ଗର୍ଭାବସ୍ଥାରେ ଯକ୍ଷ୍ମା

ବର୍ତ୍ତମାନ ଭେଷଜ ବିଜ୍ଞାନର ଅଗ୍ରଗତି ଯୋଗୁ ଯକ୍ଷ୍ମାର ଅତ୍ୟାଧୁନିକ ଚିକିିସତ୍ା ସମ୍ଭବ ହୋଇପାରୁଛି ଓ ଅନେକ ଲୋକ ଆରୋଗ୍ୟ ମଧ୍ୟ ହେଉଛନ୍ତି ା ତଥାପି ବି କମୁନି…

ରାଜଧାନୀରେ ହେଭିଓ୍ବେଟଙ୍କ ପ୍ରଚାର

ଭୁବନେଶ୍ୱର,୨୨।୩(ବ୍ୟୁରୋ): ପୌର ନିର୍ବାଚନ ୨୪ରେ ହେବାକୁ ଥିବା ବେଳେ ମଙ୍ଗଳବାର ପ୍ରଚାରର ଶେଷ ଦିନ। ଶେଷ ଦିନରେ ରାଜଧାନୀରେ ପ୍ରଚାରକୁ ଜୋରଦାର କରାଯାଉଛି। ୩ ପ୍ରମୁଖ ଦଳର…

ସବୁ ବୁଥ୍‌ରେ କରାଯିବ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା

କଟକ ଅଫିସ, ୨୨।୩: ଆସନ୍ତା ୨୪ରେ ପୌର ନିର୍ବାଚନ। ଏ ନେଇ ରାଜନୀତି ସରଗରମ ରହିଛି। ତେବେ କଟକ ମହାନଗର ନିଗମ ନିର୍ବାଚନ ଭୋଟିଂ ପାଇଁ ପ୍ରସ୍ତୁତ…

ଲୁଟେରାଙ୍କଠୁ ମିଳିଲା ୨୨ ବୋଲେରୋ

ବଲାଙ୍ଗୀର ଅଫିସ,୨୨।୩: ଓଡ଼ିଶା-ଆନ୍ଧ୍ର ପ୍ରଦେଶରେ ସକ୍ରିୟ ବୋଲେରୋ ଲୁଟେରା ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ବଲାଙ୍ଗୀର ପୋଲିସ। ବଲାଙ୍ଗୀର ଏସ୍‌ପି ନିତିନ କୁଶଲକରଙ୍କ ନିର୍ଦ୍ଦେଶ କ୍ରମେ ସଦର ଏସ୍‌ଡିପିଓ…

ବାଂଲାଦେଶକୁ ୧୧୯ରେ ରୋକିଦେଲା ଭାରତ

ହାମିଲଟନ,୨୨।୩: ଚଳିତ ଆଇସିସି ମହିଳା ଦିନିକିଆ ବିଶ୍ୱକପ୍‌ରେ ମଙ୍ଗଳବାର ଖେଳାଯାଇଥିବା ବାଂଲାଦେଶ ବିପକ୍ଷ ମ୍ୟାଚ୍‌କୁ ୧୧୦ ରନ୍‌ର ବୃହତ୍‌ ବ୍ୟବଧାନରେ ଜିତି ନେଇଛି ଭାରତ। ୨୨୯ ରନ୍‌…

‘ଜଣାନାହିଁ ଭାଜପାକୁ କିଏ ଜିତାଇଲା’

ନୂଆଦିଲ୍ଲୀ,୨୨।୩: ସଂସଦର ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଚାଲିଛି। ମଙ୍ଗଳବାର ପେଟ୍ରୋଲ-ଡିଜେଲ, ଏଲପିଜି ସିଲିଣ୍ଡର ଏବଂ କିରୋସିନ ମୂଲ୍ୟ ବୃଦ୍ଧି ନେଇ ବିରୋଧୀମାନେ ଉଭୟ ଗୃହରେ ହୋହଲ୍ଲା…

ସୂର୍ଯ୍ୟବଂଶୀ, ସ୍ପାଇଡରମ୍ୟାନକୁ ପଛରେ ପକାଇ ୨୦୦ କୋଟି କ୍ଲବରେ ସାମିଲ ହେଲା ‘ଦ କଶ୍ମୀର ଫାଇଲ୍ସ’

ମୁମ୍ବାଇ: ବଲିଉଡ ମୁଭି ‘ଦ କଶ୍ମୀର ଫାଇଲ୍ସ’ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ବି ତା’ର ଦବଦବା ବଜାୟ ରଖିଛି । ଫିଲ୍ମ ପ୍ରତିଦିନ ଯେଉଁ ବ୍ୟବସାୟ…

ଭିତରକନିକାରେ ଚାଲିଲା ବ୍ୟାଟେରି ଚାଳିତ ବୋଟ୍‌

କେନ୍ଦ୍ରାପଡା ଅଫିସ, ୨୨।୩: ଭିତରକନିକା ଜାତୀୟ ଉଦ୍ୟାନରେ ବ୍ୟାଟେରି ଚାଳିତ ବୋଟ୍‌ ସେବା ଆରମ୍ଭ ହୋଇଛି । ଫାଇବର ପ୍ଲାଷ୍ଟିକ୍‌ରେ ପ୍ରସ୍ତୁତ ବୋଟ୍ରେ ଇଞ୍ଜିନ ଓ ବ୍ୟାଟେରି…

୨୮ ମାର୍ଚ୍ଚରେ ଶପଥ ନେବେ ଗୋଆ ମୁଖ୍ୟମନ୍ତ୍ରୀ, ଯୋଗଦେବେ ମୋଦି

ପଣଜୀ,୨୨ ।୩: ଗୋଆ ମୁଖ୍ୟମନ୍ତ୍ରୀ ଭାବେ ପୁଣିଥରେ ପ୍ରମୋଦ ସାୱନ୍ତ ମାର୍ଚ୍ଚ ୨୮ରେ ଶପଥ ଗ୍ରହଣ କରିବାକୁ ଯାଉଛନ୍ତି । ତାଙ୍କ ଶପଥଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

ଗଲି ବୟ ର଼୍ୟାପର ଏମ୍‌ସି ତୋଡ୍‌ ଫୋଡ୍‌ଙ୍କ ମୃତ୍ୟୁ

ମୁମ୍ବାଇ,୨୨।୩: ଏମ୍‌ସି ତୋଡ ଫୋଡ୍‌ ଭାବେ ଜଣାଶୁଣା ଧର୍ମେଶ ପରମାରଙ୍କର ସୋମବାର ମୃତ୍ୟୁ ହୋଇଛି। ମୁମ୍ବାଇର ବହୁ ଭାଷାଭିତ୍ତିକ ହିପ୍‌-ହପ୍‌ ଗ୍ରୁପ୍‌ ସ୍ବଦେଶୀର ସଦସ୍ୟଙ୍କୁ ମୃତ୍ୟୁ ବେଳକୁ…