖୋଜ ସମିତିସଭ୍ୟ ପ୍ରାର୍ଥୀ ଉଦ୍ଧାର

ଢେଙ୍କାନାଳ ଅଫିସ, ୪।୨-ଢେଙ୍କାନାଳ ଜିଲା ହିନ୍ଦୋଳ ବ୍ଲକ ନୂଆଗଁା ପଞ୍ଚାୟତର ବିଜେଡି ସମର୍ଥତ୍ତ ସମିତି ସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା (୨୩)ଙ୍କ ସନ୍ଧାନ ମିଳିଛି। ନିଖୋଜର ଦୁଇଦିନ…

ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର ସହ ଓଡ଼ିଶା ସରକାରଙ୍କ ରାଜିନାମା

ଭୁବନେଶ୍ୱର,୪।୨ କେନ୍ଦ୍ରୀୟ ଭାରତର ଜଣାଶୁଣା କ୍ୟାନ୍‌ସର ହସ୍ପିଟାଲ ବେଦାନ୍ତର ବାଲ୍‌କୋ ମେଡିକାଲ ସେଣ୍ଟର(ବିଏମ୍‌ସି) ସହ ଓଡ଼ିଶା ସରକାର ନିକଟରେ ଏକ ରାଜିନାମା ସ୍ବାକ୍ଷର କରିଛନ୍ତି। ଏହି ଅନୁସାରେ…

ଜିଏସ୍‌ଟି ସଂଗ୍ରହରେ ଓଡ଼ିଶାର ୪୭% ଅଭିବୃଦ୍ଧ

କଟକ,୪।୨ ଦେଶର ବିକାଶ ପାଇଁ ଅର୍ଥନୀତିକୁ ସୁଦୃଢ଼ କରିବା ସହ ରାଷ୍ଟ୍ରର ଭିତ୍ତିଭୂମିକୁ ସଜାଡ଼ିବା ଲାଗି ଟିକସ ଆଦାୟକୁ ସରକାର ଗୁରୁତ୍ୱ ଦେଉଛନ୍ତି। ଏହି ଟିକସ ଆଦାୟର…

ଆଇପିଏଲ୍‌ରେ ଉଇକେଟକିପିଂ କରିବେ ରାୟୁଡୁ

ନୂଆଦିଲ୍ଲୀ,୪।୨: ଆସନ୍ତା ୧୨ ଓ ୧୩ ତାରିଖରେ ବାଙ୍ଗାଲୁରୁଠାରେ ହେବାକୁ ଥିବା ଆଇପିଏଲ୍‌ ଅକଶନ ପ୍ରକ୍ରିୟା ଲାଗି ଗତ ସୋମବାର ଚୂଡ଼ାନ୍ତ ଖେଳାଳିଙ୍କ ତାଲିକା ଘୋଷଣା କରିଛି…

ପିଏମ୍‌ଏଓ୍ବାଇରେ ୬ ଲକ୍ଷ ପରିବାରକୁ ସାମିଲ କରିବାକୁ ବିଜେଡିର ଦାବି

ନୂଆଦିଲ୍ଲୀ,୪।୨: ଓଡ଼ିଶା ପାଇଁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା (ପିଏମ୍‌ଏଓ୍ବାଇ) ପୋର୍ଟାଲ ଖୋଲିବା ସହ ରାଜ୍ୟର ୬ ଲକ୍ଷ ଯୋଗ୍ୟ ପରିବାରକୁ ଏଥିରେ ସାମିଲ କରିବା ଲାଗି ରାଜ୍ୟ…

ଖାଦ୍ୟ ଅନ୍ବେଷଣରେ ମଙ୍ଗୋଲିଆ ପକ୍ଷୀ

ଗଞ୍ଜାମ,୪ା୨(ଡି.ଏନ୍‌.ଏ.): ପ୍ରତିବର୍ଷ ଶୀତଋତୁ ଆସିଲେ ଗଞ୍ଜାମ ଋଷିକୂଲ୍ୟା ମୁହାଣଠାରେ ବିଭିନ୍ନ ପକ୍ଷୀଙ୍କ ସମାଗମ ହେଉଥିବା ଦେଖିବାକୁ ମିଳିଥାଏ। ସେଥିମଧ୍ୟରୁ ମଙ୍ଗୋଲିଆ ପକ୍ଷୀ ଅନ୍ୟତମ। ଏହି ପକ୍ଷୀମାନେ ଖାଦ୍ୟ…

ଆଗୁଆ ଜାମିନ ଆବେଦନ କଲେ ମନ୍ତ୍ରୀ, ଏମ୍‌ପି

କଟକ ଅଫିସ,୪ା୨: ଆଗୁଆ ଜାମିନ ପାଇଁ ହାଇକୋର୍ଟରେ ମନ୍ତ୍ରୀ ଓ ଏମ୍‌ପି ପହଞ୍ଚିଛନ୍ତି। ଗିରଫ ଭୟରେ ହାଇକୋର୍ଟରେ ଆଗୁଆ ଜାମିନ ଆବେଦନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ।…

‘ଆମେ ଭାରତ ସହ ଛିଡ଼ା ହୋଇଛୁ’

ଓ୍ବାଶିଂଟନ,୪।୨: ଚାଇନାର ଆକ୍ରୋଶ ବିରୋଧରେ ଭାରତ ସହ ଛିଡ଼ା ହୋଇଛି ଆମେରିକା। ୨୦୨୦ରେ ଗଲଓ୍ବାନ ଘାଟିରେ ଭାରତୀୟ ଯବାନଙ୍କୁ ଆକ୍ରମଣ କରିଥିବା ପିଏଲ୍‌ଏ ସୈନ୍ୟଙ୍କୁ ଚାଇନା ଓ୍ବିଣ୍ଟର…