ଅହମ୍ମଦାବାଦ ସିରିଏଲ ବୋମା ବିସ୍ଫୋରଣ ମାମଲା: ୩୮ ଜଣଙ୍କୁ ଫାଶୀ ଦଣ୍ଡାଦେଶ

ଅହମ୍ମଦାବାଦ,୧୮।୨: ଗୁଜରାଟର ଅହମ୍ମଦାବାଦରେ ୨୦୦୮ ସିରିଏଲ ବୋମା ବିସ୍ଫୋରଣ ମାମଲାରେ ଦୋଷୀମାନଙ୍କୁ ଦଣ୍ଡିତ କରାଯାଇଛି। ଏହି ମାମଲାରେ ଶୁକ୍ରବାର ଅହମ୍ମଦାବାଦର ସ୍ବତନ୍ତ୍ର କୋର୍ଟ ୪୯ଜଣଙ୍କ ମଧ୍ୟରୁ ୩୮…

ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ମତଦାତା

ସୁନ୍ଦରଗଡ଼,୧୮।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ଶୁକ୍ରବାର ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ଚାଳିଛି। ଜିଲାର ସବଡେଗା, କୁତ୍ରା, ନୂଆଁଗାଁ ଏବଂ ବିଶ୍ରା ବ୍ଲକର ୮ଟି ଜିଲାପରିଷଦ…

ଦିଲ୍ଲୀରେ ସ୍ଲିପର ସେଲ ଆକ୍ଟିଭ: ଫ୍ଲାଟରୁ ମିଳିଲା ୩ କେଜି ବିସ୍ଫୋରକ

ନୂଆଦିଲ୍ଲୀ,୧୮।୨: ଦିଲ୍ଲୀର ଓଲ୍ଡ ସୀମାପୁରୀ ଅଞ୍ଚଳର ଏକ ଫ୍ଲାଟରୁ ୩ କେଜି ଇମ୍ପ୍ରୋଭାଇଜଡ୍‌ ଏକ୍ସପ୍ଲୋସିଭ ଡିଭାଇସ (ଆଇଇଡି) ଭର୍ତ୍ତି ବ୍ୟାଗ ମିଳିଛି। ବିସ୍ଫୋରକକୁ ଡିଫ୍ୟୁଜ କରାଯାଇ ଥିବା…

ବିବାଦରେ ବିଶ୍ୱର ଏକ ନମ୍ବର ଧନୀ

କାଲିଫର୍ନିଆ,୧୮।୨:ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ତଥା ଟେସଲାର ମାଲିକ ଏଲୋନ ମସ୍କ ପ୍ରାୟତଃ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ସେ ତାଙ୍କର ବ୍ୟବସାୟ ତ ଆଉ କେତେବେଳେ ତାଙ୍କ…

ଆଉ ୧୫ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮,୯୭୬କୁ ବୃଦ୍ଧି

ଭୁବନେଶ୍ୱର,୧୮ା୨(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଉଥିଲେ ହେଁ ମୃତ୍ୟୁସଂଖ୍ୟାରେ ବ୍ରେକ୍‌ ଲାଗୁନି। ଶୁକ୍ରବାର ଆଉ ୧୫ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ…

ହିମାଚଳରେ ଖୋଲିଲା ପ୍ରଥମରୁ ଅଷ୍ଟମ ଶ୍ରେଣୀ ସ୍କୁଲ: ଖୁସି ବ୍ୟକ୍ତ କଲେ ଛାତ୍ରୀଛାତ୍ର

ଶିମଲା,୧୮।୨: ହିମାଚଳ ପ୍ରଦେଶରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ଖୋଲିଛି। ପୂର୍ବରୁ ରାଜ୍ୟରେ ନବମରୁ ଦ୍ୱାଦଶ ପର୍ଯ୍ୟନ୍ତ ସମସ୍ତ ସ୍କୁଲ…

ଭୋଟ ବାକ୍ସ ନେଇ ପଳାଇଲେ ଦୁର୍ବୃତ୍ତ

ଜଗତସିଂହପୁର ଅଫିସ,୧୮ା୨: ଜଗତସିଂହପୁର ସଦର ପଟସରାରେ ନିର୍ବାଚନୀ ହିଂସା ଦେଖିବାକୁ ମିଳିଛି। ପଟସରା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୨ନମ୍ବର ବୁଥ୍‌ରେ ଭୋଟ୍‌ ବାକ୍ସ ଭଙ୍ଗାରୁଜା କରିଛନ୍ତି…

ଶପଥ କରାଇ ଭୋଟ ମାଗିଲେ ବିଧାୟକଙ୍କ ପୁଅ

ମାଲକାନଗିରି,୧୮ା୨(ଡି.ଏନ୍‌.ଏ.): ଗଣତନ୍ତ୍ରିକ ରାଷ୍ଟ୍ରରେ ଭୋଟ ଦେବାର ଅଧିକାର ସମସ୍ତଙ୍କର ରହିଛି। ଜଣେ ଭୋଟର କୌଣସି ଚାପ କିମ୍ବା ଅର୍ଥ ଲୋଭର ବଶବର୍ତ୍ତୀ ନ ହୋଇ ନିଜ ଇଚ୍ଛାରେ…

ଗର୍ଭାବସ୍ଥାର ୩୫ ସପ୍ତାହରେ ମହିଳାଙ୍କୁ ମିଳିଲା ଗର୍ଭପାତ ଅନୁମତି

କୋଲକତା,୧୮।୨: କଲିକତା ହାଇକୋର୍ଟ ଏକ ଗୁରୁତ୍ତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏକ ମାମଲାରେ ଗର୍ଭାବସ୍ଥାର ୩୫ ସପ୍ତାହ ଚାଲିଥିବାବେଳେ ମହିଳାଙ୍କୁ ଗର୍ଭପାତ କରିବାକୁ ଅନୁମତି ମିଳିଛି। ଏକ ମେଡିକାଲ…

ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ସାଜିଲେ ଘାତକ

ଯାଜପୁର ଅଫିସ,୧୮ା୨: ଯାଜପୁର ଜିଲା ବରୀ ନିର୍ବାଚନମଣ୍ଡଳୀରେ ବିଜେଡିରେ ଥିବା ଦୁଇ ପୁରୁଣା ପ୍ରତିଦ୍ୱନ୍ଦ୍ୱୀ ଚଳିତ ନିର୍ବାଚନରେ ଘାତକ ସାଜିଛନ୍ତି। ବୁଧବାର ଭୋଟ ଗ୍ରହଣ ବେଳେ ସଂଘଠିତ…