ଆସୁଛି ବଡ଼ଦିନ। ରାଜଧାନୀରେ ଧୀରେ ଧୀରେ ଜମିଲାଣି ସାନ୍ତାକ୍ଲଜ, କ୍ରିସ୍ମାସ ଟ୍ରି, ଲାଇଟିଂ ଷ୍ଟାର ଓ ସାଜସଜ୍ଜା ସାମଗ୍ରୀର ବେପାର। ଭଳିକି ଭଳି ସୁସ୍ବାଦୁ କେକ୍ ପ୍ରସ୍ତୁତି…
ଭୁବନେଶ୍ୱର, ୨୨ା୧୨(ବ୍ୟୁରୋ): ଏକ ଘରୋଇ ବ୍ୟାଙ୍କର ଆସିଷ୍ଟାଣ୍ଟ ମ୍ୟାନେଜର ବିଭିନ୍ନ ଗ୍ରାହକଙ୍କ ଆକାଉଣ୍ଟରୁ ୧ କୋଟି ୧୬ ଲକ୍ଷ ଟଙ୍କାର ଲୋନ୍ ଉଠାଇନେଇଛନ୍ତି। ଜଣେ ଅବସରପ୍ରାପ୍ତ ସରକାରୀ…
ନୂଆଦିଲ୍ଲୀ, ୨୨।୧୨: ଦେଶରେ କରୋନା ମହାମାରୀ ଯୋଗୁ ଆତଙ୍କ ସୃଷ୍ଟି ହୋଇଛି। ଦୈନିକ ସଂକ୍ରମଣ ସଂଖ୍ୟାରେ ସାମାନ୍ୟ ବ୍ରେକ୍ ଲାଗିଛି। ଲଗାତାର ୧୨ ଦିନ ଧରି ଦୈନିକ…
ଭୁବନେଶ୍ୱର,୨୨।୧୨(ବ୍ୟୁରୋ): ରାଜ୍ୟରେ ସୋମବାର ୧୮୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩୦ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍।…
ଭୁବନେଶ୍ୱର, ୨୨।୧୨(ବ୍ୟୁରୋ): ସାରା ରାଜ୍ୟରେ ଏବେ ଶୀତ ଲହରି ଜାରି ରହିଛି। ଆସନ୍ତା ୩ଦିନ ପର୍ଯ୍ୟନ୍ତ ଏହି ଭଳି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ…
ଓ୍ବାଶିଂଟନ/ଚାଇନା,୨୨।୧୨: ଭାରତୀୟ ବଂଶୋଦ୍ଭବ କୂଟନୀତିଜ୍ଞ ଉଜ୍ରା ଜେୟାଙ୍କୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ତିବ୍ବତ ପ୍ରସଙ୍ଗରେ ସ୍ପେଶାଲ କୋଅର୍ଡିନେଟର ଭାବେ ନିଯୁକ୍ତ କରିଛନ୍ତି। ଚାଇନା ଓ ତିବ୍ବତୀୟ…
ନୂଆଦିଲ୍ଲୀ,୨୨।୧୨: ରାଜନୈତିକ ସଂସ୍କାର ବିଲ୍କୁ ମଙ୍ଗଳବାର ସଂସଦର ମଞ୍ଜୁରୀ ମିଳିଛି। ଭୋଟର ତାଲିକା ତଥ୍ୟ ସହ ଆଧାର ଇକୋସିଷ୍ଟମ୍କୁ ଯୋଡ଼ିବା ସମ୍ପର୍କିତ ଏହି ବିଧେୟକ ସୋମବାର ଲୋକ…
ପ୍ୟାରିସ୍, ୨୨।୧୨: ନାରୀ ସଶକ୍ତୀକରଣର ପ୍ରସଙ୍ଗ ଉଠିଲେ ପ୍ରଥମେ ଆଲୋଚନା ହୁଏ ମହିଳା ସ୍ବାଧୀନତା ଉପରେ। ହେଲେ ଶିଶୁ ଜନ୍ମ ହେବା ପରେ ତା’ର ସାଙ୍ଗିଆ (ସର୍ନେମ୍)…
ତେଲକୋଇ, ୨୨।୧୨ ଡି.ଏନ.ଏ.): କେନ୍ଦୁଝର ଜିଲା ତେଲକୋଇ ପାହାଡି ଅଞ୍ଚଳରେ ଶୀତର ଲହରି ଜାରି ରହିଥିବାରୁ କେହି ଘରୁ ବାହାରି ପାରୁନାହାନ୍ତି। ଏପରିକି ଜଙ୍ଗଲ ଅଞ୍ଚଳରେ ଥିବା…
ଜଳେଶ୍ୱର, ୨୨।୧୨(ଡି.ଏନ.ଏ.) ଗ୍ରୀନ୍-ରେ ଚିଟ୍ଫଣ୍ଡ ସମଗ୍ର ଦେଶରୁ ୨ହଜାର କୋଟିରୁ ଅଧିକ ଟଙ୍କା ଲୁଟିଥିବା ବେଳେ ଓଡ଼ିଶାରୁ ପ୍ରାୟ ୫୦୦ କୋଟି ଟଙ୍କା ଲୁଟି ନେଇଛି। ସରକାରଙ୍କ…