ଆସନ୍ତାକାଲି ଘଟିବ ବଡ଼ଧରଣର ସୌର ବିସ୍ଫୋରଣ, ପୃଥିବୀ ପ୍ରତି ବିପଦ

ଓ୍ବାଶିଂଟନ,୩୦ା୩: ଆସନ୍ତାକାଲି ଅର୍ଥାତ୍‌ ଗୁରୁବାର ପୁଣି ଘଟିବ ସୌର ବିସ୍ଫୋରଣ। ଏହି ବିସ୍ଫୋରଣରେ ପୃଥିବୀରେ ଭୂ-ଚୁମ୍ବକୀୟ ଝଡ଼ ମାଡ଼ ହେବ । ନାସାର ଶକ୍ତିଶାଳୀ ସୋଲାର ଡାଇନାମିକ୍ସ…

୧୫ ଲାଇଟ୍‌ କମ୍ବାଟ ହେଲିକପ୍ଟର କିଣିବ ଭାରତ

ନୂଆଦିଲ୍ଲୀ,୩୦।୩: ପ୍ରତିରକ୍ଷା କ୍ଷେତ୍ରରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱାଧୀନ ସୁରକ୍ଷା କ୍ୟାବିନେଟ୍‌ କମିଟି (ସିସିଏସ୍‌) ବୁଧବାର ୧୫ ଲାଇଟ୍‌ କମ୍ବାଟ୍‌…

ଗୋଟିଏ ବର୍ଷରେ ୧.୫୮ ଲକ୍ଷ ବାଇକ୍‌ ଦୁର୍ଘଟଣା, ୫୬ ହଜାର ଲୋକଙ୍କ ମୃତ୍ୟୁ

ନୂଆଦିଲ୍ଲୀ,୩୦।୩: ଦେଶରେ ସଡ଼କ ଦୁର୍ଘଟଣା ଦ୍ରୁତ ଗତିରେ ବଢିଚାଲିଛି। ସଡକ ପରିବହନ ମନ୍ତ୍ରୀ ନିତିନ ଗଡକରୀ ବୁଧବାର ସଂସଦରେ କହିଛନ୍ତି, ୨୦୨୦ରେ ଭାରତରେ ୧,୫୮,୯୬୪ ଦୁଇ ଚକିଆ…

କେ.ଏଲ୍‌. ରାହୁଲଙ୍କୁ ମିଛ କହିଥିଲେ ତାଙ୍କ ମା’, ୨୭ ବର୍ଷ ଧରି…

ନୂଆଦିଲ୍ଲୀ,୩୦।୩: ଭାରତୀୟ କ୍ରିକେଟ ଟିମ୍‌ର ଉପଅଧିନାୟକ ତଥା ଏବେ ଆଇପିଏଲ୍‌ରେ ଲକ୍ଷ୍ନୌ ସୁପର ଜିଆଣ୍ଟ୍ସର ଅଧିନାୟକ କେ.ଏଲ୍‌ ରାହୁଲଙ୍କୁ ଦୀର୍ଘ ୨୬ରୁ ୨୭ ବର୍ଷ ଧରି ମିଛ…

ଏଣିକି ନାଇଟ୍‌ ଶିଫ୍ଟରେ ଡ୍ୟୁଟି କରିବେ ବରିଷ୍ଠ ଅଧିକାରୀ

ମୁମ୍ବାଇ,୩୦ା୩: ନିଜର ଆଦେଶକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୁମ୍ବାଇ ପୋଲିସ କମିଶନର ସଞ୍ଜୟ ପାଣ୍ଡେଙ୍କ ଏବେ ଆଉ ଏକ ନୂଆ ଆଦେଶ ଚର୍ଚ୍ଚାରେ ରହିଛି। ଏହି…

ଓ୍ବର୍ନଙ୍କୁ ଅନ୍ତିମ ବିଦାୟ: ଭାବୁକ ହେଲେ ସଚିନ

ମେଲବୋର୍ନ,୩୦।୩: ଲୁହରେ ଭିଜିଲା ପ୍ରଶଂସକଙ୍କ ଆଖି। ବୁଧବାର ଏଠାରେ ଆୟୋଜିତ ଏକ ବିଶାଳ ଶ୍ରଦ୍ଧାଞ୍ଜଳି ସଭାରେ ଅଷ୍ଟ୍ରେଲିଆର କ୍ରିକେଟ କିମ୍ବଦନ୍ତୀ ତଥା ପୂର୍ବତନ ମହାନ ଲେଗ୍‌ ସ୍ପିନର…

୯ ଓଭର ମଧ୍ୟରେ କୋଲକାତାର ଅଧା ଟିମ୍‌ ପ୍ୟାଭିଲିଅନରେ

ମୁମ୍ବାଇ,୩୦।୩: ଚଳିତ ଆଇପିଏଲରେ ବୁଧବାର ଖେଳାଯାଉଥିବା ମ୍ୟାଚ୍‌ରେ ପୂରା ଫେଲ୍‌ ମାରିଛି କୋଲକାତା ନାଇଟ୍‌ ରାଇଡର୍ସ (କେକେଆର୍‌)ର ବ୍ୟାଟିଂ ଲାଇନ୍‌ ଅପ୍‌। ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି)…

ଆଇପିଏଲ୍‌ ମିଡିଆ ରାଇଟ୍‌ ପାଇଁ ୩୩ ହଜାର କୋଟି

ବେଙ୍ଗାଲୁରୁ,୩୦।୩: ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ପ୍ରସାରଣ ଅଧିକାର ପାଇଁ ୩୩ ହଜାର କୋଟି ଟଙ୍କାର ବେସ୍‌ ପ୍ରାଇସ ଧାର୍ଯ୍ୟ କରିଛି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ…

ଶାସ୍ତ୍ରୀଙ୍କ ହୃଦୟ ଜିଣିଲେ ହାଇଦ୍ରାବାଦର ଏହି ବୋଲର୍‌; କହିଲେ…

ନୂଆଦିଲ୍ଲୀ,୩୦।୩: ସନରାଇଜର୍ସ ହାଇଦ୍ରାବାଦର ୨୨ ବର୍ଷୀୟ ଦ୍ରୁତ ବୋଲର୍‌ ଉମ୍ରାନ ମଲିକ ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀଙ୍କ ହୃଦୟ ଜିଣିଛନ୍ତି ।…

ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ, ଟ୍ରକ୍‌ ଲୁଟ୍‌; ୪ ଗିରଫ

ବଡ଼ବିଲ,୩୦ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟୋ ନିକଟରୁ ବନ୍ଧୁକ ମୁନରେ ହେଲପରଙ୍କୁ ଅପହରଣ କରିବା ସହ ଏକ ୧୨ ଚକିଆ ଟ୍ରକ ଲୁଟ୍‌ ଅଭିଯୋଗରେ…