ରାଜଧାନୀରେ ବଢିଚାଲିଛି କରୋନା ସଂକ୍ରମଣ

ନୂଆଦିଲ୍ଲୀ,୨୪।୪: ପୁଣିଥରେ ରାଜଧାନୀ ଦିଲ୍ଲୀରେ କରୋନା ସଂକ୍ରମଣ ବଢିବାରେ ଲାଗିଛି। ଦିଲ୍ଲୀରେ ଦୈନିକ ୧ ହଜାରରୁ ଅଧିକ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଗତ ୨୪…

ସ୍ତ୍ରୀ ଶବ ପାଖରେ ବ୍ରେଡ ଓ ପାଣି ରଖୁଥିଲେ ସ୍ୱାମୀ

ହତ୍ୟାକାରୀ ସ୍ୱାମୀ ସ୍ତ୍ରୀ ଓ ଶାଳୀଙ୍କୁ ହତ୍ୟା କରିବା ପରେ , ସ୍ତ୍ରୀଙ୍କ ଶବ ପାଖରେ ବ୍ରେଡ୍ ଓ ପାଣି ରଖୁଥିଲେ। ସେ ସକାଳୁ ଆସି ଖାଇବା…

ଅଭିନେତ୍ରୀଙ୍କୁ ପ୍ରତାରଣା କରି ଗିରଫ ହେଲେ ଅଭିନେତା

ଫୁଲନଖରା,୨୪।୪:(ଡି.ଏନ୍‌.ଏ.): ଜଣେ ଅଭିନେତ୍ରୀଙ୍କୁ ପ୍ରତାରଣା କରି ଗିରଫ ହେଲେ ଅଭିନେତା। ଗିରଫ ଅଭିନେତା ଜଣକ ହେଲେ ବ୍ୟାସନଗର ଥାନା ଅଧୀନ ଯାଜପୁର ରୋଡ଼ର ଏମ୍‌.ସୁମନ କୁମାର। ଅଭିଯୋଗ…

ଗୋଟିଏ ଓଭରରେ ସର୍ବାଧିକ ଉଇକେଟ ନେଇ ରେକର୍ଡ ଭାଙ୍ଗିଲେ

ମୁମ୍ବାଇ,୨୪।୪: କୋଲ୍‌କାତା ନାଇଟ୍‌ ରାଇଡର୍ସ (କେକେଆର୍‌) ଅଲ୍‌ରାଉଣ୍ଡର ଆନ୍ଧ୍ରେ ରସେଲ ଶନିବାର ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଇତିହାସର ପ୍ରଥମ ବୋଲର ଭାବେ ଗୋଟିଏ ଓଭର ବୋଲିଂ…

ଆରମ୍ଭ ହେଲା ନ୍ୟାଶନାଲ ଆର୍ଟ, କ୍ରାଫ୍ଟ ମେଳା

ସମ୍ବଲପୁର,୨୪।୪(ବ୍ୟୁରୋ): ନ୍ୟାଶନାଲ ଆର୍ଟ ଏବଂ କ୍ରାଫ୍ଟ କଟନ୍‌ ସିଲ୍କ ଏକ୍ସପୋ-୨୦୨୨ (ପ୍ରଦର୍ଶନୀ ଓ ମେଳା) ସମ୍ବଲପୁର ଅଇଁଠାପାଲିସ୍ଥିତ ପିଏଚ୍‌ଡି ପଡ଼ିଆରେ ଉଦ୍‌ଘାଟିତ ହୋଇଯାଇଛି। ମେଳାରେ ୧ଲକ୍ଷରୁ ଅଧିକ…

ଟସ୍‌ ଜିତିଲା ମୁମ୍ବାଇ

ମୁମ୍ବାଇ,୨୪।୪: ଆଇପିଏଲ ୨୦୨୨ର ୩୭ତମ ମ୍ୟାଚ ରବିବାର ମୁମ୍ବାଇ ଇଣ୍ଡିଆନ୍ସ ଏବଂ ଲକ୍ଷ୍ନୌ ସୁପର ଜିଆଣ୍ଟସ ମଧ୍ୟରେ ଖେଳାଯାଉଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ…

ଫାର୍ମ ହାଉସରେ ଖବରଦାତାଙ୍କ ସନ୍ଦେହଜନକ ମୃତ୍ୟୁ

ଭଞ୍ଜନଗର,୨୪ା୪(ଡି.ଏନ୍‌.ଏ.): ବେଲଗୁଣ୍ଠାରେ କାର୍ଯ୍ୟରତ ଥିବା ଖବରଦାତା ମଦନ ମୋହନ ପାଢ଼ୀ(୩୮)ଙ୍କ ଶନିବାର ରାତିରେ ମୃତ୍ୟୁ ଘଟିଛି। ପୋଲିସ ରବିବାର ମଦନଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ…

ଚାଇନା ବିରୋଧରେ ‘ଯେସାକୁ ତେସା’ ନୀତି ଆପଣାଇଲା ଭାରତ

ନୂଆଦିଲ୍ଲୀ,୨୪।୪: ଚାଇନା ନାଗରିକଙ୍କ ପର୍ଯ୍ୟଟନ ଭିସା ଉପରେ ପ୍ରତିବନ୍ଧକ ଲଗାଇଲା ଭାରତ। ଅନ୍ତର୍ଜାତୀୟ ବିମାନ ପରିବହନ ସଂଘ(ଆଇଏଟିଏ) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। ଚାଇନା ନାଗରିକଙ୍କୁ ଦିଆଯାଇଥିବା…

ସିବିଆଇ ହାତରେ ଧରାପଡ଼ିଲେ ଇଓଡ୍‌ବ୍ଲ୍ୟୁ କନ୍‌ଷ୍ଟେବଳ

ଭୁବନେଶ୍ୱର,୨୪।୪(ବ୍ୟୁରୋ): ଭୁବନେଶ୍ୱର ଆସି ସାଢ଼େ ୪ ଲକ୍ଷ ଟଙ୍କା ଲାଞ୍ଚ ନେଉଥିବା ବେଳେ ସିବିଆଇ ହାତରେ ଦିଲ୍ଲୀ ଅର୍ଥନୈତିକ ଅପରାଧ ଶାଖା(ଇଓଡ୍‌ବ୍ଲ୍ୟୁ )ର କନ୍‌ଷ୍ଟେବଳ ଅମିତ୍‌ ଲାହୁଚା…

ଲତା ଦିଦିଙ୍କୁ ମନେପକାଇ ଭାବପ୍ରବଣ ହେଲେ ପ୍ରଧାନମନ୍ତ୍ରୀ ମୋଦି

ମୁମ୍ବାଇ,୨୪।୪:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମୁମ୍ବାଇରେ ମାଷ୍ଟର ଦିନାନାଥ ମଙ୍ଗେଶକର ପୁରସ୍କାର ବିତରଣ ଉତ୍ସବରେ ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପ୍ରଥମ ଲତା ଦିନାନାଥ ମଙ୍ଗେଶକର ପୁରସ୍କାରରେ…