ଇତିହାସ ରଚିବା ପାଇଁ ବାଂଲାଦେଶକୁ ଦରକାର ୧୫୫ ରନ୍‌

ସେଞ୍ଚୁରିଆନ,୨୩।୩: ଇତିହାସ ରଚିବା ଠାରୁ ହାତେ ଦୂରରେ ଅଛି ବାଂଲାଦେଶ। ଦକ୍ଷିଣ ଆଫ୍ରିକାରେ ପୂର୍ବରୁ କଦାପି ଗୋଟିଏ ଦିନିକିଆ ମ୍ୟାଚ୍‌ ଜିତି ନ ଥିବା ବାଂଲାଦେଶ ପାଖରେ…

ମେଳାରେ ମୁସଲିମ ଭେଣ୍ଡରଙ୍କୁ ମନା

ଉଡୁପି,୨୩।୩: କର୍ନାଟକର ଉଡୁପି ଜିଲାରେ ହୋସା ମାରଗୁଡ଼ି ମନ୍ଦିରଠାରେ ପ୍ରତି ବର୍ଷ ବସୁ ଥିବା ମେଳା କଦାପି ମୁସଲିମ ଏବଂ ହିନ୍ଦୁଙ୍କ ମଧ୍ୟରେ ଭେଦଭାବ କରି ନାହିଁ।…

ଆଇପିଏଲ୍‌ ମ୍ୟାଚ୍‌ ଦେଖିବାକୁ ଦର୍ଶକଙ୍କୁ ଅନୁମତି

ନୂଆଦିଲ୍ଲୀ,୨୩।୩: ଆସନ୍ତା ୨୬ରୁ ଆରମ୍ଭ ହେବ ବହୁ ପ୍ରତିକ୍ଷୀତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌)। ଏହି ଟୁର୍ନାମେଣ୍ଟରେ ଦର୍ଶକଙ୍କ ଏଣ୍ଟ୍ରିକୁ ଏବେ ଗ୍ରୀନ୍‌ ସିଗ୍ନାଲ ଦେଇଛି ବିସିସିଆଇ। ଫଳରେ…

ଦିନକୁ ଦିନ ସ୍ଥିତି ଭୟଙ୍କର: ଶ୍ରୀଲଙ୍କା ଛାଡ଼ି ଭାରତ ମୁହାଁ ଲୋକେ

ନୂଆଦିଲ୍ଲୀ,୨୩।୩: ଶ୍ରୀଲଙ୍କା ଏବେ ଘୋର ଆର୍ଥିକ ସଙ୍କଟ ଦେଇ ଗତି କରୁଛି। ଦେଶରେ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ପାଇବାରୁ ବଞ୍ଚିତ ହେଉଛନ୍ତି ଲୋକେ। ପେଟ୍ରୋଲ ଓ ଡିଜେଲ…

ଦିଲ୍ଲୀପ କୁମାର ହେଲେ ସଦର ବ୍ଲକ ଉପାଧ୍ୟକ୍ଷ

କେନ୍ଦୁଝର,୨୩ା୩(ସ୍ବ.ପ୍ର.): ସଦର ବ୍ଲକ ଉପାଧ୍ୟକ୍ଷ ଭାବେ ଦିଲ୍ଲୀପ କୁମାର ବେହେରା ନିର୍ବାଚିତ ହୋଇଛନ୍ତି। ୨୧ ପଞ୍ଚାୟତ ବିଶିଷ୍ଟ ଏହି ବ୍ଲକର ଡିମ୍ବୋ ପଞ୍ଚାୟତର ସମିତିସଭ୍ୟ ଭାବେ ନିର୍ବାଚିତ…

କୌଣସି ପରିସ୍ଥିତିରେ ଇସ୍ତଫା ଦେବି ନାହିଁ: ଇମ୍ରାନ

ଇସଲାମାବାଦ,୨୩।୩: ପାକିସ୍ତାନର ଇମ୍ରାନ ଖାନ ସରକାର ଉପରେ ସଙ୍କଟର ବାଦଲ ଛାଇ ଯାଇଛି। ଇମ୍ରାନଙ୍କ ଗାଦିରୁ ହଟାଇବା ପାଇଁ ତାଙ୍କ ନିଜ ଦଳ ତେହେରିକ-ଇ-ଇନସାଫ (ପିଟିଆଇ)ର ଏମ୍‌ପିମାନେ…

ଏପ୍ରିଲ ୧ରୁ ଆରମ୍ଭ ହେବ ବିଧାନସଭା ଟିଭି

ଭୁବନେଶ୍ୱର,୨୩।୩(ବ୍ୟୁରୋ): ଆରମ୍ଭ ହେବ ଓଡ଼ିଶା ବିଧାନସଭା ଟିଭି ଚ୍ୟାନେଲ। ଏପ୍ରିଲ ୧ ଅର୍ଥାତ ଉତ୍କଳ ଦିବସରୁ ଏହାର ଶୁଭାରମ୍ଭ ହେବ। ଏଥିଲାଗି ବିଧାନସଭା ପରିସରରେ ଷ୍ଟୁଡିଓ ତିଆରି…

ପାକିସ୍ତାନରେ ହିନ୍ଦୁ ଯୁବତୀଙ୍କ ହତ୍ୟା ପଛରେ ପ୍ରେମ ପ୍ରସ୍ତାବ

ଇସ୍ଲାମାବାଦ,୨୩।୩: ପାକିସ୍ତାନରେ ୧୮ ବର୍ଷୀୟା ହିନ୍ଦୁ ଯୁବତୀଙ୍କୁ ଗୁଳି କରି ହତ୍ୟା କରିବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ। ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କର…

ଏକାଥରକେ ହୋଟେଲର ୧୮୦ ରୁମ୍‌ ବୁକ୍‌ କରିନେଲେ ଦମ୍ପତି, କାରଣ ଜାଣିଲେ…

ପୋଲାଣ୍ଡ,୨୩ା୩: ଲୋକେ ହୋଟେଲକୁ ଯାଇ ରାତ୍ରିଯାପନ ପାଇଁ ଗୋଟିଏ କି ଦୁଇଟି ରୁମ୍‌ ବୁକ୍‌ କରିଥାନ୍ତି। କିନ୍ତୁ ପୋଲାଣ୍ଡରେ ରହୁଥିବା ଏକ ଦମ୍ପତି ହୋଟେଲର ୧୮୦ଟି ରୁମ୍‌…

‘କେବଳ ନିର୍ବାଚନ ଇନ୍ଧନ ମୂଲ୍ୟ ବୃଦ୍ଧିକୁ ରୋକିବାରେ ସକ୍ଷମ’

ନୂଆଦିଲ୍ଲୀ,୨୩।୩: ବଢୁଥିବା ଇନ୍ଧନ ମୂଲ୍ୟ ମଧ୍ୟରେ ଜାତୀୟତାବାଦୀ କଂଗ୍ରେସ ପାର୍ଟି (ଏନସିପି) ଏମ୍‌ପି ସୁପ୍ରିୟା ସୁଲେ ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ବୁଧବାର ସୁପ୍ରିୟା…