କଂଗ୍ରେସ ବିଧାୟକଙ୍କୁ ଦିଲ୍ଲୀ ଡାକରା

ଭୁବନେଶ୍ୱର,୩ା୫(ବ୍ୟୁରୋ):ପିସିସିକୁ ମିଳିପାରେ ନୂଆ ସଭାପତିି। ଆସନ୍ତା ୯ ତାରିଖରେ ଦଳର ସବୁ କଂଗ୍ରେସ ବିଧାୟକ ଦିଲ୍ଲୀ ଗସ୍ତ କରିବେ। ରାହୁଲ ଗାନ୍ଧୀ ବିଧାୟକମାନଙ୍କୁ ଭେଟିବେ ବୋଲି ଦିଲ୍ଲୀରୁ…

ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା

ମୁମ୍ବାଇ,୩।୫:ଔରଙ୍ଗାବାଦରେ ରବିବାର ଅନୁଷ୍ଠିତ ରାଲିରେ ଉତ୍ତେଜକ ଭାଷଣ ଦେବା ଅଭିଯୋଗରେ ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ଅଧ୍ୟକ୍ଷ ରାଜ୍‌ ଠାକ୍‌ରେଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ରାଲିର ଆୟୋଜନ…

ଧନୁଷଙ୍କୁ ସମନ କଲେ ମାଡ୍ରାସ ହାଇକୋର୍ଟ

ମାଡ୍ରାସ,୩।୫: ମାଡ୍ରାସ ହାଇକୋର୍ଟରେ ଜାଲ୍‌ ପ୍ରମାଣପତ୍ର ଦାଖଲ କରିବା ଅଭିଯୋଗରେ ମଙ୍ଗଳବାର କୋର୍ଟଙ୍କ ପକ୍ଷରୁ ସାଉଥ୍‌ ସୁପରଷ୍ଟାର ଧନୁଷଙ୍କୁ ସମନ ଜାରି କରାଯାଇଛି। ମାଡ୍ରାସର ଏକ ଦମ୍ପତି…

ଓଡ଼ିଶା: ଆଜିର ଫଟୋ (ମେ ୩ , ୨୦୨୨)

ଶ୍ରୀକ୍ଷେତ୍ରରେ ରଥ କାଠ ଅନୁକୂଳ ଶ୍ରୀକ୍ଷେତ୍ରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଚନ୍ଦନ ଯାତ୍ରା ଆରମ୍ଭ   ଇଦ୍ ଅବସରରେ ଭୁବନେଶ୍ୱର ୟୁନିଟ-୪ ମସଜିଦରେ ସମୂହ ନମାଜ୍ ପାଠ  …

୨୮ବର୍ଷ ପରେ ମା’ଙ୍କ ସହ ରାତ୍ରିଯାପନ କରିବେ ଯୋଗୀ

ଡେରାଡୁନ,୩।୫: ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ତଥା ଉତ୍ତରାଖଣ୍ଡର ପୁଅ ଯୋଗୀ ଆଦିତ୍ୟନାଥ ଗତ ୫ବର୍ଷ ପରେ ମଙ୍ଗଳବାର ତାଙ୍କ ପୈତୃକ ଗାଁରେ ପହଞ୍ଚିଛନ୍ତି। ଗାଁରେ ପହଞ୍ଚିବା ପରେ ଯୋଗୀ…

ଶ୍ରୀକ୍ଷେତ୍ରରେ ରଥ ନିର୍ମାଣ ଅନୁକୂଳ, ଉତ୍ସବମୁଖର ରଥଖଳା

ପୁରୀ ଅଫିସ,୩।୫: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ମଙ୍ଗଳବାର ପରମ୍ପରା ମୁତାବକ ରଥ ନିର୍ମାଣ ଶୁଭ ଅନୁକୂଳ କରାଯାଇଛି। ଏହାକୁ ନେଇ ବଡ଼ଦାଣ୍ଡରେ ଥିବା ରଥଖଳା ଉତ୍ସବମୁଖର…

ଆରମ୍ଭ ହେଲା ଚାରିଧାମ ଯାତ୍ରା

ଡେରାଡୁନ,୩।୫: ସାରା ଦେଶରେ ମଙ୍ଗଳବାର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯାଉଛି। ଏହି ଶୁଭ ଅବସରରେ ଉତ୍ତରାଖଣ୍ଡରେ ମଙ୍ଗଳବାରରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଛି। କରୋନା ଯୋଗୁ…

ଗୁଜରାଟ କଂଗ୍ରେସକୁ ବଡ଼ ଝଟ୍‌କା

ଅହମଦାବାଦ,୩।୫: ଗୁଜରାଟରେ ବିଧାନସଭା ନିର୍ବାଚନ ପୂର୍ବରୁ କଂଗ୍ରେସକୁ ଏକ ବଡ଼ ଝଟ୍‌କା ଲାଗିଛି। ମଙ୍ଗଳବାର କଂଗ୍ରେସ ବିଧାୟକ ଅଶ୍ୱିନ କୋତଓ୍ବାଲ ଦଳ ଛାଡି ଭାଜପାର ହାତ ଧରିଛନ୍ତି।…

ଚାଷୀଙ୍କ ଆକାଉଣ୍ଟକୁ ଗଲା କାଳିଆ ଟଙ୍କା 

ଭୁବନେଶ୍ୱର,୩।୫(ବ୍ୟୁରୋ): ଅକ୍ଷୟ ତୃତୀୟା ଅବସରରେ ମଙ୍ଗଳବାର ଚାଷୀଙ୍କୁ କାଳିଆ କିସ୍ତି ପ୍ରଦାନ କରାଯାଇଛି। ଓଡ଼ିଶାର ୪୦ ଲକ୍ଷରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୮୦୪ କୋଟି ଟଙ୍କା ପଠାଯାଇଥିବା…

ଲଡୁଗାଁରେ ପର୍ଶୁରାମ ଜୟନ୍ତୀ

କୋକସରା,୩।୫(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଲଡୁଗାଁଠାରେ ମଙ୍ଗଳବାର ପର୍ଶୁରାମ ଜୟନ୍ତି ପାଳିତ ହୋଇଯାଇଛି। ବ୍ରାହ୍ମଣ ସମାଜ ପକ୍ଷରୁ ଲଡୁଗାଁ ଶିଶୁମନ୍ଦିର ଛକରୁ ହନୁମାନ ତିନିଛକ ପର୍ଯ୍ୟନ୍ତ…