ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ନଡ୍ଡା

ଶିମ୍‌ଲା,୧୦।୪:ହିମାଚଳ ପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ପରିବର୍ତ୍ତନ ନେଇ ହେଉଥିବା ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପଡିଛି। ରବିବାର ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ଜାତୀୟ…

ମହାନଦୀରେ ଭାସି ଯାଇ ନାବାଳକ ମୃତ, ଏବେ ବି ୨ ନିଖୋଜ

କଟକ ଅଫିସ,୧୦।୪: ମହାନଦୀ ଯୋବ୍ରାଠାରେ ଗାଧୋଇବା ବେଳେ ୩ଜଣ ନାବାଳକ ରବିବାର ଭାସି ଯାଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ନାବାଳକଙ୍କୁ ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଉଦ୍ଧାର…

ଆରମ୍ଭ ହେଲା କରୋନାର ଚତୁର୍ଥ ଲହର!

ନୂଆଦିଲ୍ଲୀ,୧୦ ।୪: କରୋନା ସଂକ୍ରମଣ ପୁଣିଥରେ ଦେଶରେ ମୁଣ୍ଡ ଟେକିଲାଣି । ଦେଶର କିଛି ରାଜ୍ୟରେ ସଂକ୍ରମିତଙ୍କ ସଖ୍ୟା ବଢୁଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଲର୍ଟ ଜାରି…

କନ୍ୟାଙ୍କ ପାଦ ଧୋଇଲେ ମୁଖ୍ୟମନ୍ତ୍ରୀ

ଗୋରଖପୁର,୧୦।୪: ଉତ୍ତର ପ୍ରଦେଶର ଗୋରେଖନାଥ ମନ୍ଦିରରେ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଚୈତ୍ର ନବରାତ୍ରୀ ଏବଂ ଶ୍ରୀ ରାମନବମୀ ଅବସରରେ ୯ ଜଣ କନ୍ୟାଙ୍କ ପାଦ ଧୋଇଥିଲେ।…

ଚମକିଲେ ଓ୍ବାର୍ନର, କୋଲକତାକୁ ୨୧୬ ରନ୍‌ର ଟାର୍ଗେଟ

ମୁମ୍ବାଇ,୧୦।୪: ଆଇପିଏଲ୍‌ ୨୦୨୨ରେ ରବିବାର କୋଲକାତା ନାଇଟ ରାଇଡର୍ସ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମୁମ୍ବାଇର ବ୍ରାବୋର୍ନ ଷ୍ଟାଡିୟମରେ ଏକ ମ୍ୟାଚ୍‌ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଦିଲ୍ଲୀ…

ଅକ୍ଷୟଙ୍କ ଏହି ଗୁଣ ଦେଖି ଖୁସିରେ ଆତ୍ମହରା ହୋଇଗଲେ ସ୍ତ୍ରୀ

ଅଭିନେତା ଅକ୍ଷୟ କୁମାର କେବଳ ବଲିଉଡର ଖିଲାଡି ନୁହଁନ୍ତି, ସେ ବାସ୍ତବ ଜୀବନରେ ମଧ୍ୟ ଜଣେ ଖିଲାଡି। ପ୍ରାୟତଃ ଅକ୍ଷୟ ନିଜର ଦୟାଳୁ ପରିଚୟ ପାଇଁ ପ୍ରଶଂସିତ…

ମହାନଦୀରେ ବୁଡ଼ିଗଲେ ୩ ସାଙ୍ଗ

କଟକ ଅଫିସ,୧୦ା୪: ମହାନଦୀର ଯୋବ୍ରାରେ ଗାଧୋଉଥିବା ବେଳେ ୩ ନାବାଳକ ବୁଡ଼ି ଯାଇଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କୁ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ଉଦ୍ଧାର କରିଥିବା ବେଳେ…

ଶିବସେନା ଭବନ ବାହାରେ ହନୁମାନ ଚାଳିଶା ବଜାଇଲା ମହାରାଷ୍ଟ୍ର ନବ ନିର୍ମାଣ ସେନା

ମୁମ୍ବାଇ,୧୦ ।୪: ମହାରାଷ୍ଟ୍ରରେ ଅଜାନ ବିବାଦ ବେଳକୁ ବେଳ ବଢିବାରେ ଲାଗିଛି । ରାଜନୀତିରେ ଉଚିତ ସ୍ଥ।।ନ ପାଇବାକୁ ବ୍ୟାକୁଳ ହେଉଥିବା ମହାରାଷ୍ଟ୍ର ନବ ନିର୍ମାଣ ସେନା…

ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ କଶ୍ମୀର ପ୍ରସଙ୍ଗ ଉଠାଇଲେ ଶେହଓ୍ବାଜ

ଇସଲାମାବାଦ୍‌,୧୦।୪: ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ମଧ୍ୟ ପାକିସ୍ତାନ ମୁସଲିମ ଲିଗ (ଏନ) ନେତା ଶେହଓ୍ବାଜ ଶରିଫ କାଶ୍ମୀର ପ୍ରସଙ୍ଗ ଉଠାଇଛନ୍ତି। ସେ କହିଛନ୍ତି, ଆମେ ଭାରତ…

ସ୍କୁଟିକୁ ପିଟିଲା ବାଇକ୍‌, ଯୁବ ବ୍ୟବସାୟୀ ମୃତ; ୨ ଗୁରୁତର

ଲାଞ୍ଜିଗଡ଼,୧୦ା୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ରବିବାର ପୁଣି ଏକ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯୁବ ବ୍ୟବସାୟୀଙ୍କ…