ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା, ଗଣିବାକୁ ଦରକାର ପଡ଼ିଲା ମେଶିନ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ଭିଜିଲାନ୍ସ ଇତିହାସରେ ରେକର୍ଡ। ଡାକ୍ତରଙ୍କ ସମ୍ପତ୍ତି ଦେଖି ଭିଜିଲାନ୍ସ ଅଧିକାରୀ ଜଳକା ପାଲଟି ଯାଇଛନ୍ତି। କାକଟପୁର ଚାରିଛକରେ କାର୍ଯ୍ୟରତ ଡାକ୍ତର ସୁକାନ୍ତ ଜେନା ଗିରଫ ହୋଇଛନ୍ତି।…

ରାଶିଫଳ: ଶୁକ୍ରବାର, ଫେବୃୟାରୀ ୧୮ ତାରିଖ – Daily Horoscope

ମେଷ ଆଜି ପ୍ରତ୍ୟେକ କାର୍ଯ୍ୟ ସମ୍ପନ୍ନ ହେବ। ଆଗାମୀ କାଲିର ଆନୁଷ୍ଠାନିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁନ୍ଦର ଓ ସୁମଧୁର ହୋଇଉଠିବ। ଆତ୍ମୀୟ…

ଖୋଲୁଛି ରସିକିଆ ନକଲି ଡାକ୍ତରଙ୍କ ଗୁମର

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରସିକିଆ ନକଲି ଡାକ୍ତର ରମେଶ ସ୍ବାଇଁଙ୍କ ଗୁମର ଦିନକୁ ଦିନ ଫିଟିବାରେ ଲାଗିଛି। ଏମବିବିଏସ୍‌ ନୁହଁ ବରଂ ଏହି ରସିକିଆ ଡାକ୍ତର ମାଟ୍ରିକ ଫେଲ୍‌ ହୋଇଥିବା…

ଗାଁରେ ପଶିଲା ଦନ୍ତା

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଗପୋ ଗାଁରେ ଏକ ଦନ୍ତାହାତୀକୁ ଆଜି ସକାଳୁ ଦେଖିବାକୁ ମିଳିଛି। ଶିମିଳିପାଳରୁ ଏକ ହାତୀ ମୟୂରଭଞ୍ଜ ମଧ୍ୟ ଦେଇ…

ଜୟଦେବ ବିହାର ଓଭର ବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଯୁବକ

ଭୁବନେଶ୍ୱର,୧୭ା୨(ବ୍ୟୁରୋ): ରାଜଧାନୀର ଜୟଦେବ ବିହାର କଳିଙ୍ଗ ଷ୍ଟାଡିୟମ ଗେଟ୍‌ ସମ୍ମୁଖ ଓଭରବ୍ରିଜ୍‌ ଉପରୁ ତଳକୁ ଖସି ପଡ଼ିଲେ ଜଣେ ଯୁବକ। ଓଭର ବ୍ରିଜ୍‌ ଉପରେ ବାଇକ ଥିବାବେଳେ…

ରାଜନୈତିକ ହିଂସା: ଓ୍ବାର୍ଡମେମ୍ବର ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ

ବାଲେଶ୍ୱର ଅଫିସ,୧୭ା୨: ବାଲେଶ୍ୱର ଜିଲା ବସ୍ତା ବ୍ଲକ ଅନ୍ତର୍ଗତ କରୁଆ ପଞ୍ଚାୟତରେ ରାଜନୈତିକ ହିଂସାକାଣ୍ଡ ଘଟିଛି। ଏଥିରେ ୨ ଜଣ ଗୁରୁତର ହୋଇଛନ୍ତି। ସୂଚନାନୁଯାୟୀ, କରୁଆ ପଞ୍ଚାୟତର…

ସ୍ବପ୍ନ ସାକାର କରିବା ଦିଗରେ ଆଉ ପାଦେ ଆଗେଇଲେ

ନୂଆଦିଲ୍ଲୀ,୧୭।୨: ଚଳିତ ସପ୍ତାହରେ ଆଇପିଏଲ୍‌ କଣ୍ଟ୍ରାକ୍ଟ ପାଇଥିବା ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ୟଶ ଧୂଲ ନିଜ ସ୍ବପ୍ନକୁ ସାକାର କରିବା ଦିଗରେ…

ମାଓବାଦୀ ଭୟ: ସ୍ଥାନାନ୍ତର ହେଲା ୩ ବୁଥ୍‌

ମାଲକାନଗିରି, ୧୭।୨(ଡି.ଏନ.ଏ.): ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଶେଷ ହୋଇଛି। ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ହେବ। ଏହାକୁ ଦୃଷ୍ଟିରେ ରଖି ମାଓବାଦୀ ଅଞ୍ଚଳରେ ସୁରକ୍ଷା…

ବୁଥ୍‌ କ୍ୟାପଚରିଂ: ୧୪ ଜଣଙ୍କୁ ବାନ୍ଧିଲା ପୋଲିସ

ଯାଜପୁର ଅଫିସ,୧୭ା୨: ଯାଜପୁର ସଦର ଏବଂ ଧର୍ମଶାଳା ବ୍ଲକରେ ବୁଧବାର ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ମତଦାନରେ ସଂଗଠିତ ବୁଥ୍‌ କ୍ୟାପଚରିଂ ଅଭିଯୋଗରେ ୧୪ ଜଣଙ୍କୁ ବାନ୍ଧିଛି ପୋଲିସ।…

ପଞ୍ଚଭୂତରେ ବିଲୀନ ବାପି ଦା’

କିମ୍ବଦନ୍ତୀ ସଜ୍ଞୀତଜ୍ଞ ବାପି ଲାହିରୀଙ୍କୁ ତାଙ୍କ ପ୍ରିୟଜନଙ୍କ ଉପସ୍ଥିତିରେ ମୁମ୍ବାଇର ଭିଲେ ପାର୍ଲେରେ ଅନ୍ତିମ ସଂସ୍କାର କରାଯାଇଛି। ତାଙ୍କ ପୁଅ ବପ୍ପା ଲାହିରୀ ବାପାଙ୍କୁ ମୁଖାଗ୍ନି ଦେଇଥିଲେ।…