୧୬ ୟୁଟ୍ୟୁବ ଚ୍ୟାନେଲ ଉପରେ କେନ୍ଦ୍ର ସରକାରଙ୍କ ପ୍ରତିବନ୍ଧକ, ୬ଟି ଅପରେଟ ହେଉଥିଲା ପାକିସ୍ତାନରୁ

ନୂଆଦିଲ୍ଲୀ,୨୫ ।୪: ଦେଶରେ ମିଥ୍ୟା ନ୍ୟୁଜ ପ୍ରଚାର ପ୍ରସାର କରୁଥିବା ୟୁଟ୍ୟୁବ ଚ୍ୟାନେଲକୁ ନେଇ କେନ୍ଦ୍ରର ମୋଦି ସରକାର କଠୋର ପଦକ୍ଷେପ ନେଇଛନ୍ତି । ଭାରତ ସରକାର…

ରାଜ୍ୟରୁ ସୁସ୍ଥ ହେଲେ ଆଉ ୧୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର,୨୫ା୪(ବ୍ୟୁରୋ): ରାଜ୍ୟରୁ ସୋମବାର ଆଉ ୧୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୨,୭୮,୭୫୦ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ଏନେଇ…

ରାସ୍ତା କଡରେ ଜମାଥିବା କେମିକାଲରେ ଲାଗିଲା ନିଆଁ

ଫୁଲନଖରା,୨୫।୪:(ଡି. ଏନ୍‌. ଏ.): କଟକ ଭୁବନେଶ୍ୱର ୧୬ନଂ ଜାତୀୟ ରାଜପଥର ପାହାଳ ନିକଟରେ ରାସ୍ତା କଡରେ ଜମା ହୋଇଥିବା ତରଳ କେମିକାଲରେ ନିଆଁ ଲାଗି ପରିବେଶ ଧୂଆଁମୟ…

୨୬ରୁ ୫ ଦିନ ସ୍କୁଲ୍‌ ଛୁଟି

ଭୁବନେଶ୍ୱର,୨୫।୪(ବ୍ୟୁରୋ): ରାଜ୍ୟର ସମସ୍ତ ସ୍କୁଲ୍‌ ମଙ୍ଗଳବାରଠାରୁ ୫ ଦିନ ଛୁଟି। ଏ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟର ସମସ୍ତ ସରକାରୀ…

ପୁଣି ଗିରଫ ହେଲେ ଜିଗ୍ନେଶ ମେଭାନି: କିଛି ସମୟ ପୂର୍ବରୁ ମିଳିଥିଲା ଜାମିନ

ଡିସପୁର,୨୫।୪: ଗୁଜରାଟ ବିଧାୟକ ଜିଗ୍ନେଶ ମେଭାନିଙ୍କୁ ପୁଣି ଥରେ ଆସାମ ପୋଲିସ ଗିରଫ କରିଛି। ବିଧାୟକ ଜିଗ୍ନେଶ ମେଭାନିଙ୍କୁ ତାଙ୍କ ଟୁଇଟ ସହ ଜଡିତ ଏକ ମାମଲାରେ…

ଯୁକ୍ତ୨ ପିଲାଙ୍କ ପାଇଁ ଖୋଲିଲା ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌

ଭୁବନେଶ୍ୱର,୨୫।୪(ବ୍ୟୁରୋ): ଯୁକ୍ତ୨ ପରୀକ୍ଷା ପାଇଁ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍‌ ଖୋଲିଛି। ଏଥିପାଇଁ ସିଏଚ୍‌ଏସଇ କାର୍ଯ୍ୟାଳୟରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସୋମବାରରୁ ମେ ୩୧ ଯାଏ…

ରୋଷେୟା ମୃତ୍ୟୁକୁ ନେଇ ସ୍ବାସ୍ଥ୍ୟମନ୍ତ୍ରୀଙ୍କ କୁଶପୁତ୍ତଳିକା ଦାହ

ଝାରସୁଗୁଡ଼ା ଅଫିସ,୨୫।୪: ସ୍ବାସ୍ଥ୍ୟମନ୍ତ୍ରୀଙ୍କ ରୋଷେୟା ଲଳିତ କୁମାର ସାହୁଙ୍କ ସନ୍ଦେହଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବିରେ ବ୍ରଜରାଜନଗର ଭାଜପା ପକ୍ଷରୁ ସୋମବାର ସ୍ଥାନୀୟ ରେଳଷ୍ଟେଶନ ସମ୍ମୁଖରେ ବିକ୍ଷୋଭ…

ବର୍ଦ୍ଧିତ କରୋନା ମାମଲା ମଧ୍ୟରେ ଆଶ୍ୱସ୍ତିକର ଖବର: କୋଭିଡ ସଂକ୍ରମଣରୁ ମୁକ୍ତ ହେଲା ଏହି ରାଜ୍ୟ

କୋହିମା,୨୫।୪: କିଛି ସମୟର ବିରତି ପରେ ପୁଣି ଥରେ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପାଇବାରେ ଲାଗିଛି। ଯାହା ସରକାର ଓ ଜନସାଧାରଣଙ୍କ ଚିନ୍ତା ଆହୁରି ବଢ଼ାଇ…

ବ୍ୟାଙ୍କରେ ଅଚେତ ହୋଇଗଲେ ନାବାଳିକା ଛାତ୍ରୀ

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଗଞ୍ଜାମ ବ୍ଲକ ମଲାଡ଼ ପଞ୍ଚାୟତ ବରୋଦା ଗ୍ରାମର ଜ୍ୟୋତ୍ସ୍ନା ସ୍ବାଇଁ ଓ ତାଙ୍କ ଝିଅ କାଜଲ ସ୍ବାଇଁ(୯) ସୋମବାର କୌଣସି କାମରେ ଗଞ୍ଜାମ ଷ୍ଟେଟ୍‌ ବ୍ୟାଙ୍କ…

ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି କହି ଠକିନେଲେ ୧୦ ହଜାର

ଗଞ୍ଜାମ,୨୫।୪(ଡି.ଏନ୍‌.ଏ.): ଜିଲାପାଳଙ୍କ କାର୍ଯ୍ୟାଳୟରୁ ଆସିଛି। ୧୯୯୯ ମହାବାତ୍ୟାରେ ହୋଇଥିବା କ୍ଷୟକ୍ଷତି ଟଙ୍କା ମିଳିବ କହି ଜଣେ ବୃଦ୍ଧଙ୍କଠାରୁ ୧୦ ହଜାର ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି।…