ବ୍ରହ୍ମପୁର ଅଫିସ,୧୫।୫: ରେଳ ବିଭାଗରେ ଚାକିରି ଦେବାକୁ କହି ଟଙ୍କା ଠକେଇ କରି ବିଚାର ବିଭାଗ ହାଜତରେ ଥିବା ଅଭିଯୁକ୍ତ ଗଣେଶ ହୋତାଙ୍କ ନାମରେ ପୁଣି ଦୁଇଟି ଅଭିଯୋଗ…
ଅଗରତାଲା, ୧୫।୫ : ମାଣିକ ସାହା ରବିବାର ତ୍ରିପୁରାର ନୂତନ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ରାଜ ଭବନରେ ରାଜ୍ୟପାଳ ସତ୍ୟଦେବ ନାରାୟଣ ଆର୍ଯ୍ୟ…
ବ୍ରହ୍ମପୁର ଅଫିସ,୧୫।୫: ବ୍ରହ୍ମପୁର ମହାନଗର ନିଗମ (ବିଏମସି)ର ଚଳିତ ୨୦୨୨-୨୩ ଆର୍ଥିକ ବର୍ଷର ୪୬୨.୮୪ କୋଟି ଟଙ୍କାର ବୃହତ୍ ବଜେଟ ଅନୁମୋଦିତ ହୋଇଛି। ନିଜସ୍ବ ଆୟ ନ ଥାଇ…
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଏଭ୍ରେଷ୍ଟର ଶୀର୍ଷରେ ପହଞ୍ଚି ରେକର୍ଡ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ସୁର ରାଉତରାୟଙ୍କ ପୁଅ ସିଦ୍ଧାର୍ଥ। ସେ ସାଙ୍ଗରେ ଜାତୀୟ ପତାକା ଓ…
ଭୁବନେଶ୍ୱର,୧୫।୫: ରାଷ୍ଟ୍ରାୟତ୍ତ ୟୁକୋ ବ୍ୟାାଙ୍କ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ୍ ୯୨୯.୭୬ କୋଟି ଟଙ୍କା ନେଟ୍ ଲାଭ ଉପାର୍ଜନ କରିଛି। ବ୍ୟାଙ୍କର ୨୦୨୧-୨୨ ଆର୍ଥିକ ବର୍ଷର ଚତୁର୍ଥ ତ୍ରୈମାସିକ…
ନୂଆଦିଲ୍ଲୀ,୧୫।୫: ଭାରତ ସରକାରଙ୍କ ପକ୍ଷରୁ ଗହମ ରପ୍ତାନି ଉପରେ ପ୍ରତିବନ୍ଧକ ଲଗାଇ ଦିଆଯାଇଛି। ସରକାର ଏହି ନିଷ୍ପତ୍ତିକୁ ତତ୍କାଳ କାର୍ଯ୍ୟକାରୀ କରିଛନ୍ତି। ସରକାରୀ ନିର୍ଦ୍ଦେଶନାମା ଅନୁସାରେ, ଦେଶରେ ଘରୋଇ…
ନୂଆଦିଲ୍ଲୀ,୧୫।୫: ଋଣଭାରରେ ବୁଡ଼ି ରହିଥିବା ଫ୍ୟୁଚର ରିଟେଲ ଗ୍ରୁପ୍ର ମୁଖ୍ୟ ବିତ୍ତୀୟ ଅଧିକାରୀ (ସିଏଫ୍ଓ) ସି.ପି. ତୋଷନୀଓ୍ବାଲ କମ୍ପାନୀରୁ ଇସ୍ତଫା ଦେଇଛନ୍ତି। ତାଙ୍କ ଇସ୍ତଫା ମେ’ ୧୨ରୁ…
ପଦ୍ମପୁର,୧୫।୫(ଡି.ଏନ.ଏ.): ଭଦ୍ରକ-ପଦ୍ମପୁର ଭାୟା ଇଚ୍ଛାପୁର ରାସ୍ତା ଏବେ ମରଣଯନ୍ତା ପାଲଟିଛି। ରାସ୍ତା ମରାମତି ନଁାରେ ପ୍ରତିବର୍ଷ ପିଚୁ ଢଳେଇ ପଡୁଛି। ମାତ୍ର ୬ମାସ ନ ପୂରୁଣୁ ରାସ୍ତାରେ ଖାଲଖମା…
କଟକ ସଦର,୧୫ା୫(ଡି.ଏନ୍.ଏ.): ଗ୍ରୀଷ୍ମପ୍ରବାହ ଯୋଗୁ କଟକ ସଦର ବ୍ଲକ ଅଞ୍ଚଳରେ ଅଘୋଷିତ ବିଦ୍ୟୁତ୍ କାଟ୍ ଜାରି ରହିଛି। ଏଥିଯୋଗୁ ନିର୍ଦ୍ଧାରିତ ସମୟରେ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପଗୁଡ଼ିକ…
ନୂଆଦିଲ୍ଲୀ, ୧୫।୫ : ଦେଶର ୪୨ ବିମାନବନ୍ଦରର ୮୪ ଜଣ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ନିଶାସକ୍ତ ଅବସ୍ଥାରେ କାମ କରୁଥିବା ଦେଖିବାକୁ ମିଳିଛି। ଡିଜିସିଏ ରିପୋର୍ଟ ଅନୁଯାୟୀ,…