ଯୁବକଙ୍କୁ କାବୁ କରିବାକୁ ଯାଇ ଆଇଆଇସିଙ୍କ ଗୋଡ଼ ଭାଙ୍ଗିଲା

ପାଟଣା,୨ା୨(ସ୍ବ.ପ୍ର.): କୁରାଢ଼ି ଧରି ଉତ୍ପାତ କରୁଥିବା ଜଣେ ଯୁବକଙ୍କୁ କାବୁ କରିବାକୁ ଯାଇ କେନ୍ଦୁଝର ଜିଲା ପାଟଣା ଥାନା ଆଇଆଇସି ରାଜେନ୍ଦ୍ର ସ୍ବାଇଁ ଆହତ ହୋଇଛନ୍ତି। ତାଙ୍କ…

ଅନ୍ଧାରରେ ଭାରତ-ଓ୍ବେଷ୍ଟଇଣ୍ଡିଜ ସିରିଜ୍‌

ଅହମ୍ମଦାବାଦ୍‌,୨।୨: ଆସନ୍ତା ୬ ତାରିଖରୁ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଆରମ୍ଭ ହେବାକୁ ଯାଉଥିବା ସୀମିତ ଓଭର ସିରିଜ୍‌ ଉପରେ କଳାବାଦଲ ଦେଖା ଦେଇଛି। ୩ ଖେଳାଳିଙ୍କ…

ଯୁବକଙ୍କୁ ମାଡ଼ମାରି ଗାଡ଼ି, ମୋବାଇଲ ଛଡ଼ାଇ ନେଲେ

ଯୋଡ଼ା,୨ା୨(ଡି.ଏନ.ଏ.): କେନ୍ଦୁଝର ଜିଲା ବାମେବାରି ଥାନା ଅଧୀନ ଉଁଚବାଲି ଗ୍ରାମର ଜଣେ ଯୁବକଙ୍କୁ କିଛି ଲୋକ ମାଡ଼ ମାରିବା ସହିତ ତାଙ୍କ ଠାରୁ ମୋବାଇଲ ଫୋନ ଓ…

ଅଷ୍ଟ୍ରେଲିଆକୁ ୨୯୧ ରନ୍‌ ମଧ୍ୟରେ ରୋକିବା ଦରକାର

ଆଣ୍ଟିଗୁଆ,୨।୨: ଚଳିତ ୧୯ ବର୍ଷରୁ କମ୍‌ ବିଶ୍ୱକପ୍‌ ଫାଇନାଲରେ ସ୍ଥାନ ପକ୍କା କରିବା ପାଇଁ ଅଷ୍ଟ୍ରେଲିଆ ଆଗରେ ୨୯୧ ରନ୍‌ର ଟାଗେର୍ଟ ଛିଡ଼ା କରିଛି ଭାରତୀୟ ଦଳ।…

ସୁନାଚୋରି ଘଟଣାରେ ଆଇଆଇସି ନିଲମ୍ବିତ

କୋରାପୁଟ/ନାରାୟଣପାଟଣା,୨ା୨(ସ୍ବ.ପ୍ର./ଡି.ଏନ୍‌.ଏ.): କୋରାପୁଟ ଜିଲା ନାରାୟଣପାଟଣା ଥାନା ଆଇଆଇସି ରଞ୍ଜିତ୍‌ ସାହୁଙ୍କୁ ବୁଧବାର ଡିଜିପି କାର୍ଯ୍ୟରୁ ନିଲମ୍ବନ କରିଛନ୍ତି। ଲକ୍ଷ୍ମୀପୁର ଷ୍ଟେଟ୍‌ବ୍ୟାଙ୍କ ଲକରରୁ ସୁନା ଚୋରି ଘଟଣାରେ ସୁନା…

‘ତୁମ ପାଇଁ ଦେଶରେ ବେରୋଜଗାରୀ ବୃଦ୍ଧି ପାଉଛି’

ନୂଆଦିଲ୍ଲୀ,୨।୨: କେନ୍ଦ୍ର ସରକାରଙ୍କ ପାଇଁ ଦେଶରେ ବେରୋଜଗାର ହାର ବଢ଼ି ଚାଲିଛି। ସଂସଦରେ ବୁଧବାର ଏଭଳି କଡ଼ା ଶବ୍ଦରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରିଛନ୍ତି କଂଗ୍ରେସ…

ସର୍ବସାଧାରଣ ସ୍ଥାନରେ ସ୍ତ୍ରୀଙ୍କ ସହ ଦେଖା ଦେଲେ କିମ୍‌

ପ୍ୟୋଙ୍ଗୟାଙ୍ଗ୍‌,୨ା୨: ଉତ୍ତରକୋରିଆର କ୍ରୁର ଶାସକ କିମ୍‌-ଜୋଙ୍ଗ-ଉନ୍‌ ତାଙ୍କ ସ୍ତ୍ରୀ ଏବଂ ଖୁଡ଼ୀଙ୍କ ସହ ବୁଧବାର ଗଣମାଧ୍ୟମ ସାମ୍ନାକୁ ଆସିଛନ୍ତି। କରୋନା ମହାମାରୀ ସମୟରେ ଶାସକ ପରିବାର ବାହାରେ…

ଶ୍ରୀଲଙ୍କାକୁ ୩୭ ହଜାର କୋଟି ଋଣ ଦେଲା ଭାରତ

ନୂଆଦିଲ୍ଲୀ,୨ା୨: ଆର୍ଥିକ ସଙ୍କଟରେ ପଡ଼ିଥିବା ଶ୍ରୀଲଙ୍କାରେ ତୈଳ ଏବଂ ଶକ୍ତି ଅଭାବ ମଧ୍ୟ ଲାଗି ରହିଛି। ଜରୁରିକାଳୀନ ସ୍ଥିତିରେ ତୈଳ କ୍ରୟ ପାଇଁ ଭାରତ ଶ୍ରୀଲଙ୍କାକୁ ୫…

୧୧ ଚନ୍ଦନ ଗଛ ଚୋରି

କେନ୍ଦୁଝର,୨ା୨(ସ୍ବ.ପ୍ର.): ଚମ୍ପୁଆସ୍ଥିତ ନିକଲସନ ଫରେଷ୍ଟ ଟ୍ରେନିଂ ସ୍କୁଲ ପରିସରରୁ ଗତ ୨୮ ତାରିଖରେ ୧୧ ଟି ମୂଲ୍ୟବାନ ଚନ୍ଦନ ଗଛକୁ ଦୁର୍ବୃତ୍ତମାନେ କାଟି ନେଇଛନ୍ତି। ତେବେ ଏ…

‘ଦୁଇ ଭାଗରେ ବାଣ୍ଟି ହୋଇଛି ଭାରତ’

ନୂଆଦିଲ୍ଲୀ,୨।୨: ଭାରତ ଏବେ ଦୁଇ ଭାଗରେ ବାଣ୍ଟି ହୋଇଛି। ଗୋଟିଏ ଭାରତରେ କେବଳ ଅତ୍ୟଧିକ ଧନୀଙ୍କ ପାଇଁ। ଏହି ଦେଶରେ ସେମାନେ ରହୁଛନ୍ତି, ଯେଉଁମାନଙ୍କ ପାଖରେ ପ୍ରବଳ…