ପଡ଼ୋଶୀଙ୍କ ସହଯୋଗ ବୃଦ୍ଧି ଜରୁରୀ: ଡୋଭାଲ

ମାଲେ,୧୦।୩(ପି.ଟି.): ଭାରତ ମହାସାଗରୀୟ ଅଞ୍ଚଳରେ ରହୁଥିବା ଦେଶଗୁଡ଼ିକର ସୁରକ୍ଷା ପ୍ରତି ଚ୍ୟାଲେଞ୍ଜ ସୃଷ୍ଟି ହୋଇଛି। ଏହାକୁ ପ୍ରତିହତ କରିବାକୁ ହେଲେ ଉକ୍ତ ଅଞ୍ଚଳରେ ରହିଥିବା ସାମୁଦ୍ରିକ ପଡୋଶୀମାନଙ୍କ…

‘ଦେଶର ପ୍ରତିଷ୍ଠା ବିପଦରେ, ଚାଇନା ଯିବେ ନିବେଶକ’

ନୂଆଦିଲ୍ଲୀ, ୧୦ା୩: ୨୦୧୮ ମସିହାର ନ୍ୟାଶନାଲ ଷ୍ଟକ୍‌ ଏକ୍ସଚେଞ୍ଜ୍‌(ଏନ୍‌ଏସ୍‌ଇ)ର କୋ-ଲୋକେଶନ ଘଟଣାର ତଦନ୍ତରେ ମନ୍ଥରଗତିକୁ ନେଇ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ଉପରେ କ୍ଷୁବ୍ଧ ହୋଇଛନ୍ତି ଦିଲ୍ଲୀର…

ବାରାଣସୀ ଏଡିଏମ୍‌ ନିଲମ୍ବିତ

ଲକ୍ଷ୍ନୌ,୧୦।୩ (ପି.ଟି.): ଉତ୍ତରପ୍ରଦେଶରେ ଇଭିଏମ୍‌ରେ ଜାଲିଆତି କରାଯାଇଥିବା ସମାଜବାଦୀ ପାର୍ଟି (ଏସ୍‌ପି) ଅଧ୍ୟକ୍ଷ ଅଖିଳେଶ ଯାଦବ ଅଭିଯୋଗ ଆଣିବାର ଦିନକ ପରେ ବାରାଣସୀ ଏଡିଏମ୍‌ଙ୍କୁ ଚାକିରିରୁ ନିଲମ୍ବନ…

ଆଜି ୫ ରାଜ୍ୟର ବିଧାନସଭା ନିର୍ବାଚନର ଫଳାଫଳ, ୬୯୦ ଆସନ ପାଇଁ ହେବ ମତଗଣନା

ନୂଆଦିଲ୍ଲୀ,୧୦ ।୩: ଶେଷ ହେଲ ଅପେକ୍ଷା । ଦେଶର ୫ ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନର ଫଳାଫଳ ଗୁରୁବାର ଆସିବାକୁ ଯାଉଛି । ଆଉ ମାତ୍ର କିଛି…

ଧରିତ୍ରୀ କାର୍ଟୁନ୍‍ – Dharitri Cartoon

ଧରିତ୍ରୀ କାର୍ଟୁନ୍‍

ପଞ୍ଚାୟତ ଓ ପୌରପାଳିକା ଭୋଟର ତାଲିକାରେ ରହିଛି ନାଁ, ପ୍ରାର୍ଥୀଙ୍କ ବିରୋଧରେ ଅଭିଯୋଗ

କେନ୍ଦୁଝର,୯ା୩(ସ୍ବ.ପ୍ର.): ପୌର ନିର୍ବାଚନ ପାଇଁ ବିଭିନ୍ନ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଜୋରଦାର ପ୍ରସ୍ତୁତି ଆରମ୍ଭ ହୋଇଛି। ବୁଧବାର ନାମାଙ୍କନପତ୍ର ଯାଞ୍ଚ ବେଳେ କେନ୍ଦୁଝରଗଡ଼ ପୌରପରିଷଦ ପାଇଁ ନିର୍ବାଚନ…

ସରପଞ୍ଚଙ୍କୁ ହତ୍ୟା କଲେ ଆତଙ୍କବାଦୀ

ଶ୍ରୀନଗର,୯।୩: ଶ୍ରୀନଗର ସହରର ସୀମାନ୍ତରେ ଥିବା ଖାନମୋହରେ ଆତଙ୍କବାଦୀମାନେ ଜଣେ ସରପଞ୍ଚଙ୍କୁ ହତ୍ୟା କରିଛନ୍ତି। ମୃତ ଜଣଙ୍କ ହେଲେ ସମୀର ଭଟ୍ଟ। ଆତଙ୍କବାଦୀଙ୍କ ଗୁଳିମାଡରେ ତାଙ୍କର ମୃତ୍ୟୁ…

ଯୁଦ୍ଧ ବିମାନ ପଠାଇବାକୁ ମନା କଲା ଜର୍ମାନୀ

ବର୍ଲିନ,୯।୩: ୟୁକ୍ରେନକୁ ଯୁଦ୍ଧ ବିମାନ ପଠାଇ ସହାୟତା କରିବାକୁ ମନା କରି ଦେଇଛନ୍ତି ଜର୍ମାନୀର ଚାନ୍‌ସେଲର ଓଲାଫ ସ୍କଲଜ। ପୋଲାଣ୍ଡର ପ୍ରସ୍ତାବକୁ ଆମେରିକାର ପ୍ରତ୍ୟାଖ୍ୟାନ ଯୋଗୁ ଜର୍ମାନୀ…

ଛତ୍ରବଜାର ପୋଲ ଗାର୍ଡ ୱାଲ ଭୁଶୁଡ଼ିବା ଘଟଣା: ୨ ଜଣଙ୍କ ଜୀବନ ଗଲା

କଟକ ଅଫିସ,୯ା୩: ଛତ୍ରବଜାରରୁ ମାଲ୍‌ଗୋଦାମକୁ ସଂଯୋଗ କରୁଥିବା ପୋଲର ମରାମତି କାର୍ଯ୍ୟ ଚାଲିଥିବାବେଳେ ବୁଧବାର ସନ୍ଧ୍ୟାରେ ଘଟିଛି ଅଘଟଣ। ପୋଲ ମରାମତି ବେଳେ ଗାର୍ଡ ୱାଲ ଭୁଶୁଡ଼ି…

ଅଭିଯୁକ୍ତଙ୍କୁ ୫ ବର୍ଷ ସଶ୍ରମ କାରାଦଣ୍ଡ

କେନ୍ଦୁଝର,୯ା୩(ସ୍ବ.ପ୍ର.): କେନ୍ଦୁଝର ଚିଫ୍‌ ଜୁଡିସିଆଲ ମାଜିଷ୍ଟ୍ରେଟ ରଞ୍ଜୁଲତା ଲେଙ୍କା ଏକ ମରଣାନ୍ତ୍ରକ ଆକ୍ରମଣ ଘଟଣାର ବୁଧବାର ରାୟ ଶୁଣାଇ ଜଣେ ଅଭିଯୁକ୍ତ ଲଛମନ ପରିଡ଼ାଙ୍କୁ ୫ ସଶ୍ରମ…